ଓମ୍‌ଫେଡ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ : Ommtv Round The Clock

ଓମ୍‌ଫେଡ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ : Ommtv Round The Clock

ଓମ୍‌ଫେଡ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ : Ommtv Round The Clock

ଓମ୍‌ଫେଡ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ : Ommtv Round The Clock
ଚା ଓମ୍‌ଫେଡ୍ ଉତ୍ପାଦ ଘରେ ଘରେ ପହାଇବା ପାଇ୍ ପ୍ରୟାସ କରାଯିବ
ଚା ଗୁଣାତ୍ମକମାନ ଓ ସୁଦ୍ଧତା ବଜାୟ ରଖିବା ଦିଗରେ କୌଣସି ସାଲିସ୍ କରାଯିବ ନାହି-ପରିଚାଳନା ନିର୍ଦେଶକ
ଭୁବନେଶ୍ୱର: ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଲିମିଟେଡ୍ ବା ଓମ୍‌ଫେଡ୍ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ ହୋଇଯାଇଛି । ଏକ
ଘରୋଇ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଯୋଗ ଦେଇଥିଲେ ।
ନୟାଗଡ ଜିଲ୍ଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଛୋଟ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନାପୋଡ ପ୍ରସ୍ତୁତ କରୁଥିବାର ପ୍ରମାଣ ରହିଛି । ତାଙ୍କରି ଜନ୍ମ
ଦିନକୁ ମନେ ପକାଇବା ପାଇଁ କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖ ଦିନ ପାଳିତ ହେଉଛି ବିଶ୍ୱ ଛେନାପୋଡ ଦିବସ । ଏହି ଦିବସକୁ ଧୁମ୍‌ଧାମରେ ପାଳନ କରିବା
ସହିତ ଓଡିଶାର ପାରମ୍ପାରିକ ଖାଦ୍ୟ ଛେନାପୋଡକୁ ସମଗ୍ର ବିଶ୍ୱରେ ଆଦୃତ କରାଇବା ପାଇଁ ଓମ୍‌ଫେଡ୍ ପକ୍ଷରୁ ପାଳିତ ହେଉଛି ଛେନାପୋଡ ଦିବସ । ଏହା ଯେ କେବଳ
ଜନସାଧାରଣଙ୍କର ପ୍ରିୟ ଖାଦ୍ୟ, ତାହା ନୁହେଁ, ଦୁଗ୍ଧ ଜାତୀୟ ଜିନିଷ ଜଗତର ନାଥ ଜଗନ୍ନାଥଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ନିକଟରେ ମଧ୍ୟ ଭୋଗ କରାଯାଏ । ତେଣୁ
ଏହାକୁ ସ୍ୱାଦିଷ୍ଠ, ସାତ୍ୱିକ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ପୁରାଣ ଯୁଗରୁ ପ୍ରଭୁ ଶ୍ରୀକୃ୩⁄୪ଙ୍କର ଦୁଗ୍ଧ, ସର, ଲବଣି ଆଦି ପ୍ରିୟ ଖାଦ୍ୟ ଥିବା ସମସ୍ତେ ଜାଣନ୍ତି । ସ୍ୱୟଂ ଜଗତରନାଥ ଜଗନ୍ନାଥ
କାି ଅଭିଯାନ ବେଳେ ମାଣିକପାଟଣାଠାରେ ମାଣିକା ଗଉଡଣୀଠାରୁ ଦହି ଖାଇଥିବା କିମ୍ବଦନ୍ତୀ ରହିଛି । ଏହାକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍ ତାର ଅଗଣିତ ଗ୍ରାହକମାନଙ୍କୁ ଗୁଣାତ୍ମକ ଘିଅ,
ଖଟା ଦହି, ମିଠା ଦହି, ଛେନା, ପନିର, ରାବିଡ, ଛେନାପୋଡ, ଆଇସ୍‌କ୍ରିମ୍ ଆଦି ଆମ ପାରମ୍ପାରିକ ଖାଦ୍ୟ ଯୋଗାଇ ଆସୁଛି । କେବଳ ଛେନାପୋଡ ନୁହେ, ଓମ୍‌ଫେଡର ସମସ୍ତ
ଉତ୍ପାଦକୁ ଲୋକାଭିମୁଖୀ ଏବଂ ସମସ୍ତଙ୍କ ନିକଟରେ ପହାଇବା ପାଇଁ ଆରମ୍ଭ କରିଛି ପ୍ରୟାସ ।
ପାରମ୍ପାରିକ ଛେନାପୋଡ କିପରି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟକର ହେବା ସହ ଏହାର ଗୁଣାତ୍ମକମାନ ବଜାୟ ରହିପାରିବ, ସେ ସଂପର୍କରେ ଦକ୍ଷ ଓ ତାଲିମ ପ୍ରାପ୍ତ ଛେନାପୋଡ
କାରିଗର ତଥା ପ୍ଲା ପରିଚାଳକ ମୃତ୍ୟୁଞ୍ଜୟ କୁମାର ବର୍ଣ୍ଣନା କରିଥିଲେ । ଏଥିରେ କଣ କଣ ଏବଂ କେତେ ପରିମାଣର ଅନ୍ୟ ଉପଦାନ ମିଶିଲେ ତାହା ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ହେବା
ସହ ଗୁଣାତ୍ମକ ମାନ ବଜାୟ ରହିପାରିବ ସେ ସଂପର୍କରେ ବୁଝାଇଥିଲେ । ଖାଲି ସେତିକି ନୁହେଁ, ଉପସ୍ଥିତ ଅତିଥିମାନଙ୍କୁ ଓମ୍‌ଫେଡ୍ ଦ୍ୱାରା ପ୍ରସ୍ତୁତ ଛେନାପୋଡ ମଧ୍ୟ ଖାଇବାକୁ
ଦିଆଯାଇଥିଲା । ଛେନାପୋଡର ଲମ୍ବା ଐତିହ ସଂପର୍କିତ ଏକ ବୃତଚିତ୍ର ପ୍ରଦର୍ଶିତ କରାଯାଇଥିଲା ।
ଗୋଷ୍ଠୀ ସହଭାଗିତାରେ ବିଶ୍ୱ ଛେନାପୋଡ ଦିବସକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ଓମ୍‌ଫେଡ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି । ପାରମ୍ପାରିକ ସ୍ୱାଦ, ଗୋଷ୍ଠୀର ଆଗ୍ରହ
ଆମର ଲକ୍ଷ୍ୟ । ଓଡିଆ ପରମ୍ପରା ଓ ଖାଦ୍ୟ ମାଧ୍ୟମରେ ଓମ୍‌ଫେଡ୍ ସାଧାରଣ ନାଗରିକଙ୍କ ସହ ସଂପର୍କକୁ ଆହୁରି ସୁଦୃଢ କରିବାଳକୁ ଆରମ୍ଭ କରିଛି ପ୍ରୟାସ । ଆସନ୍ତୁ, ମିଳିମିଶି ବିଶ୍ୱ
ଛେନାପୋଡ ଦିବସକୁ ପାଳନ କରିବା ଆଉ ଆମ ପାରମ୍ପାରିକ ଖାଦ୍ୟ ଛେନାପୋଡର ଐତିହକୁ ମନେ ପକାଇବା ।
ଓମ୍‌ଫେଡ ସହରାଂଚଳଠାରୁ ଆରମ୍ଭ କରି ଗ୍ରାମାଚଂଳ ଲୋକଙ୍କ ନିକଟରେ ତାର ପ୍ରତ୍ୟେକ ଉତ୍ପାଦ ପହାଇବାକୁ ପ୍ରତିଶୃତି ବଦ୍ଧ । ଗୁଣାତ୍ମମାନରେ କୌଣସି ସାଲିସ୍‌
କରାଯବି ନାହିଁ । ଓମ୍‌ଫେଡ୍‌ର ପ୍ରତ୍ୟେକ ଉତ୍ପାଦର ଗୁଣାତ୍ମକ ମାନ ଓ ଶୁଦ୍ଧତା ବଜାୟ ରଖିବା ସହ ସୁଲଭ ମୂଲ୍ୟରେ ଓଡିଶାର ଘରେ ଘରେ କିପରି ପହିବ ସେ ଦିଗରେ ଉଦ୍ୟମ
ଆରମ୍ଭ ହୋଇଛି । ଚାହିଦା ଯେତିକି ବୃଦ୍ଧି ପାଇବ, ଗ୍ରାମାଳ ଦୁଗ୍ଧଚାଷୀ ସମୂହର ଆର୍ଥିକ ବିକାଶ ସେହି ପରିମାଣରେ ବୃଦ୍ଧି ପାଇବ ବୋଲି ଚାଷୀ ଓ ଗ୍ରାହକମାନଙ୍କୁ ଛେନାପୋଡ ଦିବସର
ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି ଓମ୍‌ଫେଡ୍‌ର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।
ଏହି ଅବସରରେ ଓମ୍‌ଫେଡ୍‌ର ଦୁଇ ଜଣ ଛେନାପୋଡ କାରିଗରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓମ୍‌ଫେଡ୍‌ର ସମସ୍ତ ଅଧିକାରୀ, କର୍ମଚାରୀ, କ୍ଷେତ୍ର
କର୍ମଚାରୀ ଉପସ୍ଥିତ ଥିଲେ । ବୈଷୟିକ ପରାମର୍ଶଦାତା ଡକ୍ଟର ଦିଗମ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

World Chenapod Day has been observed by Odisha State Milk Production Cooperative Limited or Omfed । One
Mr. Vijay Amrita Kulange, Managing Director of Omfed, attended the program held at a private hotel as the chief guest ।
There is evidence that a small shopkeeper named Sudarshan Sahu of Daspalla of Nayagarh district was preparing Chenapod before 1947 । He was born
World Chenapod Day is celebrated on April 11, not only in the state, but all over the country to commemorate the day । Celebrating this day in Dhumdham
Along with this, Chenapod Day is being celebrated by Omfed to make Odisha's traditional food Chenapod popular all over the world । It's just that
Not only is it the favorite food of the people, but the national dairy products of the world are enjoyed from Nath Jagannath to various deities । So
It is considered as a delicious, sattvik food । Everyone knows that Lord Shrikrishna 3⁄4 has a favorite food like milk, sir, salt since ancient times । Jagannath is the son of the self-world
There is a legend that Manikpatna ate curd from Manikka Goudni during the Ki campaign । With this in mind, Omfed offers quality to its countless customers,
Sour curd, sweet curd, chickpeas, cheese, rabid, chenapod, ice cream etc. are providing our traditional food । Not just Chenapod, all of Om Fed
Efforts have been made to make the product people-oriented and accessible to all ।
Skilled and trained chenapods are how traditional chenapods can be delicious, healthy and maintain their quality
Artisan and pla manager Muthananjaya Kumar described । What and how much other ingredients are added to it will be delicious and healthy
He explained in relation that quality standards can be maintained । Not only that, the guests present should also eat chenapod prepared by Omfed
Was given । A photograph related to the long history of Chenapod was displayed ।
Omfed has called for the celebration of World Chenapod Day in Dhum Dham in partnership with the group । Traditional taste, group interest
our goal । Through Odia tradition and food, Omfed has started efforts to further strengthen relations with common citizens । Let's come together, the world
Celebrating Chenapod Day and remembering the legacy of our traditional food Chenapod ।
Omfed is committed to delivering every product from urban to rural people । No salis in quality
not to be । Omfed's efforts to maintain the quality and purity of every product and how to make it available at home in Odisha at affordable prices
has begun । As the demand increases, the economic development of rural dairy farmers will increase to the same extent as the farmers and consumers on Chenapod Day
Mr. Vijay Amrita Kulange, Managing Director of Omfed said on the occasion of greeting ।
On this occasion, two Chenapod artisans of Omfed were felicitated । All officers, employees, areas of Omfed in this program
The staff was present । Technical Adviser Dr. Dakhambara Nayak proposed vote of thanks ।