Felicitation ceremony for the achievers at DAV Chandrasekharpur : Ommtv
Successful persons inspire others through their deeds
A persevered person sees opportunities everywhere and never waits for any outside support. On the other hand, successful persons inspire others through their deeds, opined eminent educationist and former Director of IIIT, Bhubaneswar Prof Gopal Krishna Nayak who joined as the Chief Guest at the felicitation ceremony for the achievers of DAV Public School, Chandrasekharpur, Bhubaneswar here on Friday. Prof Nayak cited many examples of persevered people who left indelible marks. He also narrated the pencil approach of success and its various dimensions. The students secured 95% and above marks in AISSCE 2023, stream and subject toppers, position holders of JEE Advanced and NEET, All India Civil Services alumna Kasturi Panda and Sushree Suvangi Khuntia were honoured with memento, citations and other gifts. The Regional Director of DAV Institutions, Odisha Dr K C Satapathy joined as the guest of honour and advised the students to dedicate their success to the greater cause and avoid complacency in all steps. The Chairman of the School Sarat Chandra Mishra presided over the function while the Principal cum ARO Dr Sujata Sahu highlighted the all-round performances of the students in her welcome address. Among others, Padma Vibhushan sculptor Sudarshan Sahoo, Chairman of DAV Kalinganagar Madan Mohan Panda, Chairman of DAV Unit- 8 Santosh Kumar Upadhyay, Smt Basanta Manjari Satapathy, DAV AROs A K Bhoi, Ipsita Das, Principals of DAV Schools of the twin cities were present on the dais as guests. The guests as well as meritorious students had entered the function arena with ceremonial attire. At the end, Coordinator of the school Indira Bhattacharya proposed a vote of thanks.
ଡିଏଭି ଚନ୍ଦ୍ରଶେଖରପୁରର କୃତୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସମାରୋହ
: ଅଧ୍ୟବସାୟୀ ବିଦ୍ୟାର୍ଥୀ ସବୁଠି ସଫଳତାକୁ ଭେଟିଥାନ୍ତି ବୋଲି ଡିଏଭି ପବ୍ଲିକ୍ ସ୍କୁଲ୍, ଚନ୍ଦ୍ରଶେଖରପୁର ପରିସରରେ ଆୟୋଜିତ ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଗୋପାଳ କୃଷ୍ଣ ନାୟକ ମତବ୍ୟକ୍ତ କରିଛନ୍ତି। ଆଇଆଇଆଇଟି, ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ନାୟକ , ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେ.ସି.ଶତପଥୀ, ବିଦ୍ୟାଳୟର ଚେୟାରମ୍ୟାନ୍ ଶରତଚନ୍ଦ୍ର ମିଶ୍ର, ସହକାରୀ ଆଞ୍ଚଳିକ ଅଧିକାରୀ ସୁଜାତା ସାହୁ, ପଦ୍ମବିଭୂଷଣ ସୁଦର୍ଶନ ସାହୁ, ଡିଏଭି କଳିଙ୍ଗନଗର ଚେୟାରମ୍ୟାନ ମଦନମୋହନ ପଣ୍ଡା, ଡିଏଭି ୟୁନିଟ୍-୮ ଚେୟାରମ୍ୟାନ୍ ସନ୍ତୋଷ କୁମାର ଉପାଧ୍ୟାୟ, ବସନ୍ତ ମଞ୍ଜରୀ ଶତପଥୀ, ଡିଏଭି ସହକାରୀ ଆଞ୍ଚଳିକ ଅଧିକାରୀ ଏ. କେ. ଭୋଇ, ଈପ୍ସିତା ଦାସ, କାର୍ଯ୍ୟକ୍ରମ ସଂଯୋଜିକା ଇନ୍ଦିରା ଭଟ୍ଟାଚାର୍ଯ୍ୟ ଏବଂ ଡିଏଭି ଶିକ୍ଷାନୁଷ୍ଠାନସମୂହର ଅଧ୍ୟକ୍ଷଅଧ୍ୟକ୍ଷାମାନେ ଅତିଥି ରୂପେ ଯୋଗଦେଇଥିଲେ। ଏହି ସଭାରେ ସିବିଏସ୍ଇ ବାର୍ଷିକ ଦ୍ୱାଦଶ ପରୀକ୍ଷାରେ ଶତକଡା ୯୫ରୁ ଅଧିକ ନମ୍ବରରଖିଥିବା ୬୦ରୁ ଅଧିକ ଶିକ୍ଷାର୍ଥୀ, ବିଭିନ୍ନ ବିଭାଗର ଟପ୍ପର, ଜେଇଇ ଆଡ୍ଭାନ୍ସଡ୍ ଓ ନିଟ୍ ପରୀକ୍ଷାରେ କୃତିତ୍ୱ ଶିକ୍ଷାର୍ଥୀ, ୨୦୨୨ ମସିହାର ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ପୂର୍ବତନ ଛାତ୍ରୀ କସ୍ତୂରୀ ପଣ୍ଡା ଓ ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆଙ୍କୁ ଏହି ଅବସରରେ ଫଳକ, ମାନପତ୍ର ଓ ଉପଢ଼ୋକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ।