ଭୁବନେଶ୍ୱରରେ ସାଇ ଭକ୍ତ ସମ୍ମିଳନୀ : Ommtv

ଭୁବନେଶ୍ୱରରେ ସାଇ ଭକ୍ତ ସମ୍ମିଳନୀ

ଭୁବନେଶ୍ୱରରେ ସାଇ ଭକ୍ତ ସମ୍ମିଳନୀ : Ommtv

ଭୁବନେଶ୍ୱରରେ ସାଇ ଭକ୍ତ ସମ୍ମିଳନୀ : Ommtv

ଭୁବନେଶ୍ୱର,୫।୩ : ଭୁବନେଶ୍ୱର ଗୋଠପଟଣା ଠାରେ ଏକ ସାଇ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ବରିଷ୍ଠ ସାଇ ଭକ୍ତ ବାବା ପବିତ୍ର ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଥମେ
ଶିରିଡ଼ି ସାଇ ବାବାଙ୍କ ଆଳତି କରାଯାଇ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ଵାରା ପୂଜା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି
ଭାବେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନକରି ଶିରିଡ଼ି ସାଇ
ବାବାଙ୍କର ଭକ୍ତ ମାନଙ୍କ ପ୍ରତି ଦୟା ସ୍ନେହ ଓ ଶ୍ରଦ୍ଧାର ରୁଦ୍ଧିମନ୍ତ ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ। ମନୁଷ୍ୟ
ପୂର୍ଣ୍ଣତାରୁ ଶୂନ୍ୟତା ଆଡକୁ ଅଗ୍ରସର ହେଲେ ଦିବ୍ୟ ସଂଗତି ଲାଭ କରିବ ବୋଲି କହିଥିଲେ। ସମ୍ମାନୀତ ଅତିଥି
ଭାବେ ସମ୍ ହସ୍ପିଟାଲର ଡ଼ଃ ଆରୋଲିପି ଶିରିଡ଼ି ସାଇଙ୍କୁ ଯୁଗ ପୁରୁଷ ଭାବେ ବର୍ଣ୍ଣନା କରିଥିଲେ। ଅନ୍ୟତମ
ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ସାଇ ଜରା ନିବାସର ମ୍ୟାନେଜିଙ୍ଗ ଟ୍ରଷ୍ଟି ବିଜୟ କୁମାର ପାତ୍ର ସାଇ
ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାଇ ସେବକ ମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ।
ବର୍ତ୍ତମାନ ଓଡ଼ିଶାର ୪୦୦ସାଇ ମନ୍ଦିର ନିର୍ମାଣ ଓ ରାଜ୍ୟ ସ୍ତରରେ ସାଇ ସମ୍ମିଳନୀ, ସାଇ କଥାର ପ୍ରଚାର ପ୍ରସାର
ପାଇଁ ସାମୁହିକ ଚଭାଡି ଶୋଭାଯାତ୍ରାରେ ସାଇ ଭକ୍ତଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି। ବରିଷ୍ଠ
ସାଇ ଭକ୍ତ ଶଶାଙ୍କ ଶେଖର ସାହୁ ଏବଂ କୁଳମଣି ରାଉତ ସାଇଙ୍କର ବିଭିନ୍ନ ଲୀଳା ଉପର ଆଲୋଚନା
କରିଥିଲେ। ସାଇ ପରିବାରର ଆଦିତ୍ୟ ପାଢ଼ୀ, ଜ୍ଞାନେନ୍ଦ୍ର ସେନାପତି, ହରିହର ସାମଲ, ମନୋରଞ୍ଜନ ସାହୁ
ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବହୁ ସାଇ ସେବକ ଯୋଗଦେଇ ନିଜର ଅନୁଭୂତିକୁ ପ୍ରକାଶ କରି ସମସ୍ତଙ୍କୁ
ଭାବ ବିହୋଳ କହିଥିଲେ। ଶେଷରେ ଶ୍ରୀମତୀ ଲଷ୍ମୀପ୍ରିୟା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

A Sai Devotee Conference has been held at Gothapatna, Bhubaneswar.
First in this conference presided over by senior Sai devotee Baba Shalvi Mohan Samal
Shirdi Sai Baba was worshiped by Brahmin Pandit. Chief guest in it
Bhubaneswar MP Mrs. Aparajita Shadangi attended and lit the lamp
Rudhimanta described Baba's compassion towards his devotees as symbols of love and devotion. Man
He said that if one proceeds from fullness to emptiness one will gain divine association. Honorable guest
Sam Hospital's Dr. Arolipi Shiridi described Sai as a man of the ages. One of the
Senior lawyer and Managing Trustee of Sai Jara Residence Vijay Kumar Pare Sai was the guest
Bhuyasi praised the Sai servants who played a major role in the movement.
Now in Odisha 400 Sai Temples are being built and Sai Conferences are being held at the state level, Sai Katha is being propagated
Mass Chavadi processions have created a new possibility among Sai devotees. Senior
Sai Devotee Sasha's Shekhar Sahu and And Kulamani Raut Sai's various songs discussed above
did. Aditya Padhi of Sai family, Jnendra Kapatapan, Harihar Samal, Anwaran Sahu
Majors were present. Many Sai Servants attended and shared their experiences with everyone
He said thoughtfully. Finally Mrs. Lashmipriya Pradhan thanked everyone.