ଢେଙ୍କାନାଳ ଟାଟା ଷ୍ଟୀଲ ପକ୍ଷରୁ ତିନି ଜଣ ଭଲି ବଲ ଖେଳାଳି ସବ୍ ଜୁନିୟର ଜାତୀୟ ଭଲିବଲ୍ ଚାମ୍ପିଅନ୍ ପ୍ରତିଯୋଗୀତା ପାଇଁ ଓଡିଶା ଦଳ ପାଇଁ ମନୋନୀତ : Ommtv

ଢେଙ୍କାନାଳ ଟାଟା ଷ୍ଟୀଲ ପକ୍ଷରୁ ତିନି ଜଣ ଭଲି ବଲ ଖେଳାଳି ସବ୍ ଜୁନିୟର ଜାତୀୟ ଭଲିବଲ୍ ଚାମ୍ପିଅନ୍ ପ୍ରତିଯୋଗୀତା ପାଇଁ ଓଡିଶା ଦଳ ପାଇଁ ମନୋନୀତ

ଢେଙ୍କାନାଳ ଟାଟା ଷ୍ଟୀଲ ପକ୍ଷରୁ ତିନି ଜଣ ଭଲି ବଲ ଖେଳାଳି ସବ୍ ଜୁନିୟର ଜାତୀୟ ଭଲିବଲ୍ ଚାମ୍ପିଅନ୍ ପ୍ରତିଯୋଗୀତା ପାଇଁ ଓଡିଶା ଦଳ ପାଇଁ ମନୋନୀତ : Ommtv

ଢେଙ୍କାନାଳ ଟାଟା ଷ୍ଟୀଲ ପକ୍ଷରୁ ତିନି ଜଣ ଭଲି ବଲ ଖେଳାଳି ସବ୍ ଜୁନିୟର ଜାତୀୟ ଭଲିବଲ୍ ଚାମ୍ପିଅନ୍ ପ୍ରତିଯୋଗୀତା ପାଇଁ ଓଡିଶା ଦଳ ପାଇଁ ମନୋନୀତ : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ଢେଙ୍କାନାଳ ଟାଟା ଷ୍ଟୀଲ ପକ୍ଷରୁ ତିନି ଜଣ ଭଲି ବଲ ଖେଳାଳି ମୁକେଶ ପ୍ରଧାନ, ଶଶିକାନ୍ତ ବେହେରା, ବର୍ଷାରାଣୀ ନାୟକ ୪୫ ତମ ସବ୍ ଜୁନିୟର ଜାତୀୟ ଭଲିବଲ୍ ଚାମ୍ପିଅନ୍ ପ୍ରତିଯୋଗୀତା ପାଇଁ ଓଡିଶା ଦଳ ପାଇଁ ମନୋନୀତ ହୋଇଛନ୍ତି। ଏହି ଜାତୀୟ ପ୍ରତିଯୋଗିତା ୨୮ ମେ ଠାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ହୁଗୁଳି ଠାରେ ଆୟୋଜିତ ହେଉଛି ବୋଲି ଟାଟା ଷ୍ଟିଲ୍ ଭଲିବଲ୍ କୋଚ୍ ଆଶୁତୋଷ ଦାଶ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗୀତାରେ ଓଡିଶା ସବ୍ ଜୁନିୟର ଦଳ ଭଲ ପ୍ରଦର୍ଶନ କରିବ ବୋଲି କୋଚ୍ ଆଶାବ୍ୟକ୍ତ କରିଛନ୍ତି।