ଇଣ୍ଡିଆନ୍ ଆଇଡ଼ଲରେ ଚମକିଲେ ଓଡ଼ିଆ ପୁଅ ଗୋ’ସେବକ ଜ୍ୟୋତିପ୍ରକାଶ ଓଝା : Ommtv
ଇଣ୍ଡିଆନ୍ ଆଇଡ଼ଲରେ ଚମକିଲେ ଓଡ଼ିଆ ପୁଅ ଗୋ’ସେବକ ଜ୍ୟୋତିପ୍ରକାଶ ଓଝା : Ommtv
ଇଣ୍ଡିଆନ୍ ଆଇଡ଼ଲରେ ଚମକିଲେ ଓଡ଼ିଆ ପୁଅ ଗୋ’ସେବକ ଜ୍ୟୋତିପ୍ରକାଶ ଓଝା : Ommtv
BBSR (Ommtv): ଗୋ’ମାତାଙ୍କୁ ଗୋଠରେ ଯେପରି ଶ୍ରୀକୃଷ୍ଣ ଗୀତ ସୁଣାଇ ବଂଶୀ ବଜାଇ ସମସ୍ତ ଗୋପବାସୀଙ୍କୁ ବିମୋହିତ କରୁଥିଲେ। ସେହିଭଳି ଜାତୀୟ ଚ୍ୟାନେଲ୍ ପ୍ରସ୍ତୁତ ଇଣ୍ଡିଆନ୍ ଆଇଡ଼ଲରେ ନିଜର ଜାଦୁଗରୀ ଗୀତ ଶୁଣାଇ ସମସ୍ତ ଦର୍ଶକଙ୍କୁ ବିମୋହିତ କରିଛନ୍ତି ଓଡ଼ିଆ ପୁଅ ଜ୍ୟୋତିପ୍ରକାଶ ଓଝା। ସେ ଏକାଧାରାରେ ଜଣେ ଗୀତିକାର ହେବାସହ ଶାସ୍ତ୍ରୀୟ ସଂଗୀତଜ୍ଞ ଏବଂ ଚତ୍ମକାର କଣ୍ଠଶୀଳ୍ପୀ ଅଟନ୍ତି। ନିକଟରେ ଇଣ୍ଡିଆନ୍ ଆଇଡ଼ଲରେ ହିନ୍ଦୀ ମାସପ ଓ କେତକୀ ଗୁଲାବ ରାଗ ସଂଗୀତରେ ସେ ସୁନ୍ଦର ଗୀତ ବୋଲି ଇଣ୍ଡିଆନ୍ ଆଇଡ଼ଲ ମଞ୍ଚରେ ଜଲବା ଦେଖେଇ ମଞ୍ଚସ୍ଥ ବିଚାରକଙ୍କୁ ବିମୋହିତ କରି ପ୍ରଶଂସା ସାଉଁଣ୍ଟିଛନ୍ତି। ଗୋ’ସେବାକୁ ନେଇ ସେ ଦୌତ୍ୟନଗରୀ କଟକ ଓ ଭୁବନେଶ୍ବରେ ବେସ୍ ପରିଚିତ। ଗୋ’ମାତାଙ୍କ ଆଶୀର୍ବାଦ ତାଙ୍କ ଉପରେ ସର୍ବଦା ରହିଛି ବୋଲି ସେ କଳାକାର ଜୀବନରେ ଅଗେଇ ଚାଲିଛନ୍ତି ବୋଲି କହିଛନ୍ତି ଜ୍ୟୋତି। କଟକ ଜିଲ୍ଲାରେ ନିଜ ଘରହୋଇଥିବା ବେଳେ ସେ ଉଭୟ କଟକ ଓ ଭୁବନେଶ୍ବର ବିଭିନ୍ନ ଗୋ’ସେବକମାନଙ୍କ ସହ ମିଳିମିଶି ଗୋ ସେବା କାମ କରିଥାନ୍ତି। ସଂଧ୍ୟାରେ ବିଭିନ୍ନ ଗୋଶାଳା ବୁଲିସ୍ ବଂଶୀସହିତ ସଂଗୀତ ପରିବେଶଣକରିବା ତାଙ୍କର ଏକ ଅଭ୍ୟାସ ହୋଇଥିବାରୁ ତାଙ୍କର ଏହି କୃତି ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ସେ କୁହନ୍ତି। ଜାତୀୟ ମଞ୍ଚରେ ସେ ଗୀତବୋଲିବାପରେ ଅନେକ ଗୋ’ସେବକ ତାଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଉତ୍ତରତ୍ବ କାମନାକରିଛନ୍ତି।
Sri Krishna used to mesmerize all the gopis by playing the flute and singing songs to the cow mother in the herd. Similarly, Odia boy Jyotiprakash Ojha has mesmerized the audience by singing his magical songs on the national channel Indian Idol. He is a singer, songwriter and classical musician. Recently, on Indian Idol, she performed a beautiful song in Hindi Masap and Ketaki Gulab Rag Sangeet and impressed the judges on the stage. He is known for his services in Cuttack and Bhubaneswar. Jyoti said that the blessings of the cow mother are always on her and she is moving forward in the life of an artist. At home in Cuttack district, he works in cow service with various gau sevaks in both Cuttack and Bhubaneswar. He says that it is his habit to perform music in the evening with different gaushalas, bulls and flutes, which has given him a special identity today. As he sang on the national stage, many gau sevaks wished him luck and sought his blessings.