ଷୋଳମପୁର ବୌଦ୍ଧବିହାରରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ:Ommtv kalinga vikas

ଷୋଳମପୁର ବୌଦ୍ଧବିହାରରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ:Ommtv kalinga vikas

ଷୋଳମପୁର ବୌଦ୍ଧବିହାରରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ:Ommtv kalinga vikas

ଷୋଳମପୁର ବୌଦ୍ଧବିହାରରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ:Ommtv kalinga vikas

ଆଜି ଷୋଳମପୁର ପଞ୍ଚାୟତ ଅଧିନ ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଷୋଳମପୁର ବୌଦ୍ଧବିହାର ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଉତ୍ସବ ଓ ଐତିହ୍ୟ ସୁରକ୍ଷା ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ଲକ ବିଆରସିସି ଉଦୟ ନାଥ ବେଜ,ପିଇଓ ରଜନୀକାନ୍ତ ବଳ,ଯୁବ ଗବେଷକ ସାମ୍ବାଦିକ ବିଶ୍ବମ୍ବର ରାଉତ,ନାଏବ ସରପଞ୍ଚ ସଙ୍ଗୀତାରାଣୀ ଖଟୁଆ ,ସ୍ଥାନୀୟ ସମାଜସେବୀ ସନ୍ତୋଷ ନାୟକ,ବାସୁଦେବ ନାୟକ, ଗୋମିତ୍ର ଧନେଶ୍ଵର ନାୟକ ଗୁରୁଜୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ,ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ।