ଜନତା ରାଜ ହାଇସ୍କୁଲ ରେ ମାଟ୍ରିକ୍ ପରୀକ୍ଷା ରେ A-1 : Ommtv Round The Clock

ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଦୁଦୁରକୋଟ ସ୍ଥିତ ଜନତା ରାଜ ହାଇସ୍କୁଲ ରେ ମାଟ୍ରିକ୍ ପରୀକ୍ଷା ରେ A-1 ଗ୍ରେଡ ରେ କୃତକାର୍ଯ୍ୟ ହୋଇଥିବା ଦୁଇ ଛାତ୍ର ଓ ଛାତ୍ରୀ ଜଗଦୀଶ ପଟ୍ଟନାୟକ ଓ ଲୁସି ସାହୁ ଙ୍କୁ ମୋ ସ୍କୁଲ୍ ଅଭିଯାନ ପକ୍ଷରୁ ଅନୁଷ୍ଠାନିକ ଭାବେ ଏକ ଉତ୍ସବ ରେ ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପୂର୍ବତନ ଝୁନୁ ପଣ୍ଡା, ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ୍ ତୁଷାରକାନ୍ତ ମିଶ୍ର, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଫାୟାର ହାବିଲଦାର ସୁଧାକର ସାମଲ। ଶିକ୍ଷୟତ୍ରି ବେଲେରିକା ଧିର ,ଜମ୍ବେଶ୍ଵର ସାହୁ, ଗାୟତ୍ରୀ ପଟ୍ଟନାୟକ,ସୋନାଲି ଚୌଧୁରୀ ପ୍ରମୂଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉଜଳ ଭବିଷ୍ୟତ ପାଇଁ ଶିକ୍ଷା ଅପରିହାର୍ଯ୍ୟ ବୋଲି କହିଥିଲେ। ଦୁଇ ଛାତ୍ରଛାତ୍ରୀ ଙ୍କୁ ଅତିଥି ସୁଧାକର ସାମଲ, ହରିହର ନାଥ, ଝୁନୂ ପଣ୍ଡା, ବେଲେରିକା ଧିର ପ୍ରମୂଖ ୧୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ପୁରସ୍କୃତ କରିଥିଲେ। ସର୍ବଶେଷରେ କ୍ଷୀରୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।