Sialendoscopy Can Cure Salivary Gland Sans Scars, Says Expert at KIMS Guest Lecture : Ommtv  

Sialendoscopy Can Cure Salivary Gland Sans Scars, Says Expert at KIMS Guest Lecture

Sialendoscopy Can Cure Salivary Gland Sans Scars, Says Expert at KIMS Guest Lecture : Ommtv   

Sialendoscopy Can Cure Salivary Gland Sans Scars, Says Expert at KIMS Guest Lecture : Ommtv

 

Bhubaneswar, Oct 10: The advent of advanced medical care has come as a boon to treat not only complex cases but also eliminate the possibility of surgery-related scars. Sialendoscopy is one such pathbreaking procedure in treating salivary gland-related diseases. It leaves no facial scars if a patient needs to go for surgical intervention, said Renowned Otorhinolaryngology (ENT) surgeon Prof Milind M Navalakhe. Speaking at a Guest Lecture Series at KIMS, Prof Navalakhe, who is associated with the GS Seth Medical College & KEM Hospital in Mumbai, emphasized that the procedure is suitable for individuals of all ages, from new-borns to octogenarians, due to its precision and results-driven approach.“In the age of selfies and minimally invasive surgery, people are averse to scars on their skin and it’s a big no when their face is involved. Therefore, Sialendoscopy is the best possible way for diseases relating to salivary glands both for their diagnosis and treatment,” he said.Prof Navalakhe said that insurance companies often cover a substantial portion of the associated expenses, making it a practical option for people across different age groups. During his lecture, he also discussed the potential of endoscopic methods in managing salivary gland issues, including the removal of salivary gland stones, known as Sialolithiasis.Professor Navalakhe holds the distinction of being the second Indian ENT surgeon to undergo specialized Sialendoscopy training. He is also the first practitioner in the private sector to have performed nearly 2,000 such surgeries to date. As part of his visit to KIMS, he conducted four live demonstration surgeries for faculty members and residents.However, Professor Navalakhe acknowledged that the Sialendoscopy procedure can be expensive, primarily due to the cost of one-time-use accessories. A diagnostic Sialendoscopy process is estimated to be around Rs 70,000, while a surgical procedure like the removal of salivary gland stones (Sialolithiasis) can cost approximately 1.5 lakhs.The Guest Lecture by Dr. Navalakhe was attended by several dignitaries, including Professor Ramnath Misra, Dean of R&D and Head of Clinical Immunology & Rheumatology; Medical Superintendent Professor Rama Chandra Das; Vice-Principal Professor Shubhransu Patro; Additional Medical Superintendent Professor Kabi Kanta Samantray and Head of the Department of Otorhinolaryngology (ENT) Professor Khageswar Rout. Senior Professor of Orthopaedics Tanmoy Mohanty, Head of Obstetrics & Gynaecology Professor Jyosnamayee Panda, and postgraduate students were also present.

କିମ୍‍ସରେ ଆଲେଚନାଚକ୍ର
ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପି ପଦ୍ଧତିରେ ଲାଳ ଗ୍ରନ୍ଥି ରୋଗ ଚିକିତ୍ସା

ଭୁବନେଶ୍ୱର,୧୧ । ୧୦: କେବଳ ଯେ କିଡନୀରେ ଷ୍ଟେନ୍ ସମସ୍ୟା ଦେଖା ଦେଇଥାଏ ତା ନୁହେଁ; ଏଭଳି ସମସ୍ୟା ଆମ ଲାଳ ଗ୍ରନ୍ଥିରେ ମଧ୍ୟ ପଥର ହୋଇଥାଏ। ଏଣିକି ଅତ୍ୟାଧୁନିକ ପଦ୍ଧତିରେ ଲାଳ ଗ୍ରନ୍ଥିରୁ ପଥର ବାହାର କରାଯାଇପାରୁଛି। କିମ୍‍ସରେ ପ୍ରଥମ ଥର ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପଦ୍ଧତିକୁ ସିଆଲୋଏଣ୍ଡୋସ୍କୋପି କୁହାଯାଉଛି ବୋଲି ମୁମ୍ବାଇର ପ୍ରଖ୍ୟାତ କର୍ଣ୍ଣ-ନାସା-ଗଳା ବିଶେଷଜ୍ଞ ତଥା ଜିଏସ୍ ସେଠ୍ ମେଡିକାଲ କଲେଜ ଓ କେଇଏମ୍ ହସ୍ପିଟାଲର ପ୍ରଫେସର ମିଲିନ୍ଦ ଏମ୍ ନାଭାଲଖେ କହିଛନ୍ତି। କିମ୍‌ସ ପକ୍ଷରୁ ଆୟୋଜିତ ଏହି ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଡା. ମିଲିନ୍ଦ ସୂଚନା ଦେଇଛନ୍ତି। ଡା. ମିଲିନ୍ଦ ଗ୍ରନ୍ଥି ସମସ୍ୟାର ପରିଚାଳନା ପାଇଁ ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ୮୦ ବର୍ଷ ବୟସ୍କଙ୍କ ଚିକିତ୍ସାରେ ସିଆଲୋଏଣ୍ଡୋସ୍କୋପି ପ୍ରକ୍ରିୟା ସାହାଯ୍ୟ କରିପାରିବ ଏବଂ ଏହି ଚିକିତ୍ସା ପଦ୍ଧତି ପାଇଁ ବୀମା କମ୍ପାନିଗୁଡ଼ିକ ପ୍ରାୟ ସମ୍ପୂର୍ଣ୍ଣ ବିଲ୍ ପୈଠ କରିବାରେ ସହାୟତା କରିଥାନ୍ତି ବୋଲି ସେ ସୂଚନା ଦେଇଥିଲେ। ଦିଲ୍ଲୀର ଡାକ୍ତର ପିପି ସିଂହଙ୍କ ପରେ ପ୍ରଫେସର ନାଭାଲଖେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଓଟୋରିନୋଲାରିଙ୍ଗୋଲୋଜି (କର୍ଣ୍ଣ ନାଶା ଏବଂ ଗଳା) ସର୍ଜନ ଯିଏ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଏଭଳି ଅସ୍ତ୍ରୋପଚାର କରିସାରିଛନ୍ତି।
ଏହି ପ୍ରକ୍ରିୟା ଏବଂ ଏଥିରେ ବ୍ୟବହୃତ ହେଉଥିବା ଉପକରଣ ବ୍ୟୟବହୁଳ ହୋଇଥିବା ବେଳେ ଲାଳ ଗ୍ରନ୍ଥି (ସିଆଲୋଲିଥିଆସିସ୍‌) ଅସ୍ତ୍ରୋପଚାର ପାଇଁ ପ୍ରାୟ ୭୦ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତି। ଏହି  କାର୍ଯ୍ୟକ୍ରମରେ କିମ୍‍ସ ଆର୍ ଆଣ୍ଡ ଏବଂ କ୍ଲିନିକାଲ୍ ଇମ୍ୟୁନୋଲୋଜି ଆଣ୍ଡ୍ ରୁମାଟୋଲୋଜି ବିଭାଗ ଡିନ୍‍ ପ୍ରଫେସର ରାମନାଥ ମିଶ୍ର, କିମ୍‍ସ ମେଡିକାଲ ଅଧୀକ୍ଷକ ପ୍ରଫେସର ରାମଚନ୍ଦ୍ର ଦାସ, କଲେଜ ଉପାଧ୍ୟକ୍ଷ ପ୍ରଫେସର ଶୁଭ୍ରାଂଶୁ ପାତ୍ର, ଅତିରିକ୍ତ ମେଡିକାଲ ଅଧୀକ୍ଷକ ପ୍ରଫେସର କବିକାନ୍ତ ସାମନ୍ତରାୟ ଓ ଓଟୋରିନୋଲାରିଙ୍ଗୋଲୋଜି (ଇଏନ୍‍ଟି) ବିଭାଗ ମୁଖ୍ୟ ପ୍ରଫେସର ଖଗେଶ୍ୱର ରାଉତ, ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ତନ୍ମୟ ମହାନ୍ତି, ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଜ୍ୟୋସ୍ନାମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।