ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ:Ommtv
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ:Ommtv
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ:Ommtv

ଯଶିପୁର:ଜାମ୍ମୁ କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀମାନଙ୍କ ସାଧାରଣ ନିର୍ଦ୍ଦେଷ ପର୍ଯ୍ୟଟକ ଆକ୍ରମଣରେ ମାନେ ପ୍ରାଣ ହରାଇଥିବା ଏବଂ ସେହି ଘଟଣାରେ ପାକିସ୍ଥାନ ଲିଙ୍କ ନେଇ ମୟୂରଭଞ୍ଜ ଯଶିପୁର ମୁଖ୍ୟ ବଜାରରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଶେହେବାଗ୍ ସରିଫଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ତତସହିତ ପାକିସ୍ତାନୀ ପତାକାକୁ ମଧ୍ୟ ଲୋକେ ପୋଡି ଦେଇଛନ୍ତି। ଆତଙ୍କବାଦ ଖ ଖତମ କର, ଭାରତମାତା କୀ ଜୟ ସ୍ଲୋଗାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯଶିପୁର ମଣ୍ଡଳ, ଶିମିଳିପାଳ ମଣ୍ଡଳର ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ପଶୁପତି ମିଶ୍ର, ବିପିନ ମହାନ୍ତ, ନରେନ୍ଦ୍ର ସାହୁ, କାଳୀଚରଣ ରଣ ନାଏକ, ରଣଜିତ ପ୍ରସାଦ, ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ମୂର୍ମୁ, ଲକ୍ଷ୍ମୀ ନାୟକ, ରେବନ୍ତ ମହାନ୍ତ, ଧର୍ମେନ୍ଦ୍ର ରାମ, ଗୋପୀ ବାଲମୁଚୁ, ଚନ୍ଦନ ମହାନ୍ତ, ରାଜୁ ରାମ୍, ଦେବେନ ଦେ ବାରିକ, ଚକ୍ରଧର ମହାନ୍ତ, ସନ୍ତୋଷ ସିଂ, ଅଜିତ୍ ସାହୁ, ପ୍ରଶାନ୍ତ ମହାନ୍ତି, ଭୁବନ ପାତ୍ର, ଯଶିପୁର ଅଞ୍ଚଳର ସମାଜସେବୀ ଜୀବନ ରାମ, ଅରବିନ୍ଦ ସାହୁ, ରାଜେଶ ରାମ, ପିଣ୍ଡୁ ମହାନ୍ତ, ଟୁଟୁ ସାହୁ, ଆଶିଷ ପ୍ରସାଦ ଦିଲୀପ ସାହୁ ସମେତ ଅନ୍ୟ କେତେକ ବିଜେପି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
ମୟୂରଭଂଜ ଯଶିପୁରରୁ ନୀହାର ରଂଜନ ମହାନ୍ତ ଓମ୍ ଟିଭି
