Record Number of KISS Students to Appear In Class X, XII Board Exams : Ommtv

Record Number of KISS Students to Appear In Class X, XII Board Exams

Record Number of KISS Students to Appear In Class X, XII Board Exams : Ommtv

Record Number of KISS Students to Appear In Class X, XII Board Exams : Ommtv

 

Bhubaneswar, Feb 11: A record number of students from KISS are set to appear for the Class X and Class XII board exams to be conducted by the Board of Secondary Examinations and the Council of Higher Secondary Examinations respectively this year.

While about 2000 students will sit for the Class X examination beginning February 20, 1908 students will appear for the Class XII examinations that will commence from February 16. Fifty percent of all students are girls.

Ahead of the exams, Dr Achyuta Samanta, Founder, KIIT & KISS wished the students all success on Sunday and distributed pens like the previous year while sharing essential advice.

KISS has made extensive arrangements to facilitate the transportation of students to various examination centers, including providing 50 buses for their commute.

The Class X students will appear in examination centers at Saraswati Shishu Vidya Mandir at Unit-8, Baramunda and Niladri Vihar; at the Bhagawat Vidya Mandir in IRC Village and Vivekananda Sikshya Kendra in Chandrasekharpur. Similarly, the Class XII students will appear in examination centers at Rajdhani College and Maharshi College of Natural Law.

 ନିଉ ଭୁବନେଶ୍ବର ପ୍ରେସ୍ କ୍ଲବରେ ଯୋଗଦେବାପାଇଁ : ୯୪୩୯୧୭୭୬୩୦

 
ସମଗ୍ର ଦେଶରେ ପ୍ରଥମ
ଦଶମ ଓ ଦ୍ୱାଦଶରେ କିସ୍‍ରୁ ରେକର୍ଡ଼ ସଂଖ୍ୟକ ପରୀକ୍ଷାର୍ଥୀ
ଭୁବନେଶ୍ୱର, ୧୧ା୨: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷାରେ କିସ୍‍ରୁ ରେକର୍ଡ଼ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କିସ୍‍ର ୨୦୦୦ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ୧୯୦୮ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବେ । ଉଭୟ ଦଶମ ଓ +୨ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୦% ହେଉଛନ୍ତି ଛାତ୍ରୀ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରୀକ୍ଷାର ଅବ୍ୟବହିତ ପୂର୍ବରୁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସମ୍ପର୍କିତ ଆବଶ୍ୟକ ପରାମର୍ଶ ଦେବା ସହ ସେମାନଙ୍କୁ କଲମ ବଣ୍ଟନ କରିଥିଲେ । ଏହି ଅବସରରେ ସେ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଥିଲେ । ଦଶମ ଶ୍ରେଣୀ ପିଲାଙ୍କ ପାଇର୍ଁ ୟୁନିଟ୍‍-୮, ବରମୁଣ୍ଡା ଓ ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଆଇଆରସି ଭିଲେଜସ୍ଥିତ ଭଗବତ୍‍ ଗୀତା ବିଦ୍ୟା ମନ୍ଦିର ଓ ଚନ୍ଦ୍ରଶେଖରପୁରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରୀକ୍ଷା କେନ୍ଦ୍ର ହୋଇଛି । ସେହିପରି +୨ ପରୀକ୍ଷାର୍ଥିଙ୍କ ନିମନ୍ତେ ରାଜଧାନୀ କଲେଜ ଓ ମହର୍ଷି କଲେଜ ଅଫ୍‍ ନାଚୁରାଲ୍‍ ଲ ପରୀକ୍ଷା କେନ୍ଦ୍ର ହୋଇଛି । ଆସନ୍ତା ୨୦ ତାରିଖରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ୧୬ତାରିଖରୁ +୨ ପରୀକ୍ଷା ଆରମ୍ଭ ହେଉଛି । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ କିସ୍‍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ପାଇଁ ୫୦ଟି ଲେଖାଏଁ ବସର ବ୍ୟବସ୍ଥା କରାଯାଇଛି ।