ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ଯାଣ ସମିତି ବୈଠକ ; Ommtv

ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ଯାଣ ସମିତି ବୈଠକ

ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ଯାଣ ସମିତି ବୈଠକ ; Ommtv

ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ଯାଣ ସମିତି ବୈଠକ ; Ommtv

OMM TV (ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ଯାଣ ସମିତି ବୈଠକ ଆଜି ପୂର୍ବାହ୍ନରେ ଗୋଷ୍ଠୀ ତାଲିମ୍ କେନ୍ଦ୍ର ରେ ମେଡିକାଲ ଅଫିସର ଡଃ ସାଗର ପ୍ରଧାନ ଙ୍କ ଆବାହକତ୍ବରେ ସମିତି ଅଧ୍ୟକ୍ଷ ତଥା ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ୍ ଉପାଧ୍ୟକ୍ଷା ସସ୍ମିତାରାଣୀ ନାୟକ,ବରିଷ୍ଠ ସଦସ୍ୟ ରତିକାନ୍ତ ଗଡନାୟକ, କେଶବ ସାମଲ, ଧରଣୀଧର ପାଲ, କୁକୁଟା ସରପଞ୍ଚ ପ୍ରତିନିଧି, ସିଡିପିଓ ପ୍ରତିନିଧି, ବି,ଇ,ଓ ଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ ଆୟୁଷ ଡଃ ତପସ୍ଵିନୀ ମିଶ୍ର ପ୍ରମୂଖ ଯୋଗ ଦେଇଥିଲେ। ବୈଠକରେ ଆର୍,ଡି ,ରୁରାଲ ୱାର୍କସ, ଆର୍, ଡ଼ବ୍ଲୁ,ଏସ୍, ଏସ୍ ବିଭାଗ ର କୌଣସି ଅଧିକାରୀ ଯୋଗ ଦେଇ ନଥିବାରୁ ସଭ୍ଯ ମାନେ କ୍ଷୋଭ ପ୍ରକାଶ କରିଥିଲେ।ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର୍ ବିଜୟଲକ୍ଷ୍ମୀ ସାହୁ, ବିତ୍ତ ପରିଚାଳକ ବିଚିତ୍ରାନନ୍ଦ ବେହେରା ଚଳିତ ବର୍ଷ ର ହିସାବ ପ୍ରଦାନ କରିଥିଲେ।ବି,ଏଚ୍,ଇ,ଓ,ନଗେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।#Dhenkanal #Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideo