Dilishaa Behera from Odisha Crowned KIIT NanhiPari Little Miss India 2024 : Ommtv

Dilishaa Behera from Odisha Crowned KIIT NanhiPari Little Miss India 2024 : Ommtv

Dilishaa Behera from Odisha Crowned KIIT NanhiPari Little Miss India 2024 : Ommtv

Dilishaa Behera from Odisha Crowned KIIT NanhiPari Little Miss India 2024 : Ommtv

 

Prize money for KIIT Nanhipari 2025 will be increased to Rs 10 lakh, Rs 7 lakh, and Rs 5 lakh respectively 

Bhubaneswar, Dec 23: Dilishaa Behera from home state Odisha has been crowned as KIIT NanhiPari Little Miss India 2024 at a glittering show held at the KIIT campus here this evening. She was crowned in the presence of Femina Miss India World 2024 Nikita Porwal; 1st Runner-up Rekha Pandey and 2nd Runner-up Aayushi Dholakia.The KIIT NanhiPari winner takes home the crown and prizes worth Rs 21 lakh, including cash prize of Rs 3 lakh. Besides, the winner gets a 100 percent fee waiver at KIIT if she wishes to pursue her higher studies at the University.Style, talent, intelligence, elegance, and compassion defined the teenage sensations as they took the ramp at the 24th edition of the beauty pageant. Twenty-three participants between 13-15 years were shortlisted for the semi-final from regional auditions held across the country.In the Grand Finale, Hemanya Burhagohain of Arunachal Pradesh was crowned as the first runner and Esha Dangi from Madhya Pradesh was adjudged as the 2nd runner-up. They received a cash award of Rs 1 lakh and Rs. 50,000 respectively, along with other gifts and substantial fee waivers for their studies at KIIT.Dr. Achyuta Samanta, Chief Patron of KIIT Nanhipari and Founder of KIIT and KISS; Malay Mohapatra, Patron along with the other guests, crowned the winners. Dr Samanta announced that the prize money for Nanhipari 2025 would be increased to Rs 10 lakh, Rs 7 lakh, and Rs 5 lakh respectively.Many other titles were decided in the final round. Miss Rapunzel title was won by Dewan Khushnuma Touhid (Meghalay), while Miss Selfie title went to Hiyashree Paliwal (Rajasthan). Reshmi Ghosh (Tripura) was coroneted as Miss Active, and Yashashree Sagarika (Odisha) bagged the Miss Urvashi title. Kasish Chandel (Himachal Pradesh) was the winner of the Miss Monalisa title, while Nidhi R Gowda (Karnataka) won the Miss Photogenic title. Hemanya Burhagohain (Arunachal Pradesh) won the Miss Personality title as well. Navya Kumawat (Rajasthan) won the Miss Fashion title. The Miss Cindrella title was won by Sudeshna Gurung (Sikkim), while the Miss Wizkid title went to Dilishaa Behera (Odisha), who also took the winner crown home.

ଓଡ଼ିଶାର ଦିଲିଶା ବେହେରା କିଟ୍ ନହ୍ନିପରୀ ୨୦୨୪, ୨୦୨୫ରୁ ପୁରସ୍କାର ରାଶି ୧୦ଲକ୍ଷ, ୭ ଲକ୍ଷ ଓ ୫ ଲକ୍ଷକୁ ବୃଦ୍ଧି : Ommtv

ଭୁବନେଶ୍ୱର, ୨୩ ।୧୨: ଓଡ଼ିଶାର ଦିଲିଶା ବେହେରା କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୪ର ଫାଇନାଲ୍ ତଥା ମେଗା ରାଉଣ୍ଡ ସୋମବାର ଶେଷ ହୋଇଛି । ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଦିଲିଶା ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି । ସେମିଫାଇନାଲ୍‌କୁ ୨୩ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଅରୁଣାଚଳ ପ୍ରଦେଶର ହେମାନ୍ୟ ବୁରଗାହେନ୍‍ ପ୍ରଥମ ଉପବିଜେତା ହୋଇଥିôବା ବେଳେ ମଧ୍ୟ ପ୍ରଦେଶର ଇଶା ଡାଙ୍ଗୀ ଦ୍ୱିତୀୟ ଉପବିଜେତା ହୋଇଥିଲେ। ଏହି ଦୁଇ ଉପବିଜେତାଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଫାଇନାଲ୍ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା । ଏହି ଅବସରରେ କିଟ୍‍ ନହ୍ନିପରୀ ମୁଖ୍ୟ ପୃଷ୍ଠପୋଷକ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ୨୦୨୫ ନହ୍ନିପରୀ ପୁରସ୍କାର ରାଶି ଯଥାକ୍ରମେ ୧୦ଲକ୍ଷ, ୭ ଲକ୍ଷ ଓ ୫ ଲକ୍ଷକୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଥିଲେ । ଫାଇନାଲ୍‍ ରାଉଣ୍ଡରେ ଫେମିନା ମିସ୍‍ ଇଣ୍ଡିଆ ୱାର୍ଲ୍ଡ ୨୦୨୪ ନିକିତା ପରୱାଲ୍‍, ଫେମିନା ମିସ୍‍ ଇଣ୍ଡିଆ ୨୦୨୪ ପ୍ରଥମ ଉପବିଜେତା ରେଖା ପାଣ୍ଡେ ଏବଂ ଫେମିନା ମିସ୍‍ ଇଣ୍ଡିଆ ୨୦୨୪ ଦ୍ୱିତୀୟ ଉପବିଜେତା ଆୟୁଷୀ ଢ଼ୋଲକିଆ ଜୁରୀ ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାର ୧୦ଟି ବିଭିନ୍ନ ବିଭାଗ ଯଥା ମିସ୍ ରାପୁଞ୍ଜେଲ୍ (ସୁନ୍ଦର କେଶ) ପାଇଁ ମେଘାଳୟର ଦିୱାନ ଖୁସ୍‍ୱା, ଲିଟିଲ୍ ମିସ୍ ଫଟୋଜେନିକ ପାଇଁ କର୍ଣ୍ଣାଟକର ଆର୍‍ ଗୌଡ଼, ଲିଟିଲ୍ ମିସ୍ ସେଲ୍‌ଫି ପାଇଁ (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌) ରାଜସ୍ଥାନର ହିୟାଶ୍ରୀ ପାଲିବଲ୍‍, ଲିଟିଲ୍ ମିସ୍ ମୋନାଲିସା ହିମାଚଳ ପ୍ରଦେଶର କସିସ୍‍ ଚାଣ୍ଡେଲ୍‍, ଲିଟିଲ୍ ମିସ୍ ଉଇଜ୍‌କିଡ୍ (କୁଇଜ୍‌ରେ ସର୍ବାଧିକ ନମ୍ବର) ଓଡ଼ିଶାର ଦିଲିସା ବେହେରା, ମିସ୍ ସିଣ୍ଡ୍ରେଲା (ଶ୍ରେଷ୍ଠ ବ୍ୟକ୍ତିତ୍ୱ) ସିକିମ୍‍ର ସୁଦେଷ୍ଣା ଗୁରୁଙ୍ଗ, ମିସ୍ ଉର୍ବଶୀ (ଶ୍ରେଷ୍ଠ ଜ୍ଞାନର ଅଧିକାରିଣୀ) ଓଡ଼ିଶାର ୟଶଶ୍ରୀ ସାଗରିକା, ମିସ୍‍ ପର୍ସନାଲିଟି ଅରୁଣାଚଳ ପ୍ରଦେଶର ହେମାନ୍ୟ, ମିସ୍‍ ଫେସନ ରାଜସ୍ଥାନର ନାଭ୍ୟା କୁମାବତ ଏବଂ ମିସ୍ ଆକ୍ଟିଭ୍ ପାଇଁ ତ୍ରିପୁରାରେ ରେଶ୍ମି ଘୋଷ ପୁରସ୍କୃତ ହୋଇଥିଲେ । ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ନଗଦ ଅର୍ଥରାଶି, ମୁକୁଟ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏଥର ମୋଟ ୪୧ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା । ସେଥିରୁ ଟାଇଟଲ୍ ବିଜୟିନୀଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ଯେ କୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶତ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୧୮ ଲକ୍ଷ ଟଙ୍କା, ୩ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ମୋଟ୨୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ପ୍ରଥମ ରନର୍ସ ଅପ୍‌ଙ୍କୁ ସମୁଦାୟ ପୁରସ୍କାର ରାଶି ୧୦ ଲକ୍ଷ ଥିବା ବେଳେ ୧ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ଏବଂ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ କରାଯିବ । ଦ୍ୱିତୀୟ ରନର୍ସଅପ୍‌କୁ ୫୦ହଜାର ଟଙ୍କା ଓ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ର ବ୍ୟବସ୍ଥା ରହିଛି । ଅନ୍ୟାନ୍ୟ ବର୍ଗରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନହ୍ନିପରୀ ପ୍ରତିଷ୍ଠାତା ମଳୟ ମହାପାତ୍ର, ନହ୍ନିପରୀ କୋର କମିଟି ସଦସ୍ୟା ଡ. ଶ୍ରଦ୍ଧାଞ୍ଜଳି ନାୟକ ଓ ସୋମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।