KiiT International School IBDP student gets Global recognition : Ommtv Round The Clock
KiiT International School IBDP student gets Global recognition : Ommtv Round The Clock
Aryan Agarwal IBDP student from KiiT International School participated in The Diamond Challenge Summit held in the USA in the month of April.
Diamond Challenge Summit is the biggest entrepreneurship challenge for High school students where students from all over the world had applied and got selected to represent their business model in the USA.
Aryan who has got the inspiration from KiiTIS SEN Globe has developed an innovative Model called "Dristhi" which is a device designed for visually impaired people. It will recognise objects like cars, bikes or trucks in real-time and provide audio feedback of those objects with direction from which the object is coming from. This real-world object detection is done using Image processing based algorithms while the complete system is fine tuned using AI based algorithms.
Aryan won in the category of "Social Innovation: Technology that Impact Lives".
He received an award of USD 1500 and an additional Grant support of around Rs. 2.5 lacs.
Aryan had developed the concept under the guidance of Mr Mohit Sharma of KiiT International School and the final model was developed at KIIT TBI, Centre of Excellence.
ଆମେରିକା ଡାୟାମଣ୍ଡ ଚ୍ୟଲେଞ୍ଜ ସମିଟ୍ରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରଙ୍କ ପ୍ରକଳ୍ପ ପୁରସ୍କୃତ
ଭୁବନେଶ୍ୱର, ୨୯ ।୪: ଆମେରିକା ନେୱାର୍କଠାରେ ଚଳିତ ମାସ ଚାଲିଥିବା ଡାୟାମଣ୍ଡ ଚାଲେଞ୍ଜ ସମିଟ୍ରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଆଇବିଡିପି-୨ ଛାତ୍ର ଆର୍ୟନ ଅଗ୍ରୱାଲଙ୍କ ପ୍ରକଳ୍ପ ଶ୍ରେଷ୍ଠ ଇନୋଭଟେିଭ୍ ଟେକ୍ନୋଲୋଜି ଉଇଥ ସୋସିଆଲ୍ ଇମ୍ପାକ୍ଟ ଭାବେ ଶ୍ରେଷ୍ଠ ବିବେଚିତ ହେବା ସହ ପୁରସ୍କୃତ ହୋଇଛି । କିଟ୍ ଇଂଟରନ୍ୟାସନାଲ୍ ସ୍କୁଲ ସେନ୍ ଗ୍ଲୋବ ଦ୍ୱାରା ଅନୁପ୍ରାଣିତ ହୋଇ ଆର୍ୟନ ‘ଦୃଷ୍ଟି’ (ଦୃଷ୍ଟି ବାଧିତ ଓ ବଧିରଙ୍କ ପାଇଁ) ନାମକ ଏକ ପ୍ରକଳ୍ପ ଆରମ୍ଭ କରିଥିଲେ । କିଟ୍ ଟିବିଆଇର ମୋହିତ ଶର୍ମାଙ୍କ ତତ୍ତ୍ୱାବଧାନରେ ଆର୍ୟନ ଏହି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ଏହାଦ୍ୱାରା କାର, ମୋଟରସାଇକଲ, ଟ୍ରକ୍ ଆଦିର ବାସ୍ତବତା ଓ ଶ୍ରବଣ ନିର୍ଦ୍ଧାରଣ ସୁବିଧାରେ ଜାଣିହେବ । ପ୍ରତିଯୋଗିତାର ନିର୍ଣ୍ଣାୟକ ପର୍ଯ୍ୟାୟରେ ସମସ୍ତ ଜୁରି ସଦସ୍ୟଙ୍କ ଦ୍ୱାରା ଆର୍ୟନଙ୍କ ପ୍ରକଳ୍ପ ଉଚ୍ଚ ପ୍ରଶଂସିତ ହୋଇଥିଲା । ପୁରସ୍କାର ବାବଦକୁ ଆର୍ୟନ ପଦକ, ୧୫ଶହ ଆମେରିକୀୟ ଡଲାର ସହ ଅଢ଼େଲ ଲକ୍ଷ ଟଙ୍କାର ସହାୟତା ରାଶି ପାଇଛନ୍ତି । ସମଗ୍ର ବିଶ୍ୱର ଶିଳ୍ପୋଦ୍ୟୋଗୀଙ୍କୁ ନେଇ ଏହି ସମିଟ ଆୟୋଜନ କରାଯାଇଥିବା ବେଳେ ବିଶ୍ୱର ସମଗ୍ର ଦେଶର ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ଏଭଳି ସଫଳତାରେ ଆର୍ୟନ ଓ ତାଙ୍କ ଅଭିଭାବକ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆର୍ୟନଙ୍କୁ ଶୁଭେଚ୍ଛା ଜଣାଇବା ସହ କିଟ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲ୍ର ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ସ୍କୁଲ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।