PEDICRITICON 2022 Concludes at KIIT Campus; Call forOpening Pediatric ICUsAcross Govt, Pvt & Medical Colleges in India : Ommtv

PEDICRITICON 2022 Concludes at KIIT Campus; Call forOpening Pediatric ICUsAcross Govt, Pvt & Medical Colleges in India : Ommtv

PEDICRITICON 2022 Concludes at KIIT Campus; Call forOpening Pediatric ICUsAcross Govt, Pvt & Medical Colleges in India : Ommtv

PEDICRITICON 2022 Concludes at KIIT Campus; Call forOpening Pediatric ICUsAcross Govt, Pvt & Medical Colleges in India : Ommtv

 

Bhubaneswar, Dec 18: The 24th National Conference of the Indian Academy of Pediatrics (IAP) Intensive ‘PEDICRITICON 2022’concluded at the KIIT Campus on Sunday. It was attended by pediatricians from across the country and abroad with a call for establishing pediatric ICUs in all government, private hospitals, and medical colleges across the country.The conference was organised by the IAP - Intensive Care Chapter Odisha Branch in association with IAP Odisha and assumed significance for Odisha as it was held for the first time in Eastern India and Bhubaneswar.The event gave the pediatricians in the State a unique opportunity to interact with renowned pediatric doctors from different parts of India and outside, get exposure to the scientific advancements made in the field and upgrade their knowledge to offer advanced treatments to the patient in Odisha. It also aimed at inspiring doctors and developing interest in the subject.IAP President-elect Dr GV Basavaraj stressed the efforts of all stakeholders for provisions of pediatric ICUs in all private, government hospitals and various medical colleges across the nation.The Founder of KIIT-KISS Dr. Achyuta Samanta, in his address, compared doctors with the Almighty and pointed out that as pediatricians treat the future generations, KISS, a unit of KIIT offering education and care to tribal students free of cost, also takes care of the neglected kids and makes them self-reliant and future-ready through education.He expressed his gratitude to the pediatricians who attended the conference. Dr Samanta added that KIIT University is thankful to IAP for choosing the beautiful KIIT campus as the conference venue during the University’s Silver Jubilee Year.The theme of this year’s conference was “rationale, reachable and reasonable, said well-known pediatrician Dr Sibabrata Patnaik.  Explaining in detail, he said the meet sought knowledge upgradation of doctors for rational treatment and make all stakeholders including the government aware of the importance of having pediatric ICUs at the district level for quick and better treatment. The other objective was to make treatment affordable for the benefit of all classes of society.He said that the awareness about critical care treatment in the field of pediatrics in Odisha is still less as compared to other states and therefore this conference.” We need to raise the level of awareness among our doctors about intensive care treatment, which is difficult compared to general pediatrics. This conference was aimed at realizing this objective,” he said.About 30 international faculties attended the conference. They represented Harvard University; Kings College, London; Children’s Hospital of Philadelphia among others. Pediatricians from countries such as the Netherlands, from middle East, Indonesia, Nepal, New Zealand attended the event while doctors from Canada gave online lectures. 

କିଟରେ ପେଡିକ୍ରିଟିକନ୍‍ -୨୦୨୨ ଉଦ୍‍ଯାପିତ
ସମସ୍ତ ହସ୍ପିଟାଲ୍‍ ଓ ମେଡିକାଲ୍‍ କଲେଜରେ ଶିଶୁରୋଗ ଆଇସିୟୁ ଖୋଲିବାକୁ ଆହ୍ୱାନ
ଭୁବନେଶ୍ୱର, ୧୯ ।୧୨: କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଇଣ୍ଡିଆନ୍‍ ଏକାଡେମୀ ଅଫ୍‍ ପେଡିଆଟ୍ରିକ୍‍ସ (ଆଇଏଏପି) ଇଣ୍ଟେନ୍‍ସିଭ୍‍ର ୨୪ତମ ଜାତୀୟ ସମ୍ମିଳନୀ ପେଡିକ୍ରିଟିକନ୍‍-୨୦୨୨ ରବିବାର ଉଦ୍‍ଯାପିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ଦେଶ ଓ ବିଦେଶର ଶିଶୁରୋଗ ବିଶେଷଜ୍ଞମାନେ ସମସ୍ତ ସରକାରୀ, ଘରୋଇ ଓ ମେଡିକାଲ୍‍ କଲେଜଗୁଡ଼ିକରେ ଶିଶୁରୋଗ ଆଇସିୟୁ ଖୋଲିବାକୁ ଆହ୍ୱାନ ଦେଇଥିଲେ। ଆଇଏଏପି ଓ କିମ୍‍ସ ସହଯୋଗରେ ଆୟୋଜିତ ଆଇଏଏପି-ଇଣ୍ଟେନ୍‍ସିଭ୍‍ କେୟାର ଓଡ଼ିଶା ଚାପ୍ଟର ଦ୍ୱାରା ପ୍ରଥମ ଥର ପାଇଁ ପୂର୍ବ ଭାରତ ତଥା ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଓଡ଼ିଶାର ଶିଶୁରୋଗ ବିଶେଷଜ୍ଞମାନେ ଭାରତ ଓ ବିଭିନ୍ନ ଦେଶରୁ ଯୋଗ ଦେଇଥିବା ବିଶିଷ୍ଟ ଓ ଅଭିଜ୍ଞ ଶିଶୁରୋଗ ବିଶେଷଜ୍ଞଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ। ଏଥି ସହ ସେମାନେ ଶିଶୁରୋଗ ଚିକିତ୍ସା କ୍ଷେତ୍ରରେ ହୋଇଥିବା ବୈଜ୍ଞାନିକ ବିକାଶ ସମ୍ପର୍କରେ ଜାଣିବାକୁ ପାଇଥିଲେ, ଯାହାକି ସେମାନଙ୍କୁ ଓଡ଼ିଶାରେ ଶିଶୁରୋଗ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳର ବିନିଯୋଗ କରିବାରେ ସହାୟକ ହେବ। ଦେଶର ସମସ୍ତ ସରକାରୀ, ଘରୋଇ ହସ୍ପିଟାଲ୍‍ ସମେତ ସମସ୍ତ ମେଡିକାଲ୍‍ କଲେଜରେ ଶିଶୁରୋଗ ଆଇସିୟୁ ଖୋଲିବା ନିମନ୍ତେ ଉଭୟ ସରକାରୀ ଓ ଘରୋଇସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଆଇଏଏପିର ନବ ନବନିର୍ବାଚିତ ସଭାପତି ଡା. ଜି ଭି ବାସବରାଜ କହିଥିଲେ। ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରଙ୍କୁ ଭଗବାନ ଭାବେ ଅବିହିତ କରିଥିଲେ। ଏହି ଅବସରରେ ସେ କହିଥିଲେ, ଶିଶୁରୋଗ ବିଶେଷଜ୍ଞମାନେ ଭବିଷ୍ୟତ ପୀଢ଼ିର ଚିକିତ୍ସା କରୁଥିବା ବେଳେ ଆମେ କିସରେ  ଜନଜାତି ଓ ସମାଜର ଅବହେଳିତ ଶିଶୁମାନଙ୍କର ଯତ୍ନ ନେବା ସହ ସେମାନଙ୍କୁ ଶିକ୍ଷା ମାଧ୍ୟମରେ ସଶକ୍ତ କରାଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଉଛୁ। କିଟ୍‍ର ରୌପ୍ୟ ଜୟନ୍ତୀ ପରିପେକ୍ଷୀରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଶ୍ରୀ ସାମନ୍ତ ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ଶିଶୁରୋଗ ବିଶେଜ୍ଞଙ୍କୁ ଧନ୍ୟବାଦ ଜଣାଇଥିଲେ। ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ସମସ୍ତଙ୍କ ପାଇଁ ପହଞ୍ଚ ଓ ସୁଲଭ ରଖାଯାଇଥିଲା। ସମ୍ମିଳନୀ ସମ୍ପର୍କରେ ସୂଚନା ପ୍ରଦାନ କରି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା. ଶିବବ୍ରତ ପଟ୍ଟନାୟକ କହିଥିଲେ, ଶିଶୁରୋଗର ଅଧିକ ଉନ୍ନତ ମାନର ଚିକିତ୍ସା ନିମନ୍ତେ ଶିଶୁରୋଗ ବିଶେଷଜ୍ଞଙ୍କୁ  ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ପରିଚିତ କରାଇବା ଏବଂ ଶିଶୁରୋଗୀଙ୍କ ତ୍ୱରିତ ଓ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାସ୍ତରରେ ଶିଶୁରୋଗ ଆଇସିୟୁର ଗୁରୁତ୍ୱ ଦେଇ ସରକାରୀ ଓ ଘରୋଇ ହସ୍ପିଟାଲ ଓ ମେଡିକାଲ୍‍ କଲେଜ କର୍ତ୍ତୃପକ୍ଷଙ୍କୁ ସଚେତନ କରାଇବା ହେଉଛି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହା ଛଡ଼ା ସମାଜର ସବୁବର୍ଗର ଲୋକଙ୍କୁ ସୁହାଇଲା ଭଳି କିଭଳି ସୁଲଭ ମୂଲ୍ୟରେ ଚିକିତ୍ସା ପ୍ରଦାନ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା ବୋଲି ସେ କହିଛନ୍ତି। ସମ୍ମିଳନୀରେ ହାଭାର୍ଡ ବିଶ୍ୱବିଦ୍ୟାଳୟ, ଲଣ୍ଡନର କିଙ୍ଗସ୍‍ କଲେଜ, ଫିଲାଡେଲଫିଆର ଶିଶୁ ଡାକ୍ତରଖାନା ସମେତ ନେଦରଲ୍ୟାଣ୍ଡ, ମଧ୍ୟପ୍ରାଚ୍ୟ, ଇଣ୍ଡୋନେସିଆ, ନେପାଳ, ନିଉଜିଲାଣ୍ଡ କାନାଡା ଆଦି ଦେଶରୁ ୩୦ରୁ ଊର୍ଦ୍ଧ୍ୱ ଫାକଲ୍‍ଟି ଓ ଶିଶୁ ରୋଗ ବିଶେଷଜ୍ଞ ଯୋଗ ଦେଇଥିଲେ।