KIIT Student Trishna Ray Crowned Miss Teen Universe 2024 in South Africa Odisha’s Pride Triumphs on the Global Stage :Ommtv  

KIIT Student Trishna Ray Crowned Miss Teen Universe 2024 in South Africa Odisha’s Pride Triumphs on the Global Stage :Ommtv  

KIIT Student Trishna Ray Crowned Miss Teen Universe 2024 in South Africa  Odisha’s Pride Triumphs on the Global Stage :Ommtv   

KIIT Student Trishna Ray Crowned Miss Teen Universe 2024 in South Africa

Odisha’s Pride Triumphs on the Global Stage :Ommtv

 

Bhubaneswar: KIIT-DU is celebrating a proud moment as Trishna Ray, a student from the KIIT School of Fashion Technology, has been crowned Miss Teen Universe 2024.The pageant held in South Africa from November 1st to 9th, saw contestants from around the globe vying for the title, with Trishna emerging as the shining star.Daughter of Colonel Dillip Kumar Ray and Mrs. Rajashree Ray, Trishna’s journey to the crown exemplifies dedication and resilience. Although she faced setbacks in previous years, missing the competitions in Colombia and the Dominican Republic due to visa issues, Trishna’s passion and commitment never wavered. Her win is a testament to her perseverance, making both Odisha and India immensely proud.Dr Achyuta Samanta, Founder, KIIT and KISS has congratulated Trishna for her accomplishment.

କିଟ୍‍ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟଙ୍କୁ ମିସ୍‍ ଟିନ୍‍ ୟୁନିଭର୍‍ସ ମୁକୁଟ

ବିଶ୍ୱସ୍ତରରେ ଓଡ଼ିଶାର ଗୌରବ

ଭୁବନେଶ୍ୱର, ୧୧ ।୧୧: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍‍ ବିଶ୍ୱବିଦ୍ୟାଳୟ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟ ବିଜୟୀ ହୋଇ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ଟାଇଟଲ୍‍ ହାସଲ କରିଛନ୍ତି ।  କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ର ଛାତ୍ରୀ ତ୍ରିଷ୍ଣା ଏହି ଟାଇଟଲ୍‍ ହାସଲ କରି କିଟ୍‍ ତଥା ଓଡ଼ିଶା ଓ ଭାରତକୁ ଗୌରବ ଆଣି ଦେଇଛନ୍ତି। ନଭେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। କର୍ଣ୍ଣେଲ୍‍ ଦିଲ୍ଲୀପ କୁମାର ରାୟ ଏବଂ ରାଜଶ୍ରୀଙ୍କ ଝିଅ ତ୍ରିଷ୍ଣା ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରୟାସ କରିଆସୁଥିଲେ। ତାଙ୍କର ଭିସା ସମସ୍ୟା ଯୋଗୁଁ ସେ ଗତବର୍ଷ କଲମ୍ବିଆ ଓ ଡ଼ୋମିନିକାନ୍‍ ରିପବ୍ଲିକ୍‍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନ ଥିଲେ । ତାଙ୍କର କଠିନ ଅଧ୍ୟବସାୟ ଓ ନିଷ୍ଠା ପାଇଁ ସେ ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛନ୍ତି। ତ୍ରିଷ୍ଣାଙ୍କ ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।