ଦଳଡ଼ିଆଁ ନେତା ବନାମ ଭକୁଆ ଭୋଟର : ମଧୁର ବାଣୀ : Ommtv Round The Clock

ଦଳଡ଼ିଆଁ ନେତା ବନାମ ଭକୁଆ ଭୋଟର : ମଧୁର ବାଣୀ

ଦଳଡ଼ିଆଁ ନେତା ବନାମ ଭକୁଆ ଭୋଟର : ମଧୁର ବାଣୀ : Ommtv Round The Clock

ଦଳଡ଼ିଆଁ ନେତା ବନାମ ଭକୁଆ ଭୋଟର : ମଧୁର ବାଣୀ

ଆରମ୍ଭ ହୋଇଯାଇଛି ନିର୍ବାଚନ ମହୋତ୍ସବ। ଯାହାନେଇ ଟିକେଟ୍ ପାଇବା ପାଇଁ ପ୍ରାଣପଣେ ଚେଷ୍ଟା କରି ହଜାର ହଜାର ଆଶାୟୀ ପାର୍ଥୀମାନଙ୍କ ମଧ୍ୟରୁ ହାତଗଣତି କେଇଟା ବଛାବଛା ପ୍ରାର୍ଥୀ ପାଇଛନ୍ତି ବିଭିନ୍ନ ଦଳ ତରଫରୁ ଟିକେଟ୍। କିଏ ବିଧାନସଭା ତ’ପୁଣି କିଏ ଲୋକସଭା ଟିକେଟ ପାଇ ବର୍ତମାନ ରଣ ଭୂମିକୁ ଉହ୍ଲାଇଛନ୍ତି ଯୁଦ୍ଧପାଇଁ। ଏହି ସମୟରେ ଯିଏ ଟିକେଟ ପାଇଗଲା ତା’ର ନାଲେ ନାଲ। ହେଲେ ଯିଏ ଆଶା କରି ନିରାଶାର ସ୍ବାଦ ପାଇଲା ସିଏ ଅନ୍ୟ ଦଳକୁ ଡ଼ିଆଁ ମାରିଲା। ଏପରି ପରିସ୍ଥିତି କେବଳ ଓଡ଼ିଶାର ଶାସକ ଦଳ ବିଜେଡ଼ିରେ ଦେଖାଯାଇ ନାହିଁ। ବରଂ ବିପକ୍ଷ ଦଳ ବିଜେପି ଓ କଂଗ୍ରେସରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କୁ ମା’ ଭଉଣୀ ଗାଳିଦେଇ ସମାଲୋଚନା କରୁଥିବା ନେତା ଓ ନେତ୍ରୀ ମଧ୍ୟ ନିଜ ଦଳ ଠାରୁ ସୁଫଳ ନପାଇ ବର୍ତମାନ ନବୀନ ମୁହାଁ ହୋଇଛନ୍ତି। ସେହିଭଳି ‌ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି ବିଜେଡ଼ିରୁ ମଧ୍ୟ ଭଲ ପାହିଆ ନପାଇଁ ବର୍ତମାନ ଶହ ଶହ ବିଜେଡ଼ି ନେତା ବିଜେପି ମୁହାଁ ହୋଇଛନ୍ତି। ଏପରି ପରିସ୍ଥିତିରେ କେବଳ ଦେଖିବାକୁ ଗଲେ ଦଳଡ଼ିଆଁ ନେତା ମାନଙ୍କ ପାଇଁ ହନ୍ତ ସନ୍ତ ହେଉଛନ୍ତି କର୍ମୀମାନେ। କର୍ମୀମାନେ କେଉଁଆଡ଼େ ଯିବେ ତାହା ଜାଣିପାରୁ ନାହାଁନ୍ତି। ଯାହାକୁ ନେଇ ବର୍ତମାନ ଚାରିଆଡ଼େ ଗୋଟିଏ ହାୱା ଏବଂ ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଦଳଡ଼ିଆଁ ନେତା ବନାମ ଭକୁଆ ଭୋଟର’।  

ଭୋଟର କାହାକୁ ଭ‌ୋଟ ଦେବେ ତାହାନେଇ ବର୍ତମାନ ରାଜ୍ୟର ସ୍ଥିତିରେ ଅଡ଼ୁଆ ହୋଇପଡ଼ିଛନ୍ତି। ସେମାନ‌େ ଜାଣିପାରୁ ନାହାଁନ୍ତି ବିଜେଡ଼ି ନା ବିଜେପି ନା କଗ୍ରେଂସ ନା ଆଉ କୋଉ ଅନ୍ୟାନ ଦଳକୁ ଭୋଟ ଦେବେ। ଦେଖିବାକୁ ଗଲେ ପ୍ରାୟ ଜନମ ବିଜେଡ଼ି ପାଇଁ ଉଧିଷ୍ଟ ହୋଇରହିଛି। ରୁଲିଂ ପାର୍ଟି ବୋଲି ସମସ୍ତଙ୍କ ମନରେ ‌ଟିକେ ନବୀନବାବୁଙ୍କ ପ୍ରତି ପ୍ରିତି ରହିଛି। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଓଡ଼ିଶା ଭଳିଆ ରାଜ୍ୟରେ ସମସ୍ତେ ନବୀନ ମୁହାଁ କିନ୍ତୁ ଦେଖପାଇଁ ସମସ୍ତେ ମୋଦୀ ମୁହାଁ। ସାଜିଛନ୍ତି। ତେଣୁ ବିଧାସଭା ଆସନ ଶଙ୍ଖ ଓ ଲୋକସଭା ଆସନରେ ପଦ୍ମ ଫୁଟାଇବା ପାଇଁ ପ୍ରୟାସ କରିବେ ବୋଲି ମନସ୍ତ କରିଛନ୍ତି। ତେବେ ନେତାମନେ ମଧ୍ୟ ଭୋଟ ପାଇଁ ନୋଟ ଦେବା କ‌ୌଶଳ ଆପଣାଇବା ଆରମ୍ଭ କଲେଣି। ଯେନେ ତେନେ ଲୋକଙ୍କୁ ଭକୁଆ ବନେଇବାକୁ ବର୍ତମାନ ରିତିମତ ହାତଯୋଗୀ ପାଦତଳେ ପଡ଼ି ଭଲ ଅଭିନୟକରିବାରେ ଉସ୍ତାଦ ହୋଇଛନ୍ତି ନେତା। ଯେଉଁମାନଙ୍କ ଚାଲ ମଧ୍ୟ ଭଲଭାବରେ ବୁଝିପାରିଛନ୍ତି ଜନତା। ତେଣୁ ଚଳିତ ବର୍ଷ ଭୋଟ ହେବ ସରଗରମ ବୋଲି ଏକ ପ୍ରକାର ଗବେଷଣାରୁ ଜଣାପଡ଼ିଛି। ଲୋକମାନେ ମୋଦୀଙ୍କୁ ପ୍ରଧାନ ଓ ନବୀନଙ୍କୁ ରାଜ୍ୟର ମୁଖିଆ କରିବାପାଇଁ ପଣ କରିଛନ୍ତି। ଏଣୁ ଓମଟିଭି ରାଉଣ୍ଡ ଦ କ୍ଲକ୍ ପକ୍ଷରୁ ଲେଖିବାକୁ ପଡ଼ିଲା ସଂପାଦକିୟ ସ୍ତମ୍ବ ମଧୁର ବାଣୀ ଦେହକୁ ନେବେନି ଟାଣି (ବିଦ୍ୟାଧର ବାରିକ)  

Party Leader Vs Bhukua Voter: Madhura Bani : Ommtv Round The Clock

The election festival has started। As a result, he tried hard to get tickets and selected a handful of thousands of aspirants, got tickets from various parties। Who has got the assembly and who has got the Lok Sabha ticket and has raised the current field for war। At this time, whoever got the ticket, his name was red। If anyone who expected to taste disappointment, CE attacked the other team। Such a situation has not been seen only in Odisha's ruling party Bijedi। Rather, it has been seen in the opposition parties BJP and Congress। Leaders and leaders who criticize the state government by insulting the mother’ sister have also turned to Naveen without getting any benefit from their party। Similarly, in many cases, it has been seen that hundreds of BJD leaders have faced BJP for not being good from BJD। In such a situation, the workers are the only ones who are worried about the leaders। Workers do not know where to go। About which there is a wind all around now and one thing on everyone's face is ‘ party leader vs. Bhukua voter’।  

The state of the state is currently in dire straits due to who the voters will vote for। They do not know whether BJD will vote for BJP or Congress or Koo will vote for other parties। Almost all births are meant for victory। Everyone has a little love for Naveen Babu as a ruling party। On the other hand, in a state like Odisha, everyone is facing Naveen, but everyone is Modi's face। Signed। Therefore, he has decided that he will make efforts to boil Padma in Vidhasava seat Shankh and Lok Sabha seat। However, the leaders have also started adopting the technique of issuing notes for voting। In order to make people hungry, the leader has now fallen at the feet of Rithimat Hatyogi and mastered to perform well। The people who have understood their progress well। Therefore, a kind of research shows that voting will be active this year। People have decided to make Modi the chief and Naveen the head of the state। So the editorial column had to be written by OmmTV Round The Clock without taking the Madhura Bani  (Bidadhar Barik)