Ommtv: Sesame Tarpan and Blood Donation on 3rd Shraddha Anniversary of Prominent Freedom Fighter Padmashri Bhavani Charan Patnaik

Sesame Tarpan and Blood Donation on 3rd Shraddha Anniversary of Prominent Freedom Fighter Padmashri Bhavani Charan Patnaik

Ommtv: Sesame Tarpan and Blood Donation on 3rd Shraddha Anniversary of Prominent Freedom Fighter Padmashri Bhavani Charan Patnaik

Ommtv :Sesame Tarpan and Blood Donation on 3rd Shraddha Anniversary of Prominent Freedom Fighter Padmashri Bhavani Charan Patnaik

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତିଳ ତର୍ପଣ ଓ ରକ୍ତଦାନ
ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପଦ୍ମଶ୍ରୀ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିନ୍ଦୁ ସାଗର ରେ ତିଳ ତର୍ପଣ ଓ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ସୋଭନୀୟ ଆନ୍ଦୋଳନ ର ଅଧ୍ୟକ୍ଷା ଅରୁନ୍ଧତୀ ଦେବୀ,ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ,କଳିଙ୍ଗ ଐତିହ ସୁରକ୍ଷା ମଞ୍ଚ ସମ୍ପାଦକ ଚିତ ରଞ୍ଜନ ମହାନ୍ତି,ଯୁବ ଗବେଷକ ଡଃ ସ୍ୱୟଂ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଗୁନୁ ଆଚାର୍ଯ୍ୟ,ବିକ୍ରମ ନାୟକ,ମନସ୍ଵିନୀ ପରିଡ଼ା,ନିରଞ୍ଜନ ପଟ୍ଟନାୟକ,ରତ୍ନାକର ସାହୁ, ଭାଗ୍ୟଶ୍ରୀ ରାଉତ ଏବଂ ହର ପ୍ରସାଦ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ। #Ommtv #Omtv #Odisha #NBPC #Kalingacinearts #Bhabanisankarpattnaik