ବରିଷ୍ଠ ଶିକ୍ଷକ ଶ୍ରୀ ଜମ୍ବେଶ୍ଵର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା : Ommtv Round The clock

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ): ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଦୁଦୁରକୋଟ ସ୍ଥିତ ଜନତା ରାଜ ହାଇସ୍କୁଲ ର ବରିଷ୍ଠ ଶିକ୍ଷକ ଶ୍ରୀ ଜମ୍ବେଶ୍ଵର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମୋ ସ୍କୁଲ୍ ଅଭିଯାନ ସଭାପତି ରତିକାନ୍ତ ଗଡନାୟକ ଙ୍କ ସଭାପତିତ୍ବରେ ପ୍ରଧାନ ଶିକ୍ଷକ ହରିହର ନାଥ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ମିଶ୍ର ମୂଖ୍ୟ ବକ୍ତାଭାବେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଝୁନୁ ପଣ୍ଡା, ସମ୍ମାନିତ ଅତିଥି ଭାବେ ଏମଏମଡିସି ସଭ୍ଯ ଦିବାକର ପଟ୍ଟନାୟକ, ମୋ ସ୍କୁଲ୍ ଅଭିଯାନ ସଭ୍ଯ ତୁଷାରକାନ୍ତ ମିଶ୍ର, ନିର୍ମଳ ହାଇସ୍କୁଲ ବରିଷ୍ଠ ଶିକ୍ଷକ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ,ବିଶିଷ୍ଠ ଶିକ୍ଷାବିତ୍ ସୁକାନ୍ତି ରାଉତ ପ୍ରମୂଖ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ସ୍କୁଲ୍ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କ ସମେତ ବରିଷ୍ଠ ଶିକ୍ଷୟତ୍ରୀ ବେଲେରିକା ଧିର, ପ୍ରଦ୍ୟୁମ୍ନ ସାମଲ, ସୋନାଲି ଚୌଧୁରୀ, ଗାୟତ୍ରୀ ପଟ୍ଟନାୟକ, କ୍ଷୀରୋଦ ସାହୁ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର ଉପଢୌକନ ସହ ଅନେକ ଗିଫ୍ଟ ପ୍ରଦାନ ସହ ପୁରସ୍କୃତ କରିଥିଲେ।ସମସ୍ତ କାର୍ଯ୍ୟକ୍ରମରେ ସସ୍ମିତା ସାମଲ ଓ ରୁନୁବାଳା ପଧାନ ସହଯୋଗ କରିଥିଲେ।