ମାଇକ୍ରୋ କମ୍ପୋଷ୍ଟ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ : Ommtv

ମାଇକ୍ରୋ କମ୍ପୋଷ୍ଟ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ : Ommtv

ମାଇକ୍ରୋ କମ୍ପୋଷ୍ଟ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ : Ommtv

ମାଇକ୍ରୋ କମ୍ପୋଷ୍ଟ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ : Ommtv
ଭୁବନେଶ୍ୱର,୧୯ା୧୨ ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓାର୍ଡରେ ଥିବା
ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ
କରାଯାଇଛି । ପ୍ରୟାସ ସିଙ୍ଗଲ ଓିଣ୍ଡୋ ଓ ସେଣ୍ଟର ଫର୍ ଆଡଭୋକେସୀ ଏବଂ ରିସର୍ଚ୍ଚ
ସଂସ୍ଥାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
ଭାବେ କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ କିଟ୍ ଗୁଡିକ ବଣ୍ଟନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପ୍ରସନ୍ନ କୁମାର ସାହୁ, ସ୍ୱେଚ୍ଚାସେବୀ ସଙ୍ଗଠନର
କର୍ମକର୍ତ୍ତା, ସାନିଟାରୀ ଇନ୍ସପେକ୍ଟର, ସ୍ୱଚ୍ଛସାଥୀ ଓ ସୁପରଭାଇଜର ମାନେ ଉପସ୍ଥିତ
ଥିଲେ ।