Great comedian Kapil Sharma posted some such photos on his social media today: ommtv

Great comedian Kapil Sharma posted some such photos on his social media today

Great comedian Kapil Sharma posted some such photos on his social media today: ommtv

ସୁକ୍ଷାତ ହାସ୍ୟ ଅଭିନେତା କପିଲ ଶର୍ମା ଆଜି ନିଜ ସୋସିଆଲ ମିଡ଼ିଆରେ ଏହିଭଳି କିଛି ଫୋଟୋ ପୋଷ୍ଟ କରିଛନ୍ତି. ଯାହାକୁ ଦେଖି ଅନେକ ଲୋକ ଚମତ୍କାରବୋଲି କମେଣ୍ଟ କରିଛନ୍ତି. ମାତ୍ର କାହାକୁ ଦେଖାଯାଉନାହିଁ କପିଲବାବୁ ନ୍ୟୁଜ ପେପର ଉପରେ ଜୋତା ପିନ୍ଧି ଗୋଡ଼ଥୋଇ ଫୋଟୋ ଉଠାଇଛନ୍ତି. ଯେଉଁ ପାଠକୁ ଗୋଡ଼ ବାଜିଗଲେ ଆମେ ମୁଣ୍ଡିଆମାରୁ ମୃଖ କପିଲବାବୁ ତାକୁ ଗୋଇଠା ମାରୁଛନ୍ତି. ଏଭଳି ପୋଷ୍ଟ ଦେଖି କେବଳ ଭଗବାନଙ୍କ ନିକଟରେ ଏତିକି ପାର୍ଥନା କରୁଛି କପିଲକୁ ଭଗବାନ ସଦବୁଦ୍ଧି ପ୍ରଦାନ କରନ୍ତୁ. କିଛି କରିବା ପୃବରୁ ଚିନ୍ତାଶକ୍ତି ଦିଅନ୍ତୁ. (ସାମ୍ବାଦିକ : ଵିଦ୍ୟାଧର )
Great comedian Kapil Sharma posted some such photos on his social media today. Seeing which many people have commented as wonderful. But no one sees Kapilbabu wearing shoes on the news paper. If the leg hits the text, we will cut the head from the head. After seeing such a post, I am only praying to God to give Kapil wisdom. Give the thought of something to do. (Reporter: Bidyadhar).
#kapilsharma #kapilsharmacomedy #kapilsharmashow #socialmedia #Photonews #viral #OmmTv #Omtv