OMM TV Request to read carefully once.

Madhuji

OMM TV Request to read carefully once.
OMM TV ଗୋଟିଏ ଥର ମନଦେଇ ପଢିବାକୁ ଅନୁରୋଧ।
ମାଆ ଗର୍ଭରୁ ସଂସାରକୁ ଆସିବା ପାଇଁ ମାତୃଗର୍ଭରେ ୯ ମାସ ରହି ଅପେକ୍ଷା କରୁଛେ।
ଚାଲିବା ପାଇଁ ଦୁଇ ବର୍ଷ,ସ୍କୁଲରେ ପ୍ରବେଶପାଇଁ ତିନିବର୍ଷ,ଭୋଟଦେବା ପାଇଁ ୧୮ ବର୍ଷ,ଚାକିରି କରିବାକୁ ୨୨ ବର୍ଷ,ବିବାହ କରିବାକୁ ୨୫-୩୦ ବର୍ଷ,ଏହିପରି ଅନେକ ମଉକା ପାଇଁ ଆମେ ଅପେକ୍ଷା କରିଥାଉ....
*କିନ୍ତୁ......*
ଗାଡି ଓଭରଟେକ୍ କଲାବେଳେ ୩୦ ସେକେଣ୍ଡ୍ ବି ଅପେକ୍ଷା କରିପାରୁନା..ଯଦି ଦୁର୍ଘଟଣା ହୋଇ ନ ମରି ଆଘାତ ପାଇ କୌଣସି ମତେ ବଂଚିଯାଉ ତ ତାହାକୁ ରିକୋଭରି କରିବା ପାଇଁ ମେଡିକାଲ୍ ରେ କେତେ ଘଣ୍ଟା କେତେ ଦିନ କେତେ ମାସ ବା କେତେ ବର୍ଷ ଲଗାଇଦେଇ ଥାଉ....କିଛି ସେକେଣ୍ଡ ର ତରବର କେତେ ବଡ ପରିଣାମ ଆଣିଦେଇପାରେ... ?ଯିବା ଲୋକ ଚାଲିଯିବେ କିନ୍ତୁ ପଛରେ ରହିଥିବା ଲୋକମାନଂକର କ'ଣ ହେବ...?ଏହା ଉପରେ କ'ଣ କେବେ ବିଚାର କରିପାରୁଛେ?ଆଉ ସବୁବେଳେ ଭାଗ୍ଯ ବା ନିୟତି କୁ ଦୋଷ ଦେଉଛେ।
ଏଣୁ
ବନ୍ଧୁ!
ଠିକ୍ ରାସ୍ତାରେ ଠିକ୍ ବେଗରେ ଗାଡିକୁ ନିଜ ନିୟନ୍ତ୍ରଣରେ ରଖି ଟ୍ରାଫିକ୍ ନିୟମକୁ ମାନି ଗାଡି ଚଲାନ୍ତୁ ଆଉ ସୁରକ୍ଷିତରେ ନିଜ ଲକ୍ଷସ୍ଥଳରେ ପହଂଚନ୍ତୁ....
ଆପଣଙ୍କ ନୀରିହ ପରିବାର ଆପଣଙ୍କୁ ଅପେକ୍ଷା କରିଛି...
*ଆପଣ ସାରା ଦୁନିଆ ପାଇଁ ଜଣେ ବ୍ୟକ୍ତି ହୋଇପାରନ୍ତି କିନ୍ତୁ ଆପଣଂକ ପରିବାର ପାଇଁ ଆପଣ ହିଁ ସାରା ଦୁନିଆ*
।। ଆମେ ବଦଳିଲେ ଯୁଗ ବଦଳିବ। ଆମେ ସୁଧୁରିଲେ ଯୁଗ ସୁଧୁରିବ।। ଆପଣଙ୍କର ପ୍ରବକ୍ତା ମଧୁ ଭାଇ