ଅଁଳାଯୋଡ଼ି ପଞ୍ଚାୟତରେ ଏକ ସ୍ପେସିଆଲ ଗ୍ରାମ ଶୋଭା ଆବାସ ସୋର୍ଭେ ଅନୁଷ୍ଠିତ

ଅଁଳାଯୋଡ଼ି ପଞ୍ଚାୟତରେ ଏକ ସ୍ପେସିଆଲ ଗ୍ରାମ ଶୋଭା ଆବାସ ସୋର୍ଭେ ଅନୁଷ୍ଠିତ

ଅଁଳାଯୋଡ଼ି ପଞ୍ଚାୟତରେ ଏକ ସ୍ପେସିଆଲ ଗ୍ରାମ ଶୋଭା ଆବାସ ସୋର୍ଭେ ଅନୁଷ୍ଠିତ

ଅଁଳାଯୋଡ଼ି ପଞ୍ଚାୟତରେ ଏକ ସ୍ପେସିଆଲ ଗ୍ରାମ ଶୋଭା ଆବାସ ସୋର୍ଭେ ଅନୁଷ୍ଠିତ

ରାଇରଙ୍ଗପୁର (କୋଳିଙ୍ଗ ବିକାଶ )13/07/26 ଆଜି ବହଳଦା ବ୍ଲକ ଅନ୍ତର୍ଗତ ଅଁଳାଯୋଡ଼ି ପଞ୍ଚାୟତରେ ଏକ ସ୍ପେସିଆଲ ଗ୍ରାମ ଶୋଭା ଆବାସ ସୋର୍ଭେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶୋଭାରେ V. L. W ପ୍ରିୟଙ୍କା ସେଠି, A. D. O ଡ଼ମ୍ବୋରୁଧର ଜେରାଇ, ସରୋପଞ୍ଚ ସୋଲମା ମାଝୀ, ୱIର୍ଡ ମେମ୍ବର ଅମ୍ରିତ ମହାନ୍ତ, ଏବଂ ପଞ୍ଚାୟତର ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ରହି। PMY ଯେଉଁ ଲୋକ ଲୋକମାନଙ୍କର ଘୋର ପାଇବାପାଇଁ ସର୍ଭେ କରାଯାଇଥିଲା କିଛି ଲୋକମାନଙ୍କର ଭୁଲ ବସତ କୌଣସି କାରଣରୁ ନାମ କୋଟିଯାଇଥିଲା। ଯେଉଁ ମାନଙ୍କର ନାମ କୋଟିଯାଇଥିଲା ପୁଣି ସେମାନଙ୍କୁ କମ୍ପ୍ଲେନ ବୋକ୍ସ ମIଧ୍ୟମରେ PMY ଘର ପାଇଁ ଆବେଦନ କରିବାକୁ କୁହାଯାଇଥିଲା। ଯାହା ଫଳରେ ଆଜି ଘର ପାଇବା ଯୋଗ୍ୟ ପ୍ରାର୍ଥୀଙ୍କ ଲିଷ୍ଟ ପଞ୍ଚାୟତ କୁ ଆସିଥିଲା। ଏହି ଲିଷ୍ଟରେ 770 ଜଣ PMY ଯୋଗ୍ୟ ହିତାଧିକାରୀଙ୍କ ନାମ ଉଲ୍ଲେଖ ଥିଲା।ସେହି ଲିଷ୍ଟ ରେ ଯୋଉଁମାନଙ୍କର ନାମ ଥିଲା ସେମାନଙ୍କର ନାମ ଗୁଡିକୁ ପଞ୍ଚାୟତର କର୍ମୀ ମାନଙ୍କ ଦ୍ୱାରା ହିତାଧିକାରୀ ମାନଙ୍କର ନାମ ପଢ଼ିକି ଶୁଣାଇ ଦିୟା ଯାଇଥିଲା। ଏହି ବିଷୟରେ V. L. W ଙ୍କୁ ପଚାରିବାରୁ ସେ କହିଥିଲେ ଯୋଉ ମାନଙ୍କର ଘର ଲିଷ୍ଟ ଆସିନି ଆଉ ଥରେ ସର୍ଭେ ହବ ଓ ଉପଯୁକ୍ତ ହିତାଧିକାରୀଙ୍କୁ PMY ଯୋଜନା ମIଧ୍ୟମରେ ଘର ନିଶ୍ଚୟ ମିଳିବ ବୋଲି କହିଥିଲେ। ରାଇରଙ୍ଗପୁରରୁ  ଜ୍ୟୋତିରଞ୍ଜନ ଷୋଡଙ୍ଗୀ କୋଳିଙ୍ଗ ବିକାଶ।