ଲିମ୍ଫୋମା ସଚେତନତା ଦିବସ : ଓମଟିଭି
Swelling of lymph nodes in one’s body should not be ignored much. If it accompanies other symptoms like fever, anemia, jaundice, and weakness, etc, then one must consult a specialist doctor immediately, as it might lead to lymphoma. Lymphoma is a blood-related or hematologi
Lymphoma awareness day : OmmTv
KIMS expert advises on early diagnosis and treatment
Bhubaneswar, Sept 15: Swelling of lymph nodes in one’s body should not be ignored much. If it accompanies other symptoms like fever, anemia, jaundice, and weakness, etc, then one must consult a specialist doctor immediately, as it might lead to lymphoma. Lymphoma is a blood-related or hematological malignancy (uncontrolled growth of cells), is an increasingly common form of cancer.Speaking on the occasion of World Lymphoma Awareness Day (WLAD) today, Assistant Professor Dr Jogamaya Pattnaik of the Department of Medical Oncology, Kalinga Institute of Medical Sciences said “the diagnosis requires a biopsy and histopathology with a whole body scan and bone marrow tests. Once the diagnosis establishes that the patient is having lymphoma then the treatment is done mostly by chemotherapy with or without radiotherapy.’’She, however, added that early diagnosis and timely treatment are often rewarding in lymphoma.WLAD is observed on September 15 every year as the day is meant to create awareness of lymphoma. It is a global initiative hosted by the Lymphoma Coalition in which there are 52 member nations. WLAD was initiated in 2004 to raise public awareness of the disease.Lymphoma causes issues in the entire lymphatic system in a human being as it is also the germ-fighting network. The broad symptoms could be lymphatic node swelling, never-ending fatigue, night sweats, fever, difficulty in breathing and unexplained weight loss. The entire lymphatic system includes lymph nodes, spleen, thymus gland and bone marrow.On keeping a tab on the disease, Dr Pattnaik, however, added that one has to fight obesity, adopt a good physical exercise regimen, intake healthy food and avoid red meat, salt and sugar.The theme of this year’s WLAD is “We Can't-Wait to address the ways the pandemic has affected people living with lymphomas.”The theme will also consider going through some other important topics like delays in receiving medical treatment and follow-up, those who are not coming forward and delaying their diagnosis and ultimately treatment modalities. It also wants to support the caregivers as their mental and psychological well-being is also very crucial.
ଲିମ୍ଫୋମା ସଚେତନତା ଦିବସ : ଓମଟିଭି
ପ୍ରାକ୍ ନିଦାନ ଓ ଚିକିତ୍ସା ହୋଇପାରିଲେ ଆରୋଗ୍ୟ ସମ୍ଭବ: କିମ୍ସ ବିଶେଷଜ୍ଞ
ଭୁବନେଶ୍ୱର, ୧୫ । ୯: ଶରୀରରେ ଲସିକା ଗ୍ରନ୍ଥି ଫୁଲିଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ଲସିକା ଗ୍ରନ୍ଥି ଫୁଲିବା ସହ ଯଦି ଜ୍ୱର, ରକ୍ତହୀନତା, କାମଳ ଓ ଦୁର୍ବଳତା ଲାଗି ରହେ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । କାରଣ ହୁଏତ ଏହା ଲିମ୍ଫୋମା ଆଡ଼କୁ ଅଗ୍ରସର ହୋଇପାରେ । ଲିମ୍ଫୋମା ଏକ ରକ୍ତ ସମ୍ବନ୍ଧୀୟ ରୋଗ ବା ହେମାଟୋଲୋଜିକାଲ ମାଲିଗ୍ନାନ୍ସୀ (କୋଷର ଅନିୟନ୍ତ୍ରିତ ବୃଦ୍ଧି) ରୋଗ, ଏହା କର୍କଟ ରୋଗର ଏକ ସାଧାରଣ ରୂପ । ଏହି ରୋଗ ନିର୍ଣ୍ଣୟ କରିବାକୁ ହେଲେ ବାୟୋପ୍ସୀ ଏବଂ ହିଷ୍ଟୋପାଥୋଲୋଜି ସହ ସମସ୍ତ ଶରୀରର ସ୍କାନ ଓ ବୋନ୍ ମାରୋ ପରୀକ୍ଷଣ କରିବାକୁ ହୋଇଥାଏ । ପରୀକ୍ଷାରୁ ଲିମ୍ଫୋମା ଥିବା ଜଣାପଡ଼ିଲେ ରୋଗୀର କେମୋଥେରାପୀ ଓ ରେଡ଼ିଓଥେରାପୀ କରାଯାଏ ନହେଲେ କେବଳ କେମୋଥେରାପୀ କରାଯାଏ ବୋଲି ବିଶ୍ୱ ଲିମ୍ଫୋମା ସଚେତନତା ଦିବସ ଅବସରରେ କିମ୍ସ ମେଡିକାଲ ଅନ୍କଲୋଜି ସହକାରୀ ପ୍ରଫେସର ଡା ଯୋଗମାୟା ପଟ୍ଟନାୟକ ସୂଚନା ଦେଇଛନ୍ତି । ପ୍ରାକ୍ ନିଦାନ ଓ ଠିକ୍ ସମୟରେ ଚିକିତ୍ସା କରାଯାଇପାରିଲେ ଲିମ୍ଫୋମାରୁ ଆରୋଗ୍ୟ ହେବାର ଯଥେଷ୍ଟ ଆଶା ରହିଛି ବୋଲି ଡା. ପଟ୍ଟନାୟକ କହିଛନ୍ତି । ଶରୀରର ଲସିକା ବ୍ୟବସ୍ଥା କହିଲେ ଲସିକା ଗ୍ରନ୍ଥି, ପ୍ଳିହା, ଥାଇମସ୍ ଗ୍ରନ୍ଥି ଏବଂ ଅସ୍ଥି ମଜ୍ଜା ସମୂହକୁ ବୁଝାଏ । ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଲସିକା ଗ୍ରନ୍ଥି ଫୁଲିବା, ରାତିରେ ଝାଳ ବୋହିବା, ଜ୍ୱର, ଶ୍ୱସକ୍ରିୟାରେ କଷ୍ଟ ଏବଂ ବିନାକାରଣରେ ଓଜନ ହ୍ରାସ ଆଦି । ଏଥିପାଇଁ ଆମକୁ ମେଦ ବହୁଳତାଠାରୁ ଦୂରରେ ରହିବା ସହ ଭଲ ଶାରୀରିକ ବ୍ୟାୟାମ, ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ ସହ ରେଡ୍ମିଟ୍, ଲୁଣ ଓ ଚିନିର ଅତ୍ୟଧିକ ବ୍ୟବହାର କମ୍ କରିବା ଦରକାର ।