Priyadarshi understood the problems of the residents of Budhbihar  : Ommtv Round The Clock

Priyadarshi understood the problems of the residents of Budhbihar  : Ommtv Round The Clock

Priyadarshi understood the problems of the residents of Budhbihar  : Ommtv Round The Clock

Priyadarshi understood the problems of the residents of Budhbihar  : Ommtv Round The Clock


Chandrashekharpur, 14/7 : Former MLA and BJP leader Priyadarshi Mishra today reached the project premises and discussed with all the residents present in order to understand the various problems of the local slum dwellers located in the Budhbihar government housing project in Chandrashekharpur and to solve their problems. . The slum dwellers who have got their homes in the buildings and living there with their families also discussed the various problems they face in the daily commute. The previous government had patiently listened to the intense discontent of the slum dwellers over the way they hastily built small houses inside the buildings despite the huge plots and how the slum dwellers who are currently living in the transit houses would get immediate housing in the next phase of the project. He discussed the matter with the departmental officials and promised to take appropriate action. Taking the complaints of the present residents very seriously that the said building built by the developers appointed by the previous government is of very low quality, he expressed to take legal action in this regard. He also promised to take appropriate measures to address the problem of drinking water and uninterrupted power supply instead of frequent power cuts. After receiving the news that some people have died in the project due to the dengue problem that has arisen there during the current rainy season, he expressed deep sorrow and discussed with the officials of the Bhubaneswar Metropolitan Corporation to keep all the roads under the project clean and remove the garbage on time. He also promised that the last government's 24-year rule has come to an end and now it is the people's government. Mr. Mishra assured the government to take appropriate steps during the address to resolve the problems of the slum dwellers in particular. Similarly, Priadharthi Mishra was in all the happiness and sorrows of the slum dwellers in the past and also gave his speech that he will be with the slum dwellers in the future as well.

ବୁଧବିହାର ବାସିନ୍ଦାଙ୍କ ସମସ୍ୟା ବୁଝିଲେ ପ୍ରିୟଦର୍ଶୀ  : Ommtv Round The Clock

ଚନ୍ଦ୍ରଶେଖରପୁର, ୧୪/୭ : ଚନ୍ଦ୍ରଶେଖରପୁର ଅନ୍ତର୍ଗତ ବୁଧବିହାରସ୍ଥିତ ସରକାରୀ ଖୁଦ୍ର ଆବାସିକ ପ୍ରକଳ୍ପ ମଧ୍ୟରେ ଅବସ୍ଥାପିତ ହୋଇଥିବା ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା ବୁଝିବା ସହିତ ତାର ଆଶୁ ସମାଧାନ ନିମନ୍ତେ ଆଜି ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ସେହି ପ୍ରକଳ୍ପ ପରିସରରେ ପହଂଚି ଉପସ୍ଥିତ ଥିବା ସମସ୍ତ ଅଧିବାସୀ ମାନଙ୍କ ସହିତ ଆଲୋଚନା କରିଛନ୍ତି. ଯେଉଁ ବସ୍ତି ବାସିନ୍ଦା ମାନେ ସେହି ଅଟାଳିକା ମଧ୍ୟରେ ଘର ପାଇଛନ୍ତି ଏବଂ ସେଠାରେ ନିଜ ନିଜ ପରିବାର ସହିତ ରହିବା ଓ ଦୈନଦିନ ଚଳ ପ୍ରଚଳ ମଧ୍ୟରେ ସନ୍ନମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରିଥିଲେ. ପୂର୍ବ ସରକାର ତରବରିଆ ଭାବରେ ଯେଉଁ ଭଳି ଭାବରେ ବଡ଼ ବଡ଼ ଜାଗା ଥାଇ ମଧ୍ୟ ଅଟାଳିକା ମଧ୍ୟରେ ଛୋଟ ଘର କରି ବସ୍ତି ବାସିନ୍ଦାକୁ ଯୋଗାଇ ଦେଇଛନ୍ତି ସେଥିପାଇଁ ସେଠାକାର ଅଧିବାସୀ ମାନଙ୍କର ପ୍ରବଳ ଅସନ୍ତୋଷକୁ ଧର୍ଯ୍ୟର ସହ ଶୁଣିଥିଲେ ଏବଂ ଯେଉଁ ବସ୍ତି ବାସିନ୍ଦା ମାନେ ବର୍ତ୍ତମାନ ସୁଦ୍ଧା ଟ୍ରାଂଜିଟ ହାଉସରେ ରହୁଛନ୍ତି ସେମାନେ କିପରି ପରବର୍ତ୍ତୀ ପର୍ଯାୟରେ ସେହି ପ୍ରକଳ୍ପ ମଧ୍ୟରେ ଘର ତୁରନ୍ତ ପାଇବେ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ବିହିତ ପଦକ୍ଷପ ନେବା ନିମନ୍ତେ ସଦୟ ପ୍ରତିଶୃତି ପ୍ରଦାନ କରିଥିଲେ. ପୂର୍ବ ସରକାରଙ୍କ ଦ୍ୱାରା ନିଯୁକ୍ତ ଠିକାଦାର ମାନଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଉକ୍ତ ଅଟାଳିକା ଅତ୍ୟନ୍ତ ନିମ୍ନ ମାନର ବୋଲି ଉପସ୍ଥିତ ଅଧିବାସୀ ମାନଙ୍କ ଅଭିଯୋଗକୁ ଅତ୍ୟନ୍ତ ଗୁରୁତର ସହ ପ୍ରିୟଦର୍ଶୀ ନେବା ସହିତ ସେ ସମ୍ପର୍କରେ ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପ୍ରକାଶ କରିଥିଲେ. ପାନୀୟ ଜଳର ସମସ୍ୟା ତଥା ବାରମ୍ବାର ବିଜୁଳି କଟିବା ପରିବର୍ତ୍ତେ ଅନବରତ ବିଜୁଳି ଯୋଗାଣ ନିମନ୍ତେ ମଧ୍ୟ ବିହିତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ. ଚଳିତ ବର୍ଷା ଋତୁରେ ସେଠାରେ ଉପୁଜିଥିବା ଡେଙ୍ଗୁ ସମସ୍ୟା ଏବଂ ସେଥି ନିମନ୍ତେ ସେହି ପ୍ରକଳ୍ପରେ ମଧ୍ୟରେ କିଛି ବ୍ୟକ୍ତିଙ୍କର ମୃତ୍ୟୁ ବରଣ ହୋଇଥିବ ଖବର ପାଇଲା ପରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ଏବଂ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ରାସ୍ତାକୁ ସଫାସୁତୁରା ରଖିବା ଓ ଠିକ ସମୟରେ ଅଳିଆ ଉଠିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ତୁରନ୍ତ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ମଧ୍ୟ ପ୍ରତିଶୃତି ପ୍ରଦାନ କରିଥିଲେ.ଗତ ସରକାରଙ୍କ ଚବିଶ ବର୍ଷ କୁଶାସନର ଅନ୍ତ ଘଟିଛି ବର୍ତ୍ତମାନ ଲୋକମାନଙ୍କ ସରକାର. ବିଶେଷ କରି ବସ୍ତି ବାସିନ୍ଦାଙ୍କ ସମସ୍ୟାର ଆଶୁ ସମାଧାନ ନିମନ୍ତେ ସରକାର ଉଚିତ ପଦକ୍ଷପ ଠିକଣା ସମୟରେ ଗ୍ରହଣ କରିବା ନିମନ୍ତେ ଶ୍ରୀ ମିଶ୍ର ପ୍ରତିଶୃତି ମଧ୍ୟ୍ୟ ପ୍ରଦାନ କରିଥିଲେ. ସେହିପରି ପୂର୍ବରୁ ବସ୍ତି ବାସିନ୍ଦାଙ୍କ ସମସ୍ତ ସୁଖ ଓ ଦୁଃଖରେ ପ୍ରିୟଦର୍ଶୀ ମିଶ୍ର ଥିଲେ ଏବଂ ଭବିଷ୍ୟତରେ ମଧ୍ୟ ବସ୍ତି ବାସିନ୍ଦାଙ୍କ ସହିତ ରହିବେ ବୋଲି ମଧ୍ୟ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ.