ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର : ଓମଟିଭି

ଓଡିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଚନ୍ଦ୍ରଶେଖରପୁର ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସନସାଇନ୍ ହସ୍ପିଟାଲ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଦୁଇ ଶହରୁ ଉର୍ଦ୍ଧ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଭେଷଜ ବିଭାଗର ଡାକ୍ତର ଡ ହୁସେନ୍ , ଇରୋଲୋଜି ବିଭାଗର ଡ ନିତା ବର୍ମା ଉପସ୍ଥିତ ରହି ଚିକିତ୍ସା କରିଥରଲେ ।

ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର : ଓମଟିଭି

ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର : ଓମଟିଭି

ଭୁବନେଶ୍ୱର,୨୧ା୮ ଓଡିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଚନ୍ଦ୍ରଶେଖରପୁର ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସନସାଇନ୍ ହସ୍ପିଟାଲ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଦୁଇ ଶହରୁ ଉର୍ଦ୍ଧ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଭେଷଜ ବିଭାଗର ଡାକ୍ତର ଡ ହୁସେନ୍ , ଇରୋଲୋଜି ବିଭାଗର ଡ ନିତା ବର୍ମା ଉପସ୍ଥିତ ରହି ଚିକିତ୍ସା କରିଥରଲେ । ଏଥିରେ ଲୋକମାନଙ୍କର ମଧୁମେହ, ରକ୍ତଚାପ ଓ ଇସିଜି ପରୀକ୍ଷା କରାଯାଇଥିଲା । ଟିମ୍‌ର ସମ୍ପାଦକ ଅନିରୁଦ୍ଧ ଲେଙ୍କାଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ଅତିଥି ଭାବେ ଉପଦେଷ୍ଠା ଆଇନଜୀବୀ ସମରେନ୍ଦ୍ର ସାହୁ, ପୂର୍ବତନ ସୈନିକ ଶ୍ରଦ୍ଧାନନ୍ଦ ଦାସ, ଭଗବାନ ଦାସ ପ୍ରମୁଖ ଯୋଗଦେଇ ଟିମ୍‌ର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସଭାପତି ରମାକାନ୍ତ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଟିମ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହେଯାଗ କରିଥିଲେ ।