ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନାରାୟଣୀ ଇଞ୍ଜିନିୟରିଂ କଲେଜ ପରିସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ : ଓମଟିଭି 

ସ୍ଵାଧୀନତାର ୭୫ ବର୍ଷକୁ ନେଇ ସାରା ଭାରତ ବର୍ଷରେ ଦେଶ ପାଳୁଛି  ଆଜାଦୀ କା ୭୫ ବର୍ଷ ଅମୃତ ମହୋତ୍ସବ । ସେହିପରି ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଆଜାଦୀ କା ୭୫ ବର୍ଷ ଅମୃତ ମହୋତ୍ସବ

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନାରାୟଣୀ ଇଞ୍ଜିନିୟରିଂ କଲେଜ ପରିସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ : ଓମଟିଭି 

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନାରାୟଣୀ ଇଞ୍ଜିନିୟରିଂ କଲେଜ ପରିସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ : ଓମଟିଭି 

(ରି‌‌ପୋର୍ଟ : ଜିତେନ୍ ସାହୁ): ସ୍ଵାଧୀନତାର ୭୫ ବର୍ଷକୁ ନେଇ ସାରା ଭାରତ ବର୍ଷରେ ଦେଶ ପାଳୁଛି  ଆଜାଦୀ କା ୭୫ ବର୍ଷ ଅମୃତ ମହୋତ୍ସବ । ସେହିପରି ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଆଜାଦୀ କା ୭୫ ବର୍ଷ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ଏହି କ୍ରମରେ ଅନୁଗୋଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ଗଢି ଉଠିଥିବା ନାରାୟଣୀ ଇଞ୍ଜିନିୟରିଂ କଲେଜ ପରିସରରେ  ଅଧକ୍ଷା ରଶ୍ମିତା ବାଳା ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଧଳା ଟି ସାର୍ଟ ପରିଧାନ କରି  ଆଜାଦୀ କା ୭୫ ବର୍ଷ ଅମୃତ ମହୋତ୍ସବ ପାଳନ କରିବା ସହ ଦେଶ ପାଇଁ ବଳିଦାନ ଦେଇଥିବା ମହାନ୍ କ୍ରାନ୍ତିକାରୀଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ନାରାୟଣୀ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ତନ୍ମୟ କର ସମ୍ପାଦକ ବିଭୁଧେନ୍ଦୁ ବଳ ଓ କଲେଜର ଉପ-ଅଧ୍ୟକ୍ଷ ଅମୀୟ ରଞ୍ଜନ ସାହୁ ,ଡେପୁଟି ଡ଼ାଇରେକ୍ଟର ଦୀପକ କୁମାର ଦେହୁରୀ , ସ୍ୱର୍ଣ୍ଣପ୍ରଭା ସିଂହ ,ଜୋସ୍ନା ପ୍ରଧାନ , ସୌମ୍ୟରଞ୍ଜନ ପଟ୍ଟନାୟକ ,ସୁପ୍ରିତି ଧର ,ଜିତେନ୍ଦ୍ର ମିଶ୍ର ,ଅନୟ କୁମାର ସାହୁ ,ସିଦ୍ଧାର୍ଥ ଗଡ଼ନାୟକ, ସୁଜିତ ପ୍ରଧାନ, ଆଲୋକ ବେହେରା ,ମୁଖ୍ୟ କିରାଣୀ ସୁରେଶ ଚନ୍ଦ୍ର କର , କୋଷାଧ୍ୟକ୍ଷ ବିଶିକେସନ ବିଶ୍ବାଳଙ୍କ ସହିତ  ଅନୁଷ୍ଠାନ ର ସମସ୍ତ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ସାମଲ ପରିଚାଳନା କରିଥିଲେ ।