ଯଶିପୁର ବିଡ଼ିଓଙ୍କର  ବଦଳି ପ୍ରତ୍ୟାହାର ଦାବିରେ ଧାରଣା : ଓମଟିଭି

ମୟୁରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ପରିସରରେ ଯଶିପୁର ବିଡ଼ିଓଙ୍କର ବଦଳି ପ୍ରତ୍ୟାହାର ଦାବିରେ ପଞ୍ଚାୟତ  ପ୍ରତିନିଧିମାନଙ୍କର ଧାରଣା ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ ଯଶିପୁର ବିଡ଼ିଓ ହୃଦାନନ୍ଦ ଅଢାଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ଯଶିପୁର ବ୍ଲକ ପରିସରରେ  

ଯଶିପୁର ବିଡ଼ିଓଙ୍କର  ବଦଳି ପ୍ରତ୍ୟାହାର ଦାବିରେ ଧାରଣା : ଓମଟିଭି

ଯଶିପୁର ବିଡ଼ିଓଙ୍କର  ବଦଳି ପ୍ରତ୍ୟାହାର ଦାବିରେ ଧାରଣା : ଓମଟିଭି

(ରିପୋର୍ଟ: ଯଶିପୁରରୁ ନିହାର ରଞ୍ଜନ ମହାନ୍ତ)

ମୟୁରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ପରିସରରେ ଯଶିପୁର ବିଡ଼ିଓଙ୍କର ବଦଳି ପ୍ରତ୍ୟାହାର ଦାବିରେ ପଞ୍ଚାୟତ  ପ୍ରତିନିଧିମାନଙ୍କର ଧାରଣା ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ ଯଶିପୁର ବିଡ଼ିଓ ହୃଦାନନ୍ଦ ଅଢାଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ଯଶିପୁର ବ୍ଲକ ପରିସରରେ  ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟମାନେ ବିଡିଓଙ୍କର ବଦଳି  ପ୍ରତ୍ୟାହାର ଦାବିରେ ଗାନ୍ଧୀଜୀଙ୍କର ଫୋଟଚିତ୍ର ପାଖରେ ଶାନ୍ତି
ପୂର୍ଣ୍ଣ ଭାବରେ ଧାରଣା ଦେଇଥିଲେ।ଏ ବଦଳି ପ୍ରତ୍ୟାହାର କରା ନ ଗଲେ    ଆଗକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ   ବସିବେ ବୋଲି ପଞ୍ଚାୟତର ପ୍ରତିନିଧିମାନେ
କହିଛନ୍ତି।