ଖୁବ ଶୀଘ୍ର ଭାରତ ହେବ ହିନ୍ଦୁ ରାଷ୍ଟ୍ର: ଜଗତଗୁରୁ ଶଙ୍କରାଚାର୍ଯ୍ୟ :ଓମଭିଟି

ଖୁବ ଶୀଘ୍ର ଭାରତ ହେବ ହିନ୍ଦୁ ରାଷ୍ଟ୍ର: ଜଗତଗୁରୁ ଶଙ୍କରାଚାର୍ଯ୍ୟ :ଓମଭିଟି, ସେହି କ୍ରମରେ ପ୍ରଚେଷ୍ଟା ଜାରି ରହିଛି। ଧୀରେ ଧୀରେ ସେ ନେଇ ବାଟ ଖୋଳୁଛି। ଭୁବନେଶ୍ବରରେ ହିନ୍ଦୁରାଷ୍ଟ୍ର ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମତ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ।

ଖୁବ ଶୀଘ୍ର ଭାରତ ହେବ ହିନ୍ଦୁ ରାଷ୍ଟ୍ର: ଜଗତଗୁରୁ ଶଙ୍କରାଚାର୍ଯ୍ୟ :ଓମଭିଟି

ଖୁବ ଶୀଘ୍ର ଭାରତ ହେବ ହିନ୍ଦୁ ରାଷ୍ଟ୍ର: ଜଗତଗୁରୁ ଶଙ୍କରାଚାର୍ଯ୍ୟ :ଓମଭିଟି

ସେହି କ୍ରମରେ ପ୍ରଚେଷ୍ଟା ଜାରି ରହିଛି। ଧୀରେ ଧୀରେ ସେ ନେଇ ବାଟ ଖୋଳୁଛି। ଭୁବନେଶ୍ବରରେ ହିନ୍ଦୁରାଷ୍ଟ୍ର ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମତ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ। ୯ ମାସ ତଳେ ମୁଁ କହିଥିଲି ସାଢେ ୩ ବର୍ଷରେ ହିନ୍ଦୁ ରାଷ୍ଟ୍ର ହେବ। ଏନେଇ ପ୍ରାୟାସ ଜାରି ରହିଛି। ଏହି କର୍ଯ୍ୟକ୍ରମରେ ହିନ୍ଦୁ ସନ୍ଥ, ଅନେକ ଛାତ୍ରଛାତ୍ରୀ, ଧାର୍ମିକ ବ୍ୟକ୍ତି, ଧର୍ମ ଗବେଷକ, ପ୍ରଚାରକ ଯୋଗ ଦେଇଥିଲେ। ହିନ୍ଦୁ ରାଷ୍ଟ୍ର ନିର୍ମାଣ ନେଇ ଜଣେ ବ୍ୟକ୍ତି ତାର ବୃତ୍ତି ଏବଂ ସାମାଜିକ ସ୍ଥିତି ଆଧାରରେ କଣ କର୍ତ୍ତବ୍ୟ ସେ ନେଇ ମାର୍ଗଦର୍ଶନ କରିଥିଲେ। ହିନ୍ଦୁ ରାଷ୍ଟ୍ର ଗଠନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଯୋଗଦାନ ରହିଛି, ପ୍ରତ୍ୟେକ ଦିନ ଜଣେ ହିନ୍ଦୁ ଘଣ୍ଟାଏ ଲେଖାଏଁ ସମୟ ଏବଂ ୧ ଟଙ୍କା ଲେଖାଏଁ ଦେବାକୁ ଶଙ୍କରାଚାର୍ଯ୍ୟ ଉପଦେଶ ଦେଇଥିଲେ। ଯାହା ହିନ୍ଦୁ ମଠ ମନ୍ଦିର ନିର୍ମାଣରେ ଲାଗିବ। ଏହା ସହ ହିନ୍ଦୁ ରାଷ୍ଟ୍ର ନିର୍ମାଣ ଦ୍ଵାରା ହିନ୍ଦୁ କଣ ଫାଇଦା ହେବ ସେ ସଂପର୍କରେ ଆଲୋକପାତ କରିଥିଲେ। ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ପୂର୍ବରୁ ସମସ୍ତେ ସନାତନ ବୈଦିକ ଆର୍ଯ୍ୟ ଥିଲେ। ତେଣୁ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବ। ସଂରକ୍ଷଣ ବ୍ୟବସ୍ଥାରେ ୫ଟି ଦୁର୍ଗୁଣ ଅଛି ବୋଲି ଶଙ୍କରାଚାର୍ଯ୍ୟ ନଥିବା ବେଳେ ମିରଟରେ କହିଛି'- ସ୍ୱାମୀ  ନିଶ୍ଚଳାନନ୍ଦ ସରସ୍ୱତୀ, ପୁରୀ ଗୋବର୍ଧନ ପୀଠ 'ମୋ ଆଗରେ ନିଆଯାଇଥିବା ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ, ହାଇକୋର୍ଟ, ସୁପ୍ରିମକୋର୍ଟ ପାଣି ପକାଇ ଦେଉଛନ୍ତି। ଏହାହିଁ ବିଡମ୍ବନା। ଏବେ କିଛି ଲୋକଙ୍କ ମର୍ଜିରେ ମନ୍ଦିର ରହିଛି। ଶ୍ରୀମନ୍ଦିର ଅଧିକ ବ୍ୟବସ୍ଥିତ ହେବା ଦରକାର। ମୋ ଦାୟିତ୍ୱ ଶିକ୍ଷା, ରକ୍ଷା, ସେବା, ଶୁଚିତାରେ ସୀମିତ ରହିଛି'- ସ୍ୱାମୀ  ନିଶ୍ଚଳାନନ୍ଦ ସରସ୍ୱତୀ, ପୁରୀ ଗୋବର୍ଧନ ପୀଠ ନୁପୁର ଶର୍ମାଙ୍କ ପ୍ରସଙ୍ଗରେ ସ୍ୱାମୀ  ନିଶ୍ଚଳାନନ୍ଦ ସରସ୍ୱତୀ, ପୁରୀ ଗୋବର୍ଧନ ପୀଠଙ୍କ ଉତ୍ତର: ଦ୍ରୌପଦୀ 'ଅନ୍ଧ'କୁ 'ଅନ୍ଧ' କହିବାରୁ ମହାଭାରତ ହେଲା` କହିବାର ଶୈଳୀ ଠିକ ହେବା ଉଚିତ- ଯାହାଦ୍ୱାରା ଲକ୍ଷ୍ୟ ସାଧିତ ହେବ!