କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମନ ମୁଖୀ କାର୍ଯ୍ୟ କରୁଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ତାଳଚେର ନଗରପାଳ ଏବଂ ସମସ୍ତ କାଉନସିଲ : ଓମଟିଭି

ଅନୁଗୋଳ ଜିଲ୍ଲା ତାଳଚେର ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମନ ମୁଖୀ କାର୍ଯ୍ୟକୁ ନେଇ ଆଜି ତାଳଚେର ପୌରପରିଷଦର ସମସ୍ତ କାଉନସିଲ ଏବଂ ନଗରପାଳ ପବିତ୍ର ଭୁତିଆ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମନ ମୁଖୀ କାର୍ଯ୍ୟ କରୁଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ତାଳଚେର ନଗରପାଳ ଏବଂ ସମସ୍ତ କାଉନସିଲ : ଓମଟିଭି

କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମନ ମୁଖୀ କାର୍ଯ୍ୟ କରୁଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ତାଳଚେର ନଗରପାଳ ଏବଂ ସମସ୍ତ କାଉନସିଲ : ଓମଟିଭି

(ରିପୋର୍ଟ: ‌ଜିତେନ୍ ସାହୁ): ଅନୁଗୋଳ ଜିଲ୍ଲା ତାଳଚେର ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମନ ମୁଖୀ କାର୍ଯ୍ୟକୁ ନେଇ ଆଜି ତାଳଚେର ପୌରପରିଷଦର ସମସ୍ତ କାଉନସିଲ ଏବଂ ନଗରପାଳ ପବିତ୍ର ଭୁତିଆ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ନଗରପାଳ ପବିତ୍ର ଭୁତିଆ ଙ୍କ ଅଭିଯୋଗ ଯେ, ସାନିଟାଇଜ ଟେଣ୍ଡର ରେ ସେହି ଟେଣ୍ଡର ରେ ୧୦ ଜଣ ଅଂଶ ଗ୍ରହଣ କରିଥିଲେ। କିନ୍ତୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଲ୍ 1.ଏଲ୍ 2. ଏଲ୍ 3 କୁ କାଟି ଏଲ୍ 4  ଠିକାଦାର ଙ୍କୁ କାର୍ଯ୍ୟପାଇଁ ଦେଇଛନ୍ତି। ସେହି କାର୍ଯ୍ୟ ଟି ଅଢେଇ କୋଟି ଟଙ୍କାର ଟେଣ୍ଡର ହୋଇ ଥିବାରୁ ସମସ୍ତ କାଉନସିଲ ଏବଂ ନଗରପାଳ ପବିତ୍ର ଭୁତିଆ ଜିଲ୍ଲାପାଳ ଙ୍କୁ ଭେଟିଛନ୍ତି। ତା ସହିତ ତାଳଚେର ସହରରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ୬ ମାସ ହେବ କାର୍ଯ୍ୟ କରାଯାଉନାହିଁ। ଲୋକ ମାନଙ୍କୁ ଭତ୍ତା ମଧ୍ୟ ଦେଇ ପାରୁନାହାନ୍ତି ବୋଲି ମଧ୍ୟ କାଉନସିଲ ମାନେ ଅଭିଯୋଗ କରିଛନ୍ତି।