OMM TV Ekamra dance festival inaugurated

Ekamra dance festival

OMM TV Ekamra dance festival inaugurated
OMM TV ଏକାମ୍ର ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ
:ସାଂସ୍କୃତିକ ଅନୁଷ୍ଠାନ ସୁରଭି ପକ୍ଷରୁ ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି ୨୧ତମ ଏକାମ୍ର ନୃତ୍ୟ ମହୋତ୍ସବ ୨୦୨୩। ଆଜି ଏହାର ଉଦ୍‌ଘାଟନି ଉତ୍ସବରେ ଗୁରୁ ଅରୁଣା ମହାନ୍ତି, ଗୁରୁ ରତିକାନ୍ତ ମହାପାତ୍ର, ଗୁରୁ ପିତାମ୍ବର ବିଶ୍ବାଳ, ପ୍ରକାଶ ଦାସ ଏବଂ ପ୍ରବୋଦ ରଥ ଅତିଥିଭାବରେ ଯୋଗଦେଇଥିଲେ। ୪ଦିନିଆଁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାରେ ଏସୁ କ୍ଲାସିକାଲ ବ୍ୟାଣ୍ଡ ପକ୍ଷରୁ ପ୍ରକାଶଚନ୍ଦ୍ର ମହାପାତ୍ରଙ୍କ ସଂଗୀତ ନିର୍ଦେଶନାରେ ୧୦ ଜଣିଆ ଏକ ଦଳ ତିନିଟି ପୃଥକ ପୃଥକ ସଂଗୀତ ପରିବେଷଣକରିଥିଲେ। ଆଗାମି ଦିନ ଗୁଡ଼ିକରେ ରାଜ୍ୟର ବହୁ ପ୍ରତିଷ୍ଠିତ କଳାକାରମାନଙ୍କୁ ନେଇ ସାଂସ୍କୃତିକ ସଂଧ୍ୟାର ଆସର ଜମିବବୋଲି ଆୟୋଜକ ଅନୁଷ୍ଠାନ ପକ୍ଷରୁ ପ୍ରକାଶପାଇଛି। #Ommtv #Omtv #nrutya #musiclover #music #india #Odisha #NBPC #musically #musicalatina

OMM TV Ekamra dance festival inaugurated
: On behalf of the cultural organization Suravi, today at Guru Kelucharan Mohapatra Odisha Research Center, the 16th Ekamra Dance Festival 2019 has been organized. Guru Aruna Mohanty, Guru Ratikanta Mohapatra, Guru Pitambar Biswal, Prakash Das and Prabod Rath attended the inauguration ceremony today. On the first evening of this 3 days cultural program, under the music direction of Prakash Chandra Mahapatra on behalf of ASU Classical Band, a group of 4 members performed three separate songs. In the coming days, the cultural evening of the famous artists of the state has been published by the organizer organization. #Ommtv #Omtv #nrutya #musiclover #music #india #Odisha #NBPC #musically #musicalatina