ହିନ୍ଦୋଳରେ ମହା ପ୍ରବଚନ କାର୍ଯ୍ୟକ୍ରମ : ଓମଟିଭି

Prabachan

ହିନ୍ଦୋଳରେ ମହା ପ୍ରବଚନ କାର୍ଯ୍ୟକ୍ରମ : ଓମଟିଭି

ହିନ୍ଦୋଳରେ ମହା ପ୍ରବଚନ କାର୍ଯ୍ୟକ୍ରମ : ଓମଟିଭି

OMM TV (ହିନ୍ଦୋଳ ରତିକାନ୍ତ ଗଡନାୟକ)ଆଜି ହିନ୍ଦୋଳ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ କେଶବ ବାବା ଦୀକ୍ଷିତ ବଡ ପାଟଣା ର କେଶବ ଚରଣାଶ୍ରିତ ଭକ୍ତ ନିରଞ୍ଜନ ସାହୁ ଙ୍କ ଦ୍ଵାରା ଆୟୋଜିତ ଏକ ସତସଙ୍ଗ ରେ ପୁରୀ ର କେଶବ ବାବା ଙ୍କ ଆଶ୍ରିତ ସୁନୀଲ ବାବା ପ୍ରବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବିଭିନ୍ନ ଅଞ୍ଚଳ ମଧ୍ୟରୁ ପ୍ରବଚନ ଶ୍ରବଣ କରିବା ପାଇଁ ଶହ ଶହ ଭକ୍ତ ଯୋଗଦାନ କରିଛନ୍ତି। ଦୁଦୁରକୋଟ ପଂଚାୟତ ର ସମସ୍ତ କେଶବ ଦୀକ୍ଷିତ ଭକ୍ତ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ। #Dhenkanal #hindol #KalingaCineArts #OmmTv #OmTV #NBPS #PRABACHAN #keshabbaba #Sunilbaba