ଜୀବନ ଜାଗୃତି ୱେଥଫେୟାର ଟ୍ରଷ୍ଟ ବାର୍ଷିକ ଉତ୍ସବ : Ommtv

ଜୀବନ ଜାଗୃତି ୱେଥଫେୟାର ଟ୍ରଷ୍ଟ ବାର୍ଷିକ ଉତ୍ସବ : Ommtv

ଜୀବନ ଜାଗୃତି ୱେଥଫେୟାର ଟ୍ରଷ୍ଟ ବାର୍ଷିକ ଉତ୍ସବ : Ommtv

ଜୀବନ ଜାଗୃତି ୱେଥଫେୟାର ଟ୍ରଷ୍ଟ ବାର୍ଷିକ ଉତ୍ସବ : Ommtv

: ନାଲକ‌ୋଛକସ୍ଥିତ ଆରଏମଆରସି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ଜୀବନ ଜାଗୃତି ୱେଥପେୟାର ଟ୍ରଷ୍ଟର ପ୍ରଥମ ବା‌ର୍ଷିକ ଉତ୍ସବ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇଏଏସ ବିଶାଲ‌ ଦେବ ମୁଖ୍ୟ ଅତିଥିଭାବେଯୋଗଦେଇ ସମାଜସେବା ସମସ୍ତେ କରିବାର ଆବଶ୍ୟକ ରହିଛ‌ିବୋଲି ପରାମର୍ଶ ଦେଇଥିଲେ। ଏନଟିପିସି ନିଦେର୍ଶକ ଅସିମକୁମାର ଗୋୟଲ ଅନ୍ୟତମ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନର ପକ୍ଷରୁ ବର୍ଷତମାମ ହୋଇଥିବା ସାମାଜିକ କାର୍ଯ୍ୟକୁ ପ୍ରଶଂସାକରିଥିଲେ। ଅନୁଷ୍ଠାନର ପରିଚାଳନା ନିର୍ଦେଶିକା ଡ଼ା.ଗୀତାଞ୍ଜଳୀ ଅରୋରା ଏବଂ ଅଧ୍ୟକ୍ଷ ଡ଼ା. ସୁନିଲ ଦାସ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅତିଥିମାନଙ୍କ ଦ୍ବାରା ଟ୍ରଷ୍ଟର ବାର୍ଷିକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଏହି ଉତ୍ସବରେ ସମାଜରେ ବିଭିନ୍ନ ବର୍ଗର ସ୍ବେଚ୍ଛାସେ‌ବାକାର୍ଯ୍ୟକରିଥିବା କିଛି ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା। ‌ସଭାଶେଷରେ ଅନୁଷ୍ଠାନ ପକ୍ଷରୁ କୁନିକୁନି ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।