ଶିକ୍ଷକଙ୍କ ମଟର ସାଇକଲକୁ ପଛରୁ ପିଟିଲା ଆଉ ଏକ ମଟର ସାଇକଲ ଗୁରୁତ୍ୱ ହେଲେ ଶିକ୍ଷକ :Ommtv Kalinga Vikas

ଶିକ୍ଷକଙ୍କ ମଟର ସାଇକଲକୁ ପଛରୁ ପିଟିଲା ଆଉ ଏକ ମଟର ସାଇକଲ ଗୁରୁତ୍ୱ ହେଲେ ଶିକ୍ଷକ :Ommtv Kalinga Vikas

ଶିକ୍ଷକଙ୍କ ମଟର ସାଇକଲକୁ ପଛରୁ ପିଟିଲା ଆଉ ଏକ ମଟର ସାଇକଲ ଗୁରୁତ୍ୱ ହେଲେ ଶିକ୍ଷକ :Ommtv Kalinga Vikas

ଶିକ୍ଷକଙ୍କ ମଟର ସାଇକଲକୁ ପଛରୁ ପିଟିଲା ଆଉ ଏକ ମଟର ସାଇକଲ ଗୁରୁତ୍ୱ ହେଲେ ଶିକ୍ଷକ :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୦୪/୦୯ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଆଜି ପ୍ରତି ଦିନ ଭଳି ସେ ଆଜି ସକାଳେ ଲାଞ୍ଜିଗଡ ଠାରୁ ୦୯ ଘଣ୍ଟା ସମୟରେ ନିଜ ଘରୁ ବାହାରି ଶିକ୍ଷକ ମୁରଲୀ ଧର ଗୌଡ଼ ନିଜ ବିଦ୍ୟାଳୟ ଟାଙ୍ଗନକଣା କୁ ଗଲେ I

ସେ ବିଦ୍ୟାଳୟର ଛାତ୍ର ଛତ୍ରୀ ଙ୍କ ପ୍ରାର୍ଥନା ସରିବା କିଛି ସମୟ ପରେ ବାହାରିଥିଲେ କୌଣସି ଆଫିସ କାମରେ ସିଅIରସୀ କାର୍ଯ୍ୟଳୟକୁ ତାପରେ ସେଠାରେ ଅଫିସ କାମ ସାରି ନିଜ ବିଦ୍ୟାଳୟ ଲାଞ୍ଜିଗଡ ବ୍ଲକର ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗନକଣା ବିଦ୍ୟାଳୟକୁ ନିଜର ହୁଣ୍ଡା ମଟର ସାଇକଲ ନମ୍ବର ଓଡି/୧୦ ଯେ - ୦୩୬୫ ଯୋଗେ ଫେରୁଥିବା ସମୟରେ ବିଦ୍ୟାଳୟକୁ ପହଞ୍ଚିବା ପାଇଁ ଆଉ ମାତ୍ର 0୨ କିଲୋ ମିଟର ରାସ୍ତା ବାକି ଥାଏ ଏଇ ସମୟରେ ଆଉ ଏକ ପେଶନ ପ୍ଲସ ମଟର ସାଇକଲ ନମ୍ବର ଓଡି /୧୮ ଜି-୮୪୯୯ ଦ୍ରୁତ ଗତିରେ ଆସି ଶିକ୍ଷକଙ୍କ ମଟର ସାଇକଲର ପଛ ପାଖରୁ ପିଟିଥଲା ଯେଉଁ ଗାଡି ଆଣି ପିଟି ଥିଲା ସେହି ଗାଡ଼ିରେ ଦୁଇ ଜଣ ବସିଥଲେ I ଶିକ୍ଷକ ନିଜେ ଜଣେ ଗାଡି ଚଲେଇ ଆସୁଥିଲେ ଏହି ଦୁର୍ଘଟଣା ହେବା ପରେ ସେହିପାଖରେ ଥିବା ମସ୍କIପଦର ବିଦ୍ୟାଳୟର ଶିକ୍ଷକ ମାନେ ମିଶି ତୁରନ୍ତ ସରକାରୀ ଦମକଳ ବିଭାଗ ଗାଡି ଆସୁଥିବା ସମୟରେ ତାକୁ ଅଟକେଇ ଲାଞ୍ଜିଗଡ ଡାକ୍ତରଖାନା କୁ ଶିକ୍ଷକଙ୍କୁ ଧରି ଆସିଥିଲେ I ତାପରେ ଅନ୍ୟ ଦୁଇଜଣଙ୍କୁ ବେଦାନ୍ତ ଆମ୍ବୁଲେନ୍ସ ଗାଡ଼ିରେ ଲାଞ୍ଜିଗଡ ଡାକ୍ତରଖାନାକୁ ଅଣା ଯାଇଥିଲା,ଶିକ୍ଷକଙ୍କ ଅବସ୍ଥା ଗୁରୁତ୍ୱ ଥିବା ହେତୁ ଲାଞ୍ଜିଗଡରେ ଡାକ୍ତର ଯୋଗେଶ୍ୱର ସିଂ ପ୍ରାଥମିକ ଚିକତ୍ସା ପରେ ଚିକିତ୍ସା କରି ସାରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତରିତ କରି ଦେଇଥିଲେ ତାପରେ ଶିକ୍ଷକଙ୍କ ଭାଇ ଓ ଆଉ ଜଣେ ସହୃଦୟ ଶିକ୍ଷକ ତାଙ୍କୁ ଧରି ବେଦାନ୍ତ ଆମ୍ବୁଲେନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ତୁରନ୍ତ ବାହାରି ଯାଇଥିଲେ I ଜିଲ୍ଲା ଡାକ୍ତରଖାନାରେ ଡାକ୍ତର ଚିକତ୍ସା କରିବା ପରେ ଏବେ ବର୍ତମାନ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହି ଅଛି ବୋଲି ପ୍ରାଥମିକ ସୂତ୍ରରୁ ଖବର ମିଳିଅଛି I ତାପରେ ଅନ୍ୟ ଯେଉଁ ଦୁଇ ଜଣ ଫେସନଗାଡି ଆଣି ଶିକ୍ଷକଙ୍କ ଗାଡିକୁ ବଡେଇ ଥିଲେ ସେମାନଙ୍କୁ ମଧ୍ୟ ଲାଞ୍ଜିଗଡ ଡାକ୍ତରଖାନାରେ ପ୍ରାଥମିକ ଚିକତ୍ସା ପରେ ତାଙ୍କ ଦୁଇ ଜଣଙ୍କୁ ବାହର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ ଲାଞ୍ଜିଗଡ ଡାକ୍ତର ଶ୍ରୀ ସଂ ଅନୁମତି ଦେଇଥିଲେ I ଏବ ପର୍ଯ୍ୟନ୍ତ ବିଶେଷ ସୂତ୍ରରୁ ଖବର ଅଛିକି ଯେ ଶିକ୍ଷକ ଓ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଅଛି I