ସର୍ବ ଭାରତୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ କିକ ବକ୍ସିଂ : ଓମଟିଭି

Khela News

ସର୍ବ ଭାରତୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ କିକ ବକ୍ସିଂ : ଓମଟିଭି
ସର୍ବ ଭାରତୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ କିକ ବକ୍ସିଂ : ଓମଟିଭି
OMM TV (ରିପୋର୍ଟ : ଢେଙ୍କାନାଳ ଶଶିକାନ୍ତ ଗଡନାୟକ)
ସର୍ବ ଭାରତୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ କିକ ବକ୍ସିଂ ମହିଳା ବିଭାଗ ଟୁର୍ନାମେଣ୍ଟ ରେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ସାତ ମାଇଲ ସ୍ଥିତ ଜନତା କଲେଜ ଛାତ୍ରୀ ରୋଷନି ବେଗମ 60 କିଲୋ କିକ ବକ୍ସିଂ ରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରି ଓଡିଶା ରାଜ୍ୟକୁ ଗୌରବାନ୍ୱିତ କରିଥିବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପୁଷ୍ପଗୁଚ୍ଛ ସହ ପଦକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଢେଙ୍କାନାଳ କିକ ବକ୍ସିଂ ସଂଘର କୋଚ୍ ମିହିର କୁମାର ସାହୁ ଏଠାରେ ଉପସ୍ଥିତ ଥିଲେ। #Ommtv #Omtv #Kalingacinearts #NBPS #Dhenkanal #Hindol