୨୩ରେ ସୋ ଆମ୍ ଆଇ ଫାଉଣ୍ଡେସନ ପକ୍ଷରୁ ‘ସମର୍ପଣ ୨୦୨୪’ : Ommtv News12 

୨୩ରେ ସୋ ଆମ୍ ଆଇ ଫାଉଣ୍ଡେସନ ପକ୍ଷରୁ ‘ସମର୍ପଣ ୨୦୨୪’ : Ommtv News12 

୨୩ରେ ସୋ ଆମ୍ ଆଇ ଫାଉଣ୍ଡେସନ ପକ୍ଷରୁ ‘ସମର୍ପଣ ୨୦୨୪’ : Ommtv News12 

୨୩ରେ ସୋ ଆମ୍ ଆଇ ଫାଉଣ୍ଡେସନ ପକ୍ଷରୁ ‘ସମର୍ପଣ ୨୦୨୪’ : Ommtv News12 

BBSR: ସୋ ଆମ୍ ଆଇ ଫାଉଣ୍ଡେସନ ୫ ବର୍ଷ ପ୍ରତିଷ୍ଠା ଅବସରରେ ବାର୍ଷିକ ଇଭେଣ୍ଟ ସମର୍ପଣ ଆସନ୍ତା ୨୩ ଅଗଷ୍ଟ ୨୦୧୪ ରେଳବାଇ ଅଡିଟୋରିୟମ ଭୁବନେଶ୍ୱରରେ ପାଳନ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସହଯୋଗରେ ହାରମୋନି ଫର୍ ହ୍ୟୁମାନିଟି ନାମକ ଏକ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମ୍ୟୁଜିକାଲ୍ ସନ୍ଧ୍ୟାରେ ଷ୍ଟାଣ୍ଡ ଅପ୍ କମେଡିଆନ୍ ପପୁ ପମ୍ ପମ୍ ସହିତ ଗାୟକମାନେ ଯୋଗଦେବେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଦ୍ୱାରା ରଚିତ ଲୋକପ୍ରିୟ ସଂଗୀତ ମାନ ପ୍ରଦର୍ଶିତ ହେବ ଏବଂ ଗାୟକ ନିଶାଦ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ କଣ୍ଠ ଦାନ କରିବେ। ସାଇ ଶ୍ରୀ, ସାଇ ଭୂଷଣ, ସାଇ ସହାୟ ନାମକ ସାଇ ପୁରସ୍କାର ସହିତ ମାନବିକତା ପାଇଁ ସେବା କରିଥିବା ବ୍ୟକ୍ତି ଏବଂ ସଂଗଠନକୁ ସମ୍ମାନିତ କରାଯିବ।