ନିୟୁ ଭୁବନେଶ୍ବର ପ୍ରେସ କ୍ଲବ୍ ପକ୍ଷରୁ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା : Ommtv

ନିୟୁ ଭୁବନେଶ୍ବର ପ୍ରେସ କ୍ଲବ୍ ପକ୍ଷରୁ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା : Ommtv

ନିୟୁ ଭୁବନେଶ୍ବର ପ୍ରେସ କ୍ଲବ୍ ପକ୍ଷରୁ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା : Ommtv

ନିୟୁ ଭୁବନେଶ୍ବର ପ୍ରେସ କ୍ଲବ୍ ପକ୍ଷରୁ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା : Ommtv

: ନିୟୁ ଭୁବନେଶ୍ବର ପ୍ରେସ୍ କ୍ଲବ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା। ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ପ୍ରିଣ୍ଟ, ଇଲୋଟ୍ରୋନିକ୍ସ ଏବଂ ଡ଼ିଜିଟାଲ ମିଡ଼ିଆର ପ୍ରତିନିଧିମାନେ ଯୋଗଦେଇଥିଲେ। ମଞ୍ଚେଶ୍ବର କ୍ଲବ୍ ପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୮ଟି ଦଳ ଭାଗନେଇଥିଲେ। ଯେଉଁମାନଙ୍କ ମଧ୍ୟରେ ୪ଟି ଦଳ ଆଜି ଫାଇନାଲ ରାଉଣ୍ଡକୁ ଆସିଥିଲେ। ଚୁଡ଼ାନ୍ତ ପ୍ରର୍ଯ୍ୟାୟରେ ବିଜୟୀହୋଇଥିବା ଗଣମାଧ୍ୟମ ପ୍ରତିନିଧି ସ୍ମୁତିରଞ୍ଜନ ଦାସ ଓ ରନର୍ସଅପ୍ ହୋଇଥିବା ‌ଦୁଷ୍ମନ୍ତ ଦାସଙ୍କୁ ଅତିଥିମାନେ ପୁରସ୍କୃତକରିଥିଲେ। ସଂଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସମାଜସେବୀ ରୁଦ୍ର ସାମନ୍ତରାୟ, ରଶ୍ମି ଖାଟୁଆ ଏବଂ ପ୍ରେସ୍ କ୍ଲବ୍ ସଭାପତି ସ୍ମରଜିତ ଆର୍ଯ୍ୟ ଓ ସଂପାଦକ ବିଦ୍ୟାଧର ବାରିକ ଅତିଥିଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନକରିଥିଲେ।