PR is vital in personal and institutional image building : Ommtv

PR is vital in personal and institutional image building

PR is vital in personal and institutional image building : Ommtv

PR is vital in personal and institutional image building : Ommtv

4th PR Summit of KIIT School of Mass Communication (KSMC) 

Bhubaneswar, May 5: Public relations (PR) is vital in life for any individual, institution, state and nation in day-to-day life and image building said, Dr Achyuta Samanta, Founder, KIIT and KISS. Inaugurating the 4th PR Summit of KIIT School of Mass Communication (KSMC) on 5th May he said, students should utilize their opportunities. KIIT DU is abuzz with activities round the year and there is opportunity by using the occasions to hone and nurture the skills of journalism and mass communication.Dr Mrinal Chatterjee Regional Director IIMC Dhenkanal said “PR is one of the most misunderstood profession, but it remains the eyes and ears of an institution. Even we are now clueless how do we teach PR. During today’s summit we will figure out how to go about academically.’’Prof Himanshu Sekhar Khatua, Director SRFTI, Kolkata said, “KIIT is unique because of its discipline, infrastructure and facilities. However, the students should have a better inter-personal relationship. He also asked the students to utilize the opportunity of in-house TV channel, radio station, digital news front, Film and Fashion Schools and PR Department to explore and equip themselves with skills.’’Prof Sasmita Samanta, VC, KIIT DU said, “from the very beginning of the human civilization till today’s modern age, the basic concept of society is built with the power of communication. The power of communication later migrated to the power of relationship. Today in this world if anything is possible, it’s related to relationship. We work, learn and live for relationship and PR is part of that existence, so it’s a powerful tool.’’Vice-Chairman PRSI Bhubaneswar Chapter Sudhi Ranjan Mishra in his speech pointed out how the PR persons face the challenges in their daily life, but always remain vital in creating the good images for their institutions.Among others Prof. Jnyana Ranjan Mohanty, Registrar, KIIT DU; Sarthak Abhyudaya, Assistant Professor, Ravenshaw University; Narasingh Majhi Assistant Professor RD Women’s University, Gyana Ranjan Mishra Assistant Professor Birla Global University and senior PR professional Dharitri Satapathy were present on the occasion.KSMC Course Co-ordinator Dr Rajeev Panda gave the welcome address, while Dr Bidhubhsan Dash briefed about the summit, and Dr Aniruddh Jena gave vote of thanks.


ଭୁବନେଶ୍ୱର,୫ ।୫: ବ୍ୟକ୍ତିଗତ ହେଉ ବା ଆନୁଷ୍ଠାନିକ, ରାଜ୍ୟ ଓ ଦେଶର ଦୈନନ୍ଦୀନ କାର୍ଯ୍ୟ ଓ ଭାବମୂର୍ତ୍ତି ତିଆରିରେ ଲୋକ
ସମ୍ପର୍କର ଗୁରୁତପ୍ୱ ୂର୍ଣ୍ଣ ଭୂମିକା ରହିଛି ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି କିଟ୍‍ ସ୍କୁଲ ଅଫ୍‍ ମାସ୍‍
କମ୍ୟୁନିକେସନ୍‍ ପକ୍ଷରୁ ଆୟୋଜିତ ୪ର୍ଥଲୋକସମ୍ପର୍କ ସ୧ିଳନୀକୁ ଉଦ୍‍ଘାଟନ କରି ଶ୍ରୀ ସାମନ୍ତ କହିଲେ, କଟି  ̈ ବଶି ବ୍ୱ ିଦ୍ୟାଳୟରେ
ବର୍ଷତମାମ ବିଭିନ୍ନ କାର୍ଯ୍ୟକମ୍ର ଅନଷ୍ଠୁ ିତ ହେଉଛି । କିଟ୍‍ ମାସ୍‍ କମ୍ୟୁନିକେସନ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀ ମାନେ ଏହାର ସୁଯୋଗ ନେବା
ଉଚତି । ଫଳରେ ସେମାନେ ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍େର ର ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିପାରିବେ ।
ସ୧ିଳନୀରେ ଅନ୍ୟତମ ଅତିଥି ଭାବେ ଢେଙ୍କାନାଳସ୍ଥିତ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଲେ,
ଲୋକସମ୍ପର୍କ ବୁଝି ହେଉ ନ ଥିବା ଭଳି ଏକ ବୃତ୍ତି ମଧ୍ୟରୁ ଅନ୍ୟତମ । କନ୍ତି ୁ ଏହା ଏକ ଅନୁଷ୍ଠାନର ଆଖି ଓ କାନ ଭାବେ କାର୍ଯ୍ୟ
କରିଥାଏ । ଏବେ ବି ଲୋକସମ୍ପର୍କ ବିଷୟରେ ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷାଦାନ କରାଯିବ ସେ ନେଇ ଆମେ ଅସ୍ପଷ୍ଟ ବୋଲି ସେ
କହିଥେô ଲ । ସେହିପରି କୋଲକାତାସ୍ଥିତ ଏସ୍‍ଆର୍‍ଏଫ୍‍ଟିଆଇର ନେି ର୍ଦ୍ଦଶକ ପ୍ରଫେସର ହିମାଂଶୁ ଖଟୁଆ କହିଲେ, କିଟ୍‍ ହେଉଛି
ଶୃଙ୍ଖଳା, ଭିତ୍ତିଭୂମି ଓ ବିଭିନ୍ନ ସୁବିଧାଯୋଗାଇ ଦେବା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ । ଛାତ୍ରଛାତ୍ରୀମାନେ ପାରସ୍ପରିକ ସମ୍ପର୍କକୁ
ଦୃଢ଼ କରିବା ଉପରେ ସେ ଜୋର ଦେଇଥେô ଲ । କଟି  ̈ର ଗଣମାଧ୍ୟମ ଛାତ୍ରଛାତ୍ରୀମାନେ ଦକ୍ଷତା ବିକାଶ ନିମନ୍ତେ ବିଭିନ୍ନ ଟିଭି
ଚ୍ୟାନେଲ୍‍ ଓ ରେଡିଓ଼ ଷ୍ଟେସନ୍‍, ଡିଜିଟାଲ୍‍ ମିଡ଼ିଆ ଓ କଟି  ̈ର ଲୋକସମ୍ପର୍କ ବଭି ।ଗ ଆଦିରେ ଥିବା ସୁଯୋଗର ସଦୁପଯୋଗ କରିବା
ଉଚତି  ̈ବୋଲିସେ କହଥି ôଲେ । କଟି  ̈ ବଶି ୍ୱବିଦ୍ୟାଳୟ କଳୁ ପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହେି ଲ, ମାନବ ସଭ୍ୟତା ଆରମ୍ଭରୁ
ଆଜି ପର୍ଯ୍ୟନ୍ତ ଯୋଗଯୋଗ ଉପରେ ଗୁରୁତ୍ୱ ଦେଇ ଆସିଛି । ପରବର୍ତ୍ତୀ ଅବସା୍ଥରେ ଏହା ସମ୍ପର୍କେ ର ରୂପାନ୍ତରିତ ହୋଇଛି । ଆମେ
କେବଳ ସମ୍ପର୍କ ପାଇଁ କାମ କରୁଛୁ, ଶିକ୍ଷା ଲାଭ କରୁଛୁ ଏବଂ ଜୀବନଧାରଣ କରୁଛୁ । ଲୋକସମ୍ପର୍କ ହେଉଛି ଏହାର ଏକ
ଅଂଶବିଶେଷ ବୋଲିସେ କହିଥେô ଲ । ପବକି ୍ଲ  ̈ ରେି ଲସନସ୍‍ ସୋସାଇଟି ଅଫ୍‍ ଇଣ୍ଡିଆ ଭବୁ ନେଶର୍ୱ ଶାଖାର ଉପାଧ୍ୟକ୍ଷ ସଧୁ ୀର ରଞ୍ଜନ
ମିଶ୍ରଦୈନନ୍ଦୀନ ଜୀବନରେ ଲୋକସମ୍ପର୍କ ବୃତ୍ତିରେ କାର୍ଯ୍ୟ କରୁଥିବାଲୋକମାନେ ଯେଉଁ ସବୁ ଚ୍ୟାଲେଞ୍ଜର ସ୧ଖୁ ୀନ ହେଉଛନ୍ତି
ତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚବି ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି,
ରେଭେନସ୍‍ । ବଶି ବ୍ୱ ଦି ୍ୟାଳୟ ସହକାରୀ ପ୍େର ଫସର ସାର୍ଥକ ଅଭ୍ୟୁ ଦୟ, ରମାଦେବୀ ମହିଳା ବଶି ୍ୱବଦି ୍ୟାଳୟ ସହକାରୀ ବିଶବ୍ୱ ିଦ୍ୟାଳୟ
ନରସିଂହ ମାଝୀ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଜ୍ଞାନ ରଞ୍ଜନ ମିଶ୍ର ଓ ବରିଷ୍ଠ ଲୋକସମ୍ପର୍କ ବିଶେଷଜ୍ଞ
ଧରିତ୍ରୀ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥେô ଲ । କଟି  ̈ ମାସ୍‍ କମ୍ୟୁନିକେସନ୍‍ ସ୍କୁଲ୍‍ର ପାଠ୍ୟକ୍ରମ ସଂଯୋଜକ ଡ.
ରାଜୀବ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ. ବିଧୁଭୂଷଣ ଦାଶ ସ୧ିଳନୀର ଉଦ୍ଦେଶ୍ୟ ଉପରେ ଆଲୋକପାତ
କରିଥିଲେ ଓ ଡ. ଅନିରୁଦ୍ଧ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।