Ommtv : KIMS Super Speciality offering Advanced Treatment on TB including Spine TB
March 24 is observed as World TB Day to raise public awareness to end world TB epidemic
: Spinal Tuberculosis (TB) constitutes a significant portion of overall TB cases in India. While the goal is eradication of the disease by 2025, KIMS Bhubaneswar has stepped up efforts to realize this objective with advanced care.
“We at KIMS Super Speciality Hospital are dealing with all types of spine surgery
cases like spinal degenerative, deformities, tumours and spinal infections. Any patient coming with spinal disorders is welcome as we are a leading hospital in the entire state,” said Senior Consultant and Orthopaedic and Spine Surgeon Dr Jitendra Kumar Rout on the occasion of World TB Day.
Dr Rout, who is also the secretary of Spine Society of Odisha, has performed numerous spine surgeries at KIMS Super Specialty Hospital, and is trained in advanced spine surgery from many reputed centres of India and abroad.
According to the World Health Organization (WHO), more than 2.20 lakh people in India alone died of the disease in 2020. An air borne disease, the Mycobacterium tuberculosis, (a bacteria) affects almost all organs in the human body and targets immune-compromised and malnourished individuals. The NTEP (National Tuberculosis Eradication Programme) has already set a target to eliminate the disease by 2025.
Dr Rout, a fellow in spine surgery from Sir Ganga Ram Hospital New Delhi, reminded of the vision of the Founder of KIIT-KISS Dr Achyuta Samanta, saying KIMS Super Speciality unit has made it possible to treat many rare and unique procedures in spine in Odisha. He said awareness on Spine TB is a must for all in the society.
Spinal tuberculosis, also known as Pott's Disease, is one of the common types of TB affecting the bones. It is diagnosed with skin or blood tests, tissue culture and imaging. Spinal TB comes with symptoms like fever, stiffness, back pain and muscle spasms. Spinal TB can cause neurological deficits, nerve root pain, and paralysis (neither leg can move).
The treatment includes anti TB therapy (ATT) medication and, sometimes surgery to treat spine damage. However, advancement in this field has helped patients immensely.
With the improvement of diagnostic technology and the application of surgical technique by trained spine surgeons spinal TB treatment has improved significantly. KIMS Super Speciality Hospital has got all the state-of-art instruments to deal with all complex spinal TB cases.
“Recently, the development of multidrug-resistant TB, frequency of infection in immune-deficient individuals, more accurate imaging modalities, and advances in spinal reconstruction techniques have all changed the management of Pott’s Disease,” Dr Rout said. He is trained from Malaya University, Malayasia and is an Executive Committee member of Association of Spine Surgeons of India.
ଯକ୍ଷ୍ମା ଓ ମେରୁଦଣ୍ଡ ଯକ୍ଷ୍ମା ରୋଗର ନିରାକରଣ ସମ୍ଭବ: କିମ୍ସ ବିଶେଷଜ୍ଞ
ମାର୍ଚ୍ଚ ୨୪: ‘ବିଶ୍ୱ ଯକ୍ଷ୍ମା ଦିବସ’
: ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମାରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର ନିରାକରଣ ‘ବିଶ୍ୱ ଯକ୍ଷ୍ମା ଦିବସ’ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ(ଏନ୍ଟିଇପି)ର ଲକ୍ଷ୍ୟ ହାସଲ ଦିଗରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ (କିମ୍ସ) କାର୍ଯ୍ୟ କରୁଛି । ଏଠାରେ ଯକ୍ଷ୍ମାର ବିଭିନ୍ନ ଚିକିତ୍ସା ସମେତ ଉନ୍ନତ ମେରୁଦଣ୍ଡ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରୁଛି । ହାଡ଼ ଜନିତ ଏବଂ ସ୍ନାୟୁଗତ ରୋଗକୁ ନେଇ ସମସ୍ୟା ଭୋଗୁଥିବା ରୋଗୀମାନଙ୍କ ଚିକିତ୍ସା ପାଇଁ କିମ୍ସ ସୁପର ସ୍ପେସିଆଲିଟି(କେସିସି) ସର୍ବଦା ପ୍ରସ୍ତୁତ । ମେରୁଦଣ୍ଡ ଯକ୍ଷ୍ମା ମଣିଷର ହାଡ଼କୁ ପ୍ରଭାବିତ କରିଥାଏ । ରୋଗୀମାନେ ମେରୁଦଣ୍ଡ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ମେରୁଦଣ୍ଡ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ଆଣ୍ଟି-ଟିବି-ଥେରାପି (ଏଟିଟି) କିମ୍ବା ଅସ୍ତ୍ରୋପଚାର ଦ୍ୱାରା ସମ୍ଭବ ହୋଇଥାଏ । କିମ୍ସ ସୁପର ସ୍ପେସିଆଲିଟିରେ ଏହାର ଚିକତ୍ସା ପାଇଁ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି ବୋଲି କିମ୍ସର ଅସ୍ଥିଶଲ୍ୟ ଏବଂ ସ୍ନାୟୁ ବିଶେଷଜ୍ଞ ତଥା ଓଡ଼ିଶା ସ୍ପାଇନ୍ ସୋସାଇଟିର ସମ୍ପାଦକ ଡା. ଜିତେନ୍ଦ୍ର କୁମାର ରାଉତ କହିଛନ୍ତି । ଓଡ଼ିଶା ଲୋକଙ୍କ ମଧ୍ୟରେ ମେରୁଦଣ୍ଡ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ପାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିମ୍ସ ସୁପର ସ୍ପେସିଆଲିଟିରେ ବିରଳ ରୋଗର ସଫଳ ଚିକିତ୍ସା କରାଯାଇପାରୁଛି ।
ଆଜି ବି ଆମ ଦେଶରେ ପ୍ରତିବର୍ଷ ଯକ୍ଷ୍ମା ରୋଗରେ ବହୁ ଲୋକଙ୍କ ପ୍ରାଣ ହାନି ଘଟୁଛି । ଏହା ଏକ ସଂକ୍ରାମକ ରୋଗ ଏବଂ ଏହା ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବୋକୁଲୋସିସ୍ ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ ବୋଲି ଡା. ରାଉତ କହିଛନ୍ତି । ସଂକ୍ରମିତ ବ୍ୟକ୍ତିର କାଶ, କଫ ଓ ଛିଙ୍କ ଆଦି ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପିଥାଏ । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ, ଏଚଆଇଭି ସଂକ୍ରମିତ, ଅତ୍ୟଧିକ ଧୂମପାନ କରୁଥିବା ଏବଂ ଅପପୁଷ୍ଟିର ଶିକାର ହୋଇଥିବା ଲୋକ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ । ଏହି ରୋଗ ମୁଖ୍ୟତଃ ଫୁସ୍
ଫୁସ୍
କୁ ସଂକ୍ରମିତ କରିଥାଏ । ଏହା ସହ ନଖ ଏବଂ ବାଳକୁ ଛାଡ଼ି ଶରୀରର ଲସିକାଗ୍ରନ୍ଥି, ହାଡ଼ ଓ ଗଣ୍ଠି, ଅନ୍ତ୍ରନଳୀ, ଯକୃତ, ହୃତପିଣ୍ଡ ଓ ଚର୍ମ ଆଦିକୁ ଆକ୍ରାନ୍ତ କରିଥାଏ । ବିଶେଷ କରି ମେରୁଦଣ୍ଡକୁ ଆକ୍ରାନ୍ତ କରିଥାଏ । ଠିକ୍
ସମୟରେ ଏହି ରୋଗକୁ ଚିହ୍ନଟ କରିବା ସହିତ ଚିକିତ୍ସା କରାଯାଇପାରିଲେ ରୋଗୀମାନେ ସାଧାରଣ ଜୀବନଯାପନ କରିପାରିବେ ବୋଲି ପ୍ରଫେସର ରାଉତ ପରାମର୍ଶ ଦେଇଛନ୍ତି ।
#kimshospital #KIIT #Kiss #AchyutaSamanta #TB #Ommtv #Omtv #Kalingacinearts #Bhubaneswar #Odisha #India