ଅଣସଂକ୍ରାମକ ରୋଗ ଉପରେ ଗୋଲଟେବୁଲ ଆଲୋଚନା: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା ଉପରେ ଗରୁତ୍ୱାରୋପ : Ommtv Round The Clock

ଅଣସଂକ୍ରାମକ ରୋଗ ଉପରେ ଗୋଲଟେବୁଲ ଆଲୋଚନା: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା ଉପରେ ଗରୁତ୍ୱାରୋପ : Ommtv Round The Clock

ଅଣସଂକ୍ରାମକ ରୋଗ ଉପରେ ଗୋଲଟେବୁଲ ଆଲୋଚନା: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା ଉପରେ ଗରୁତ୍ୱାରୋପ : Ommtv Round The Clock

ଅଣସଂକ୍ରାମକ ରୋଗ ଉପରେ ଗୋଲଟେବୁଲ ଆଲୋଚନା: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା ଉପରେ ଗରୁତ୍ୱାରୋପ : Ommtv Round The Clock

ଭୁବନେଶ୍ୱର: ରିଚ୍ (ରିସୋର୍ସ ଗ୍ରୁପ୍ ଫର୍ ଏଜୁକେସନ୍ ଆଣ୍ଡ ଆଡଭୋକେସି ଫର କମ୍ୟୁନିଟି ହେଲ୍ଥ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି
ପ୍ରିମିୟମଠାରେ \"ଅଣ ସଂକ୍ରାମକ ରୋଗ (ଏନସିଡି: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା’ ଶୀର୍ଷକ ଏକ ଗଣମାଧ୍ୟମ ଗୋଲଟେବୁଲ
ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ଏନସିଡିର ବଢୁଥିବା ବୋଝ ଏବଂ ଏହି ଜନସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା
ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଆଲୋଚନା କରିବା ପାଇଁ ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରାଯାଇଛି । ସ୍ୱାସ୍ଥ୍ୟସେବା
ପେସାଦାର, ନୀତି ନିର୍ଧାରକ ଏବଂ ଗଣମାଧ୍ୟମ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ଏହି
କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା । ଏହି ରାଉଣ୍ଡଟେବୁଲ ସ୧ିଳନୀରେ ରିଚ୍‌ର ବରିଷ୍ଠ ଗଣମାଧ୍ୟମ ଏବଂ ଯୋଗାଯୋଗ ସହଯୋଗୀ ଶ୍ରୀ ମୟଙ୍କ
ମହାନ୍ତି ସ୍ୱାଗତ ଭାଷଣ ଦେଇ ସମଗ୍ର ଭାରତରେ ରିଚ୍‌ର କାର୍ଯ୍ୟର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ଏବଂ ସ୍ୱାସ୍ଥ୍ୟ ଉପରେ ତୃଣମୂଳ
ସ୍ତରର ରିପୋର୍ଟିଂକୁ ସୁଦୃଢ଼ କରିବା ପାଇଁ ଅଣଲାଭକାରୀ ସଂସ୍ଥାର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ । ଅଣସଂକ୍ରାମକ ରୋଗର
ବାସ୍ତବତାକୁ ସାମ୍ନାକୁ ଆଣି ଗଣମାଧ୍ୟମ କେବଳ ଜନସାଧାରଣଙ୍କୁ ସଚେତନ ଏବଂ ଅବଗତ କରେ ନାହିଁ ବରଂ ନୀତିଗତ ପରିବର୍ତନ ଓ
ସମ୍ବଳ ଆବଂଟନକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ତେଣୁ ଏହି ସମସ୍ୟାଗୁଡ଼ିକୁ ଆଲୋକପାତ କରିବା ପାଇଁ ସାମ୍ବାଦିକମାନେ ସଠିକ ଜ୍ଞାନ
ଏବଂ ଉପକରଣ ସମ୍ପନ୍ନ ହେବା ଜରୁରୀ ।


ଭାରତରେ ଏନସିଡିକୁ ବୁଝିବା’ ଶୀର୍ଷକ ପ୍ରଥମ ଅଧିବେଶନ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ପୂର୍ବତନ ନିର୍ଦ୍ଦେଶକ
ତଥା ଇମେରିଟାସ୍ ପ୍ରଫେସର ଡା. ବି ରବୀନ୍ଦ୍ରନଙ୍କ ଦ୍ୱାରା ଏନସିଡିର ପରିଚୟ ସହିତ ଆରମ୍ଭ ହୋଇଥିଲା । ସେ କହିଛନ୍ତିଯେ,
“ଅଣସଂକ୍ରାମକ ରୋଗ ଆମ ସମୟର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଆହ୍ୱାନ ସୃଷ୍ଟି କରିଛି । ପ୍ରଭାବଶାଳୀ ନିରାକରଣ ଏବଂ ପରିଚାଳନା ରଣନୀତି
ବିକଶିତ କରିବା ପାଇଁ ଏନସିଡିର ବ୍ୟାପକତା ଏବଂ ପ୍ରଭାବକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ । ମୂଳ କାରଣଗୁଡ଼ିକର ସମାଧାନ କରି ଏବଂ ସୁସ୍ଥ
ଜୀବନଶୈଳୀକୁ ପ୍ରୋତ୍ସାହିତ କରି ଆମେ ଏହି ରୋଗଗୁଡ଼ିକର ବୋଝକୁ ଯଥେଷ୍ଟ ହ୍ରାସ କରିପାରିବା ଏବଂ ଅଗଣିତ ବ୍ୟକ୍ତିଙ୍କ ଜୀବନର
ଗୁଣବତାରେ ଉନ୍ନତି ଆଣିପାରିବା ।”
ଏହି ଅଧିବେଶନରେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲର ବରିଷ୍ଠ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନା ଓ ଶ୍ରୀ ଶଙ୍କର କର୍କଟ
କେନ୍ଦ୍ରର ବରିଷ୍ଠ ପେଡିଆଟ୍ରିକ ଅଙ୍କୋଲୋଜିଷ୍ଟ ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ ପ୍ରମୁଖ ଆଲୋଚନା କରିଥିଲେ । ପ୍ୟାନେଲିଷ୍ଟମାନେ ହୃଦ୍‌
ରୋଗ, ମଧୁମେହ ଏବଂ କର୍କଟ ଉପରେ ଧ୍ୟାନ ଦେଇ ଏନସିଡିର ପ୍ରତିରୋଧ ଏବଂ ପରିଚାଳନାରେ ସାମ୍ପ୍ରତିକ ଧାରା, ଆହ୍ୱାନ ଏବଂ
ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ । ରୋଗୀଙ୍କ ଫଳାଫଳରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟସେବାରେ ପ୍ରାରମ୍ଭିକ ଚିହ୍ନଟ,
ଜୀବନଶୈଳୀ ସଂଶୋଧନ ଏବଂ ଟେକ୍ନୋଲୋଜି ଏକୀକରଣର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ । ପ୍ରତିରୋଧ,
ପ୍ରାରମ୍ଭିକ ଚିହ୍ନଟ ଏବଂ ପ୍ରଭାବଶାଳୀ ପରିଚାଳନା ଉପରେ ଧ୍ୟାନ ଦେଇ ଆମେ ଅଣସଂକ୍ରାମକ ରୋଗର ବୋଝକୁ ଯଥେଷ୍ଟ ହ୍ରାସ କରିପାରିବା
 । ଆମ ସମ୍ପ୍ରଦାୟର ଏକ ସୁସ୍ଥ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଡାକ୍ତରୀ ବୃତିଜୀବୀ ଏବଂ ଜନସ୍ୱାସ୍ଥ୍ୟ ପଦକ୍ଷେପ ମଧ୍ୟରେ ମିଳିତ ପ୍ରୟାସ
ଜରୁରୀ ବୋଲି ଡାକ୍ତର ଜେନା ମତ ବ୍ୟକ୍ତ କରିଥିଲେ । ଡା. ପ୍ରଧାନ ଆଲୋଚନାରେ ଯୋଗଦେଇ କହିଛନ୍ତି, \"ଅଣସଂକ୍ରାମକ ରୋଗର
ମୁକାବିଲା ପାଇଁ ଏକ ବହୁଶୃଙ୍ଖଳାର ଆବଶ୍ୟକତା ରହିଛି

ସ୍ୱାସ୍ଥ୍ୟସେବାରେ ବାସ୍ତବତା ବର୍ଣ୍ଣନା ଶୀର୍ଷକ ଦ୍ୱିତୀୟ ଅଧିବେଶନର ନେତୃତ୍ୱ ନେଇଥିଲେ ପ୍ରସିଦ୍ଧ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ଇଣ୍ଡିଆନ୍‌
ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ ଡା. ଅମ୍ବରୀଶ ଦତ । ସେ ଏନସିଡିର ସାମାଜିକ-ଅର୍ଥନୈତିକ ପ୍ରଭାବ ଏବଂ ଏହି ସମସ୍ୟାର ମୁକାବିଲା
ପାଇଁ ଏକ ବହୁ-କ୍ଷେତ୍ରୀୟ ଆଭିମୁଖ୍ୟର ଆବଶ୍ୟକତା ବିଷୟରେ ଗଭୀର ବିଶ୍ଳେଷଣ ପ୍ରଦାନ କରିଥିଲେ । ଖୋଲା କଥୋପକଥନ ଏବଂ
ଶିକ୍ଷାକୁ ପ୍ରୋତ୍ସାହିତ କରି ଆମେ ବ୍ୟକ୍ତିବିଶେଷଙ୍କୁ ଉତମ ସ୍ୱାସ୍ଥ୍ୟ ଦିଗରେ ସକ୍ରିୟ ପଦକ୍ଷେପ ନେବା ଏବଂ ସକାରାଞଗକ ନୀତି ପରିବର୍ତନକୁ
ପ୍ରଭାବିତ କରିବା ପାଇଁ ସଶକ୍ତ କରିପାରିବା । ଏହି ଅଧିବେଶନ ପରେ ଏନସିଡି ସହ ରହୁଥିବା ସୁଭଶ୍ରୀ ଦାଶ ଶକ୍ତିଶାଳୀ ଅଭିଜ୍ଞତା
ବାଂଟିଥିଲେ, ଯିଏ କି ତାଙ୍କ ବ୍ୟକ୍ତିଗତ ଯାତ୍ରା, ଆହ୍ୱାନ ଏବଂ ପରିସ୍ଥିତିକୁ ପରିଚାଳନା ଏବଂ ଦୂର କରିବାରେ ସାହାଯ୍ୟ କରିଥିବା ସହାୟତା
ପ୍ରଣାଳୀ ବିଷୟରେ ବର୍ଣ୍ଣନା କରିଥିଲେ ।
ଏନସିଡି ପାଇଁ ଯୋଗାଯୋଗ ପ୍ରଭାବଶାଳୀ: ମେସେଜିଂ ଶୀର୍ଷକ ଅନ୍ତିମ ଅଧିବେଶନରେ ବରିଷ୍ଠ ସ୍ୱାଧୀନ ସାମ୍ବାଦିକା ନିବେଦିତା ପ...ନାୟକ
ଏନସିଡି ସମ୍ବନ୍ଧୀୟ ଜନସାଧାରଣଙ୍କ ଧାରଣା ଏବଂ ନୀତି ଗଠନରେ ଗଣମାଧ୍ୟମର ଭୂମିକା ବିଷୟରେ ଦର୍ଶକମାନଙ୍କୁ ଅବଗତ କରାଇଥିଲେ
 । ସେ କହିଥିଲେ, “ସ୍ୱାସ୍ଥ୍ୟସେବାରେ ଉତରଦାୟୀ ରିପୋର୍ଟିଂ କେବଳ ତଥ୍ୟ ଉପସ୍ଥାପନ କରିବା ଠାରୁ ଅଧିକ; ଏଥେô ର ପରିସଂଖ୍ୟାନ
ପଛରେ ଥିବା ମାନବିକ କାହାଣୀ ଏବଂ ବ୍ୟବସ୍ଥାଗତ ସମସ୍ୟାଉପରେ ଆଲୋକପାତ କରିବା ଅନ୍ତର୍ଭୁକ୍ତ । ତଥ୍ୟ ଭିତିକ ଏବଂ ବିଶ୍ଳେଷଣ
ଭିତିକ ଗଭୀର ତଥ୍ୟ ପ୍ରଦାନ କରି ସାମ୍ବାଦିକମାନେ ସଚେତନତା ସୃଷ୍ଟି କରିପାରିବେ, ନୀତିକୁ ପ୍ରଭାବିତ କରିପାରିବେ ଏବଂ ଅଣସଂକ୍ରାମକ
ରୋଗ ବିଷୟରେ ସଚେତନ ଜନସାଧାରଣଙ୍କ ଆଲୋଚନାକୁ ପ୍ରୋତ୍ସାହିତ କରିପାରିବେ । ପ୍ରଭାବିତଙ୍କ ସ୍ୱର ଯେପରି ଶୁଣାଯିବ ଏବଂ ସଠିକ
ସୂଚନା ସମାଜର ସବୁ ସ୍ତରରେ ପହଂଚିବ ତାହା ସୁନି୧⁄୨ିତ କରିବା ଆମର ଭୂମିକା ।

Roundtable Discussion on Non-Communicable Diseases: Bringing

Science and Media Together

Bhubaneswar, India, July 16, 2024: REACH (Resource Group for Education and Advocacy for
Community Health) organized a media roundtable discussion titled “Non-Communicable
Diseases (NCDs): Bringing Science and Media Together” at Hotel Swosti Premium in
Bhubaneswar, bringing together key stakeholders to discuss the growing burden of NCDs and
the necessary measures to address this public health challenge. The event aimed to raise
awareness and foster collaboration among healthcare professionals, policymakers, and the media.
The roundtable featured a welcome address by Mr. Mayank Mohanti, Senior Media and
Communications Associate at REACH, who provided a synopsis of REACH’s work across India
and highlighted the non-profit’s vision of strengthening ground-level reporting on health. "By
bringing the realities of non-communicable diseases to the forefront, the media not only informs
and educates the public but also drives policy changes and resource allocation. It is crucial that
journalists are equipped with the right knowledge and tools to highlight these issues, fostering a
more informed and health-conscious society."
The first session titled, Understanding NCDs in India, started with an introduction to NCDs by
Dr. B Ravindran, Professor Emeritus and former Director, Institute of Life Sciences,
Bhubaneswar. "Non-communicable diseases pose one of the greatest health challenges of our
time. Understanding the prevalence and impact of NCDs is crucial for developing effective
prevention and management strategies. By addressing the root causes and promoting healthy
lifestyles, we can significantly reduce the burden of these diseases and improve the quality of life
for countless individuals," he mentioned.
The session featured a panel discussion with two distinguished doctors: Dr Sweekruti Jena,
senior endocrinologist, Kalinga Hospital, Bhubaneswar & Dr Nirmalya Deo Pradhan, senior
pediatric oncologist, Sri Shankara Cancer Centre, Bhubaneswar. The panelists discussed the
current trends, challenges, and advancements in the prevention and management of NCDs,
focusing on cardiovascular diseases, diabetes, and cancer. They highlighted the importance of
early detection, lifestyle modifications, and technology integration in healthcare to improve
patient outcomes. "By focusing on prevention, early detection, and effective management, we
can significantly reduce the burden of non-communicable diseases. Collaborative efforts
between medical professionals and public health initiatives are essential to create a healthier
future for our communities,” Dr Jena opined. Dr. Pradhan contributed further to the discussion
by emphasizing, "Combating non-communicable diseases necessitates a multidisciplinary
approach. It's essential that we combine medical advancements with public health initiatives to
not only treat but also prevent these diseases, thereby enhancing the overall well-being of our
communities."
The second session titled Reporting Realities in Healthcare was led by a renowned public health
expert, Dr. Ambarish Dutta, Indian Institute of Public Health, who provided an in-depth analysis
of the socio-economic impact of NCDs and the need for a multi-sectoral approach to tackle this
issue. He remarked, "Effective communication, that is culturally sensitive and contextual, that
makes communities understand the risks and preventive measures related to non-communicable
diseases is at the heart of successful public health initiatives. By fostering open dialogue and

education, we can empower individuals to take proactive steps towards better health and
influence positive policy changes."
The session was followed by powerful experience-sharing by Ms. Subhashree Dash who has
lived with NCDs, who narrated her personal journey, challenges, and the support systems that
have helped her manage and overcome the conditions.
In the final session titled Communicating Effectively: Messaging for NCDs, a senior
independent journalist, Ms. Nibedita Pattanayak, engaged the audience with insights on the role
of media in shaping public perceptions and policies related to NCDs. She remarked,
"Responsive reporting in healthcare goes beyond merely presenting facts; it involves
highlighting the human stories and systemic issues behind the statistics. By providing in-depth
coverage, which is data-driven and analysis-based, journalists can drive awareness, influence
policy, and encourage informed public discourse on non-communicable diseases. Our role is to
ensure that the voices of those affected are heard and that accurate information reaches all levels
of society."