କାର୍ତିକ ପୂର୍ଣ୍ଣିମା ମହୋତ୍ସବ ୨୦୨୪ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗୀତାରେ ପଞ୍ଚିକରଣ କରିଥିବାରୁ ଧନ୍ୟବାଦ

କାର୍ତିକ ପୂର୍ଣ୍ଣିମା ମହୋତ୍ସବ ୨୦୨୪ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗୀତାରେ ପଞ୍ଚିକରଣ କରିଥିବାରୁ ଧନ୍ୟବାଦ

କାର୍ତିକ ପୂର୍ଣ୍ଣିମା ମହୋତ୍ସବ ୨୦୨୪  ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗୀତାରେ ପଞ୍ଚିକରଣ କରିଥିବାରୁ ଧନ୍ୟବାଦ

କାର୍ତିକ ପୂର୍ଣ୍ଣିମା ମହୋତ୍ସବ ୨୦୨୪  -  ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗୀତାରେ ପଞ୍ଚିକରଣ କରିଥିବାରୁ ଧନ୍ୟବାଦ

ଭୁବନେଶ୍ବର, ମଞ୍ଚେଶ୍ବର, ରଙ୍ଗମାଟିଆ ଗ୍ରାମ ମା’ବାସୁଳେଇ ଯୁବକ ସଂଘ ପକ୍ଷରୁ ଆୟୋଜିତ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ କାର୍ତିକ ପୂର୍ଣ୍ଣିମା ମହୋତ୍ସବ ୨୦୨୪ରେ ଆପଣଙ୍କୁ ସ୍ବାଗତ କରୁଛି କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍।

ଚିତ୍ରାଙ୍କନ ପାଇଁ ନୀମୟ……

  • ଏହି କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ପାଇଁ ନାମ ପଞ୍ଚିକରଣ କରିଛନ୍ତି ସେମାନଙ୍କୁ ଆସନ୍ତା ୧୫/୧୧/୨୦୨୪ ତାରିଖ ସକାଳ ୯.୩୦ରୁ ୧୦ ଘଣ୍ଟିକା ମଧ୍ୟରେ ରଙ୍ଗମାଟିଆ ସ୍କୁଲ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ।
  • ଆୟୋଜକ ଅନୁଷ୍ଠାନ ପକ୍ଷରୁ କେବଳ ଆପଣଙ୍କୁ ଚିତ୍ରାଙ୍କନପାଇଁ କାଗଜ (ଡ଼୍ରଇଁ ସିଟ୍ ) ପ୍ରଦାନ କରାଯିବ। ତେଣୁ ପ୍ରତିଯୋଗୀ ନିଜ ସହିତ ପିଇବା ପାଣି, ପେନସିଲ୍, ରବର ଓ ରଙ୍ଗ ଆଣିବେ।
  • ପ୍ରତିଯୋଗୀ ନିଜ ଇଚ୍ଛାରେ ଯେକୌଣସି ଏକ ସୁନ୍ଦର ଚିତ୍ର ଆଙ୍କି ତାହାକୁ ରଙ୍ଗ ଭରିବେ।
  • ୧୦ ଟାରୁ ୧୧ ପର୍ଯ୍ୟନ୍ତ ଏକ ଘଣ୍ଟାଧରି ଚିତ୍ରାଙ୍କନ ପ୍ରତିଯୋଗୀତା ଚାଲିବ।
  • ଏହି ସମୟରେ ଅଭିଭାବକ କେନ୍ଦ୍ର ଭିତରକୁ ପ୍ରବେଶ ବାରଣ ରହିବ।
  • ଚିତ୍ରାଙ୍କନରେ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ସେହିଦିନ ସଂଧ୍ୟା କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯିବ। ତେଣୁ ସଂଧ୍ୟା କାର୍ଯ୍ୟକ୍ରମରେ ଉପସ୍ଥିତରହି ନିଜ ନିଜର ପୁରସ୍କାର ଗ୍ରହଣ କରିବେ।

ନୃତ୍ୟ ପାଇଁ ନୀୟମ……

  • ଏହି କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀମାନେ ନୃତ୍ୟ ପାଇଁ ନାମ ପଞ୍ଚିକରଣ କରିଛନ୍ତି ସେମାନଙ୍କୁ ଆସନ୍ତା ୧୫/୧୧/୨୦୨୪ ତାରିଖ ସଂଧ୍ୟା ୫.୩୦ ରୁ ୬ ଘଣ୍ଟିକା ମଧ୍ୟରେ ରଙ୍ଗମାଟିଆ ସ୍କୁଲ ପରିସର ମଞ୍ଚ ନିକଟରେ ପହଞ୍ଚିବାକୁ ପଡ଼ିବ।
  • ଯେଉଁ ଗୀତରେ ଛାତ୍ରଛାତ୍ରୀ ନୃତ୍ୟ କରିବେ ତାହାକୁ ପୂର୍ବରୁ ପ୍ରଦାନ କରିଥିଲେ ମଧ୍ୟ ସେଠାରେ ଆୟୋଜକ ପରିଚାଳନା କମିଟି ସହ କଥାହୋଇ ଆଉଥରେ ଗୀତ ଦେଇ ପରୀକ୍ଷା କରିନେବେ।
  • ଛାତ୍ରଛାତ୍ରୀ ନୃତ୍ୟ ପାଇଁ ଉପଯୁକ୍ତ ମେକ୍ଅପ୍ ହୋଇ ନିଜ ନୃତ୍ୟ ମୁତାବକ ପୋଷାକ ପିରିଧାନ କରି ଆସିବେ।
  • ନୃତ୍ୟ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ଅତିଥିମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯିବ। ତେଣୁ ମଞ୍ଚ ନିକଟରେ ଉପସ୍ଥିତରହି ନିଜ ପୁରସ୍କାର ନିଜେ ଗ୍ରହଣ କରିନେବେ ।
  • ପ୍ରତିଯୋଗୀ ଗ୍ରୁପ୍, ଦୁଇ ଜଣିଆ କିମ୍ବା ଏକୁଟିଆ ନୃତ୍ୟ ମଧ୍ୟ କରିପାରିବେ।

 

ନାମ ପଞ୍ଜିକରଣ ଦେୟ ମୁକ୍ତ ଅଟେ… ଅଧିକ ବିବରଣୀପାଇଁ 9439177630 ରେ ଅୟୋଜକ ପରିଚାଳନା କମିଟିର ନିର୍ଦେଶକ ତଥା କୋରିଓଗ୍ରାଫର ବିଦ୍ୟାଧର ବାରିକ (ମଧୁ)ଙ୍କୁ ଯୋଗାଯୋଗ କରିପାରିବେ।

karthik purnima festival 2024
Thank you for participating in the drawing and dancing contest.


Kalinga Cine Arts Foundation welcomes you to the Kartik Purnima Mahotsav 2024, a children's talent program organized by Maa Basulei Yuva Sangha of Rangamatia, Mancheswar and Bhubaneswar. 
The painting.....
The students who have registered for this program will have to reach the Rangamatia School Examination Center within 9.30 am on 15/11/2024.
Only the drawing sheet will be provided to you by the host institution. The contestants will bring drinking water, pencils, rubber and colours with them. 
The contestants will draw a beautiful picture of their choice and fill it with color.
The painting competition will run for one hour from 10 am to 11 pm.
During this time, entry into the guardianship center will be prohibited. 
Prizes to all the winners will be given away on the same day. Therefore, they will receive their awards in the evening.

The dance.....
The students who have registered for the program will have to reach the stage of Rangamatia School premises between 5.30 pm and 6pm on 15/11/2024.
• The song in which the students will dance has already been given, but there the organizers will talk to the management committee and test the song again.
The students will be dressed in appropriate costumes for the dance.
Prizes will be given to all the students on stage. Therefore, he will be present on the stage to receive his award.
Competitors can dance in groups, two-person or solo. 

For details, contact Bidyadhar Barik (Madhu), director and choreographer 9439177630.