ଓଡ଼ିଆ ଫିଲ୍ମ “ଆଶ୍ରମ” ଅଡିଓ ରିଲିଜ : Ommtv Round The Clock

ଓଡ଼ିଆ ଫିଲ୍ମ “ଆଶ୍ରମ” ଅଡିଓ ରିଲିଜ : Ommtv Round The Clock

ଓଡ଼ିଆ ଫିଲ୍ମ “ଆଶ୍ରମ” ଅଡିଓ ରିଲିଜ : Ommtv Round The Clock

ଓଡ଼ିଆ ଫିଲ୍ମ “ଆଶ୍ରମ” ଅଡିଓ ରିଲିଜ : Ommtv Round The Clock

: ଅନିଶ ଏଣ୍ଟର୍ଟେନମେଣ୍ଟ ପ୍ରସ୍ତୁତ ‘ଆଶ୍ରମ’ଏକ ଆଶାର ଆଶ୍ରୟ ଚଳଚ୍ଚିତ୍ରର ଅଡିଓ ରିଲିଜ ଆଜି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ତପନ ଦାସ, ନିର୍ଦେଶକ ସୁଧାଂଶୁ ମୋହନ ସାହୁ, ଚିତ୍ରନାଟ୍ୟ ଓ ସଂଳାପକାର ଦିଲୀପ ଚୌଧୁରୀ, କ୍ରିଏଟିଭ ଉପଦେଷ୍ଟା ଶ୍ୟାମା ପ୍ରସାଦ ମିଶ୍ର, ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର. ଗୀତିକାର ବାପୁ ଗୋସ୍ୱାମୀ. କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ, ବିଶ୍ୱଜିତ ମହାପାତ୍ର, ରୂପକ ପରିଡା ଓ ସୋହିନୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।  ଅଭିନେତା ଅଭିଷେକ ଗିରି, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ଶ୍ଵେତା ଆଚାର୍ଯ୍ୟ, ତନୁଶ୍ରୀ, ସୌମ୍ୟା, ବିଜୟିନୀ ମିଶ୍ର, ଶଙ୍କର ଓ ତୁଷାର ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଯଜ୍ଞଶିଷ ମହାପାତ୍ର। ସିନେମାରେ ୪ଟି ସୁନ୍ଦର ଗୀତ ରହିଛି। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ମହାଶ୍ଵେତା ରାୟ ଅଭିନୟ କରିଛନ୍ତି।