ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀ : Ommtv Round The Clock

ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀ : Ommtv Round The Clock

ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀ : Ommtv Round The Clock

ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀ : Ommtv Round The Clock

ଭୁବନେଶ୍ୱର : ଆର୍ଥିକ ବିନିଯୋଗର ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଏକ ଅନ୍ତର୍ଜାତିୟ ସମିଳନୀ କଣ୍ଟାବାଡ଼ସ୍ଥ ଆଇଆଇଏମଟି ର ପ୍ରଫେସର ଡ଼କ୍ଟର ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଆର୍ଥିକ ବିନିଯୋଗର ସମୀକ୍ଷା ଉପରେ ଗୁରୁତ୍ୱ ଦେଲେ ବ୍ୟବସାୟିକ ସଫଳତା ମିଳିଥାଏ ବୋଲି ସେ କହିଥିଲେ l ପ୍ରଥମେ ଏହି କାର୍ଯ୍ୟକ୍ରମକୁ ଜୁମ ମାଧ୍ୟମରେ ଇଟାଲିସ୍ଥ ପେରୁପିଇଅ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ଡ଼କ୍ଟର ଫ୍ରାନସିସ ବର୍ଟିଲୋଚି, ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ମିତବୟତା ଉଦ୍ୟୋଗ ସ୍ଥାପନର ମୂଳ ଲକ୍ଷ ବୋଲି କହିଥିଲେ l ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସୂଚନା କମିଶନର , ଓଡିଶା ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ମାନଙ୍କର ଜଙ୍ଗଲ ଜାତ ଏବଂ କୃଷି ଜାତ ଦ୍ରବ୍ୟର ବିକ୍ରିବଟା ସଠିକ ମୂଲ୍ୟରେ ହୋଇପାରିଲେ ସେମାନଙ୍କ ଆର୍ଥିକ ଉର୍ନତି ହୋଇପାରିବ ବୋଲି ମତ ରଖିଥିଲେ l ପ୍ରାରମ୍ଭରେ ଆଇଆଇଏମଟି ର ଆସୋସିଏଟ ପ୍ରଫେସର ସୋମା ମିତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସଂଗେ ସଂଗେ ପ୍ରଫେସର ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଡିନ୍ ଏକାଡେମୀ ଏବଂ ପ୍ରଫେସର ଡ଼କ୍ଟର ଜଗମୋହନ ପଟ୍ଟନାୟକ ଡିନ ପ୍ରଶାସନିକ ଏବଂ ଛାତ୍ରକଲ୍ୟାଣ ଯଥାକ୍ରମେ ସ୍ୱାଗତ ଭାଷଣ ଧନ୍ୟବାଦ ପ୍ରଦାନ କରିଥିଲେ l
Iimt holds International Conference on Computational Finance and Business Analytics
Bhubaneswar : An International Conference on computational Finance and business analytics was held at IIMT, Kantabada, Bhubaneswar under the presidentship of Professor (Dr.) Srikanta Patnaik, Director IIMT. Participating in the discussion, he said that computational finance has a special significance on the functioning of industries and trade for which it gives profit to the entrepreneur. At the outset, Fransis Bartilochi, Professor, Dept. of Economics, University of Perugio, Italy told through Zoom that both computational finance and business analytics are required to fulfil the basic aim of the entrepreneur towards integrated progress of the companies. Prominent social activist and former information commissioner of Odisha, attending the Conference as a Chief Guest Shri Jagadananda addressed that the forest products and agricultural products collected by local Adivasis in undivided Koraput district are sold in chiefly in local hata carrying on head. Associate Professor Mrs. Soma Mitra address the theme of the Conference. Whereas Prof (Dr.) Pramod Ku. Prusty, Dean Academics and Prof (Dr.) Jagamohan Pattanayak, Dean Administration & Student Welfare introduced the guest and extended the vote of thanks respectively.