ଜଳଛତ୍ର ସେବା:Ommtv Kalinga Vikas
ଜଳଛତ୍ର ସେବା:Ommtv Kalinga Vikas
ଜଳଛତ୍ର ସେବା:Ommtv Kalinga Vikas

ଭୁବନେଶ୍ୱର :(KV) (ରିପୋର୍ଟ :ଚକ୍ରଧର )ଓଡିଶା ଟ୍ରକ ମାଲିକ ମହାସଂଘ ଦୀର୍ଘ ଦୁଇ ମାସ ହେବ ରସୁଲଗଡ ଠାରେ ସୁସ୍ୱାଦୁ ଦହି ପଣାରେ ଜଳଛତ୍ର ସେବା ଯୋଗାଇ ଆସୁଅଛନ୍ତି | ଏହିଭଳି ସେବା ମାଷ୍ଟର କ୍ୟାଣ୍ଟିନ, ତାଳଚେର, ନୟାଗଡ, ଗଞ୍ଜାମ ଏବଂ ବହୁତ ଅଞ୍ଚଳରେ ଯୋଗାଇ ଆସୁଛନ୍ତି |ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଉପସ୍ଥିତ ରହି ପଣା ବାଣ୍ଟିଥିଲେ |
ମହାସଂଘ ରାଜ୍ୟ ସଭାପତି ପୁରଞ୍ଜନ ପାଢ଼ୀ, ଗଣେଶ ମାହାରି, ଓଡିଶା ଟ୍ରକ ମାଲିକ ମହାସଂଘ ସାଧାରଣ ସମ୍ପାଦିକା ସସ୍ମିତା କୁମାରୀ ପାଣିଗ୍ରାହୀ, ସମ୍ପାଦିକା ପରବିନ, ସମ୍ପାଦକ SK ଅହମଦ ଚିଷ୍ଟି, ଉପସଭାପତି ଫିରୋଜ ଖାନ, ଉପସଭାପତି ମାନସ ମହାନ୍ତି, ଟ୍ରେଜରର ତପନ ବେହେରା, ଜହର ଅଲ୍ଲୀ ଖାନ, ମୁକୁନ୍ଦ ନାଥ, ଇମ୍ରାନ ଖାନ, ଦୀନବନ୍ଧୁ ସ, ଲଷ୍ମୀଧର ନାୟକ, ରଶ୍ମି ରଞ୍ଜନ ବାରିକ, ରଜତ ବେଉରା, ଜିତେନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ରାୟ, ବିରେନ ସାହୁ ଏବଂ ମହାସଂଘର ଅସଂଖ୍ୟ ସଦସ୍ୟ ସେବାଦାନ ଯୋଗାଇ ଆସୁଛନ୍ତି | ଏହି ସେବା ଆସନ୍ତା ରଜ ସଂକ୍ରାନ୍ତିରେ ଉଦଯାପିତ କରାଯିବ |
