ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ :Ommtv Round the Clock

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ :Ommtv Round the Clock

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ :Ommtv Round the Clock

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ :Ommtv Round the Clock

ଭୁବନେଶ୍ୱର,୯ା୪ ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରାଷ୍ଟ୍ରୀୟ
ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ଚୈତ୍ର ଶୁକ୍ଳ
ପ୍ରତିପଦା ତିଥିରେ ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ସେଠୀଙ୍କ ପୌରହିତରେ
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା
ଷଡଙ୍ଗୀ, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଅଞ୍ଜନ କୁମାର ତା, ପବିତ୍ର ସାହୁ
ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ ନବବର୍ଷର ବିଶେଷତ୍ତ୍ୱ ସମ୍ପର୍କରେ ଆଲୋକପାତ
କରିଥିଲେ । ଗୁରୁଜୀ ନନ୍ଦକିଶୋର ସାହୁ ସଭା ସଂଚାଳନ କରିଥିଲେ । ଏହି ଅବସରରେ
ବିଦ୍ୟାଳୟ ପରିସରରେ ହନୁମାନ ଚାଳିଶା ଓ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଓ ସ୍ଥାନୀୟ
ଅଭିଭାବକମାନେ ଯୋଗଦାନ କରିଥିଲେ ।

National New Year by Saraswati Children's Vidya Temple Nurtured

Bhubaneswar, 9/4 Niladri Bihar Saraswati Children's Vidya Temple National
New Year has been celebrated in a grand ceremony । Holy character is dry
In the town of Kedar Nath Sethi, the principal of Pratipada Tithi
MP Aparajita as the chief guest in the program organized
Shadangi, BJP leaders Priyadarshi Mishra, Anjan Kumar Ta, Shalvi Sahu
Major joined in and highlighted the special features of the National New Year
Did । Guruji Nandkishore Sahu conducted the meeting । On this occasion
Hanuman Parantisha and Sankirtan were held in the school premises ।
All Gurujis, Gurumas and locals of Vidya Temple in the program
Parents joined ।