ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଔଷଧ ରେ ଷ୍ଟିକରିଙ୍ଗ୍ ର ହେଲା ଉନ୍ମୋଚନ : ଓମଟିଭି

ଅନୁଗୋଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ  ଆଜି ଔଷଧ ରେ ଷ୍ଟିକରିଙ୍ଗ୍ ର ହେଲା ଉନ୍ମୋଚନ । କିଛି ଦିନ ତଳେ ସମାଜସେବୀ ଚିନ୍ମୟୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦିଆ ଯାଉଥିବା ଔଷଧ ଷ୍ଟିକରିଙ୍ଗ୍ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଔଷଧ ରେ ଷ୍ଟିକରିଙ୍ଗ୍ ର ହେଲା ଉନ୍ମୋଚନ : ଓମଟିଭି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଔଷଧ ରେ ଷ୍ଟିକରିଙ୍ଗ୍ ର ହେଲା ଉନ୍ମୋଚନ : ଓମଟିଭି

(ରିପୋର୍ଟ: ‌ଜିତେନ୍ ସାହୁ) : ଅନୁଗୋଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ  ଆଜି ଔଷଧ ରେ ଷ୍ଟିକରିଙ୍ଗ୍ ର ହେଲା ଉନ୍ମୋଚନ । କିଛି ଦିନ ତଳେ ସମାଜସେବୀ ଚିନ୍ମୟୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦିଆ ଯାଉଥିବା ଔଷଧ ଷ୍ଟିକରିଙ୍ଗ୍ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଏ ସମ୍ବନ୍ଧ ରେ ଚିକିତ୍ସାଳୟର କତୃପକ୍ଷ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଦିଆ ଯାଉଥିବା ଔଷଧ ରେ ଷ୍ଟିକରିଙ୍ଗ୍ ବ୍ୟବସ୍ଥା ର ଉନ୍ମୋଚନ କରାଯାଇଥିଲା। ଯାହା ଫଳରେ ଲୋକ ମାନଙ୍କୁ ଆଉ କୌଣସି ଅସୁବିଧା ହେବାକୁ ପଡିବ ନାହିଁ। କାରଣ ଦିଆ ଯାଉଥିବା ଔଷଧ ରେ ମାର୍କର ସହାୟତାରେ ଲୋକ ମାନଙ୍କୁ ଔଷଧ ଦିଆ ଯାଉଥିଲା। ଯାହା ଫଳରେ ଔଷଧ ରୁ ମାର୍କରଟି ଲିଭି ଯାଉଥିବାରୁ ଲୋକ ମାନେ ଅସୁବିଧା ର ସମୂଖୀନ ହେଉଥିଲେ। ଆଜି ତାହା ଅନ୍ତ ଘଟିଛି କାରଣ ଆଜି ଠାରୁ ଔଷଧ ରେ ଷ୍ଟିକରିଙ୍ଗ୍ ବ୍ୟବସ୍ଥା ଆରମ୍ବ ହୋଇଛି।