କବାଡ଼ିରେ ରଙ୍ଗମାଟିଆକୁ ହରାଇ ପ୍ରଭୁଜୀ ବିଜୟୀ : Ommtv

Today, on the occasion of holy Kartik Puja, a school-wide Kabaddi competition is being held in Rangamatia school premises. On this occasion, the sports students of Rangmatia and Bardji schools went to the football field and played the game of Chudanta. In the end, Bardji's team lost to Rangmatia's team by 59 points. Sportsperson Varmarbar Mohanty was the chief guest and journalist Vidyadhar Barik was the guest of honour. In the last game, there was a thunderous clash while referee Ganesh Mishra and co managed the game. Yogendra M. among others

କବାଡ଼ିରେ ରଙ୍ଗମାଟିଆକୁ ହରାଇ ପ୍ରଭୁଜୀ ବିଜୟୀ : Ommtv

କବାଡ଼ିରେ ରଙ୍ଗମାଟିଆକୁ ହରାଇ ପ୍ରଭୁଜୀ ବିଜୟୀ : Ommtv

: ଆଜି ପବିତ୍ର କାର୍ତିକ ପୂଜା ଅବସରରେ ରଙ୍ଗମାଟିଆ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ବିଦ୍ୟାଳୟସ୍ଥରିୟ କବାଡ଼ି ପ୍ରତିଯୋଗିତା। ଏହି ଅବସରରେ ରଙ୍ଗମାଟିଆ ଓ ପ୍ରଭୁଜୀ ବିଦ୍ୟାଳୟର କ୍ରିଡ଼ା ଛାତ୍ରମାନେ ଫାଉନାଲକୁ ଯାଇ ଚୁଡ଼ାନ୍ତ ଖେଳ ଖେଳିଥିଲେ। ଶେଷରେ ପ୍ରଭୁଜୀ ଦଳ ୫୯ ପଏଣ୍ଟରେ ରଙ୍ଗମାଟିଆ ଦଳକୁ ହରାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ରିଡ଼ାବିତ ଭର୍ମରବର ମହାନ୍ତି ମୁଖ୍ୟ ଅତିଥି ଓ ସାମ୍ବାଦିକ ବିଦ୍ୟାଧର ବାରିକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଶେଷ ଖେଳରେ ଘମାଘୋଟ ଟକ୍କର ହୋଇଥିଲା ବେଳେ ରେଫ୍ରରି ଗଣେଶ ମିଶ୍ର ଓ ସାଥିମାନେ ଖେଳକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୋଗେନ୍ଦ୍ର ମହାରଣା, ଶ୍ୟାମସୁନ୍ଦର ସାହୁ ଓ ଉମାକାନ୍ତ ସାହୁ ଅନ୍ୟତମ ଅତିଥିଭାବେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ସୋରୁପ ଟ୍ରଫି ଏବଂ ଅନ୍ୟ ସମସ୍ତ ଖେଳାଳିମାନଭ୍କୁ ପଦକ ଦେଇ ପୁରସ୍କୃତ କରିଥିଲେ। ରଙ୍ଗମାଟିଆ ଯୁବକ ସଂଘ ପକ୍ଷରୁ ଆ‌େୟୋଜିତ ଏହି କ୍ରିଡ଼ା କାର୍ଯ୍ୟକ୍ରମରେ ରଙ୍ଗମାଟିଆ ବରିଷ୍ଠ ନାଗରିକ ମଞ୍ଚ ଓ ବାଞ୍ଚାନିଧି ଦେବ ଗ୍ରାମ୍ୟ ପରିଚାଳନା କମିଟିର ସଭ୍ୟମାନେ ସହଯୋଗ କରିଥିଲେ।