ଆତ୍ମହତ୍ୟା କଲେ ରମାଦେବୀ ଛାତ୍ରୀ : ଓମଟିଭି

Crime news

ଆତ୍ମହତ୍ୟା କଲେ ରମାଦେବୀ ଛାତ୍ରୀ : ଓମଟିଭି

ଆତ୍ମହତ୍ୟା କଲେ ରମାଦେବୀ ଛାତ୍ରୀ : ଓମଟିଭି

OMM TV ପରୀକ୍ଷା ଚାଲିଥିବା ବେଳେ ଆତ୍ମହତ୍ୟା କଲେ ଛାତ୍ରୀ . ଛାତ୍ରୀ ଜଣଙ୍କ ହେଲେ ରମାଦେଵୀ ୟୁନିଭରସିଟି ର କଳା ର ଦ୍ୱିତୀୟ ବର୍ଷ ଛାତ୍ରୀ. ଛାତ୍ରୀ ଜଣଙ୍କ ହେଲେ ପ୍ରଜ୍ଞା ମହାନ୍ତି. ଘରରାୟଗଡା . ସେ ରମାଦେବୀ ୟୁନିଭରସିଟି ର ଅନ୍ୟତମା ହଷ୍ଟେଲ ରେ ରହୁଥିଲେ . ଆଜି ପରୀକ୍ଷା ନଥିବାରୁ ସେ ଏକୁଟିଆ ରୁମ ରେ ଥିଲେ . ନିଜ ଓଢଣୀରେ ଫ୍ୟାନ ରେ ଝୁଲିପଡ଼ିଥିଲେ ପ୍ରଜ୍ଞା. ଖବର ପାଇ ସହିଦନଗର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି . ଘଟଣା ସ୍ଥଳରୁ ଏକ ସୂଈସାଇଡ ନୋଟ ଜବତ କରିଛି ପୋଲିସ. #Crime #Bhubaneswar #rdcollege #ramadeviwomensuniversity #Ommtv #Omtv #KalingaCineArts