ଜୟପଙ୍ଗା ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ 43 ତମ ବାର୍ଷିକ ଅଷ୍ଟ ପ୍ରହର ନାମଯଜ୍ଞ : Ommtv

ଜୟପଙ୍ଗା ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ 43 ତମ ବାର୍ଷିକ ଅଷ୍ଟ ପ୍ରହର ନାମଯଜ୍ଞ

ଜୟପଙ୍ଗା ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ 43 ତମ ବାର୍ଷିକ ଅଷ୍ଟ ପ୍ରହର ନାମଯଜ୍ଞ : Ommtv

ଜୟପଙ୍ଗା ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ 43 ତମ ବାର୍ଷିକ ଅଷ୍ଟ ପ୍ରହର ନାମଯଜ୍ଞ : Ommtv

(ହିନ୍ଦୋଳ ରତିକାନ୍ତ ଗଡନାୟକ) ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ହାତୁରା ଗ୍ରାମ ପଞ୍ଚାୟତ ର ଜୟପଙ୍ଗା ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ 43 ତମ ବାର୍ଷିକ ଅଷ୍ଟ ପ୍ରହର ନାମଯଜ୍ଞ ଆଜି ମହା ସମାରୋହରେ ପାଳିତ ହେଉଛି। ଏଥିରେ ହିନ୍ଦୋଳ ଅନୁଗୁଳ ଅଞ୍ଚଳ ବିଭିନ୍ନ୍ ଗ୍ରାମରୁ 25 ଦଳ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନାମ ସଙ୍କୀର୍ତ୍ତନ ପରିବେଷଣ କରୁଛନ୍ତି। ଗ୍ରାମ ସଭାପତି ଅକ୍ଷୟ କୁମାର ପ୍ରଧାନ ସମ୍ପାଦକ ପପୁ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜୟପଙ୍ଗା କ୍ଲବ ସଭ୍ଯ ମାନଙ୍କ ପରିଚାଳନା ରେ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ ହେଉଛି। ବରିଷ୍ଠ ନାଗରିକ ଆର୍ତ୍ତତ୍ରାଣ ଜେନା ଶିବ ପ୍ରସାଦ ଜେନା ଙ୍କ ସହଯୋଗରେ ପୂଜା କାର୍ଯ୍ୟ ସମ୍ପାଦନା ହେଉଥିବା ବେଳେ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଦର୍ଶକ ମାନଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଛି। ଆସନ୍ତା କାଲି ସକାଳେ ନଗର ପରିକ୍ରମା ସହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି। #Dhenkanal #Hindol #Ommtv #Omtv #Odisha #NBPC #Kalingacinearts