ଆମ ଓଡିଶା ସମ୍ବାଦ : Ommtv Round The Clock

ଆମ ଓଡିଶା ସମ୍ବାଦ : Ommtv Round The Clock

ଆମ ଓଡିଶା ସମ୍ବାଦ : Ommtv Round The Clock

ଆମ ଓଡିଶା ସମ୍ବାଦ : Ommtv Round The Clock

( ହିନ୍ଦୋଳ ରତିକାନ୍ତ ଗଡନାୟକ) : ଆମ ଓଡିଶା ସମ୍ବାଦ ପ୍ରତିନିଧି ବିଶ୍ଵେଶ୍ଵର ସେଠି ଙ୍କ ଉଦ୍ୟମ ରେ ହିନ୍ଦୋଳ ଏନ୍ଏସି ୫ ନମ୍ବର୍ ୱାର୍ଡ ସ୍ଥିତ ଶରଧାପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ କେଶବ ପ୍ରଧାନ ସମ୍ମାନିତ ଅତିଥି ଭାବେ କାଉନସିଲର ତୃପ୍ତିମୟୀ ବେହେରା ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶରଧାପୁର କ୍ଲବ୍ ସଭ୍ୟ ମାନଙ୍କ ସକ୍ରିୟ ସହଯୋଗ ରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏହି ଶିବିରରେ ୪୧ ଜଣ ରକ୍ତଦାତା ଜୀବନଦାତା ରକ୍ତଦାନ କରିଥିଲେ। ପ୍ରଥମ କରି ଏହି ୱାର୍ଡ ରେ ଶିବିର ଆୟୋଜନ ହୋଇଥିବାରୁ ରକ୍ତଦାତା ମାନଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।