ବିଡିଏ କର୍ମଚାରୀ ଜମା ଓ ମିତବ୍ୟୟ ସମବାୟ ସମିତି ଲିମିଟେଡ ସଭାପତି ଓ ଉପସଭାପତି ନିର୍ବାଚିତ : ଓମଟିଭି 

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କର୍ମଚାରୀ ଜମା ଓ ମତବ୍ଯୟ ସମବାୟ ସମିତିର ସମସ୍ତ ନିର୍ବଚନ

ବିଡିଏ କର୍ମଚାରୀ ଜମା ଓ ମିତବ୍ୟୟ ସମବାୟ ସମିତି ଲିମିଟେଡ ସଭାପତି ଓ ଉପସଭାପତି ନିର୍ବାଚିତ : ଓମଟିଭି 

ବିଡିଏ କର୍ମଚାରୀ ଜମା ଓ ମିତବ୍ୟୟ ସମବାୟ ସମିତି ଲିମିଟେଡ ସଭାପତି ଓ ଉପସଭାପତି ନିର୍ବାଚିତ : ଓମଟିଭି 

ଭୁବନେଶ୍ୱର(ଓମ ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କର୍ମଚାରୀ ଜମା ଓ ମତବ୍ଯୟ ସମବାୟ ସମିତିର ସମସ୍ତ ନିର୍ବଚନ ପ୍ରକ୍ରିୟାଶେଷ ହୋଇଛି  ପ୍ରଥମେ ବିଭିନ୍ନ ନିର୍ବାଚନ ମଣ୍ଡଳୀର 15ଜଣ ପରିଚାଳନା ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଥିଲେ  ନିର୍ବାଚିତ ହୋଇଥିବା ସଦସ୍ଯମାନଙ୍କ ନାମ ହେଉଛି ରମାକାନ୍ତ ଦାସ, ପ୍ରମୋଦ କୁମାର ମିଶ୍ର, ରାଜକିଶୋର ପ୍ରଧାନ, ଶୁଭ୍ରାଂଶୁ ଶେଖର ମହାନ୍ତି, କୃଷ୍ଣଚନ୍ଦ୍ର ମିଶ୍ର, ଚରଣ ଭୋଇ, ନିହାର ରଞ୍ଜନ ଶତପଥୀ, ସଚିତା ବାରା, ସୁବାସିନୀ ପରିଡା, ତିଳୋତ୍ତମା ପାଣିଗ୍ରାହୀ, ବିଭୁଦେନ୍ଦୁ ବେହେରା, ଦ୍ୱିଜବର ସାହୁ, କୁଳମଣୀ ଦାଶ, ଗୋବର୍ଦ୍ଧନ ପୃଷ୍ଟି, ତପସ୍ବିନୀ ନାୟକ  ସେମାନଙ୍କ ମଧ୍ୟରୁ ସଭାପତି ଓ ଉପସଭାପତି ନିର୍ବାଚତ ହେଇଥିଲେ  ସଭାପତି ଭାବେ ବିଡିଏରେ କାର୍ଯ୍ଯରତ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ବିଡିଏର ବରିଷ୍ଠ ସହକାରୀ ସୁବାସିନୀ ପରିଡା ନିର୍ବାଚିତ ହୋଇଛନ୍ତି  ଉଭୟ ସଭାପତି ଓ ଉପସଭାପତିଙ୍କୁ ବିଡିଏରେ ସମ୍ବର୍ଦ୍ଧିତ କରାଯାଇଥିଲା  ସରକାରଙ୍କ ତରଫରୁ ବ୍ରହ୍ମାନନ୍ଦ ଶତପଥୀ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରି ଏହାର ଫଳାଫଳ ଘୋଷଣା କରିଥିଲେ l